ବାହାଘରକୁ ଦୁଇ ମାସ ନ ପୁରୁଣୁ କାହିଁକି ସ୍ଵାମୀଙ୍କ ଠୁ ଅଲଗା ହେଲେ Janklin, ମୁହଁ ଖୋଲି କଣ କହିଲେ ସ୍ଵାମୀ Arabinda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଜାଙ୍କଲିନ ଏବଂ ଅଭିନେତା ଅରବିନ୍ଦ ଙ୍କୁ ନିଶ୍ଚିତ ରୂପେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଦେଖୁଥିବେ । ଉଭୟ ଓଡିଆ ଇଣ୍ଡଷ୍ଟ୍ରୀ ମାଧ୍ୟମରୁ ପରସ୍ପରକୁ ଭଲପାଇ ପ୍ରେମ ବିବାହ କରିଥିଲେ ।

ବର୍ତ୍ତମାନ ଅନେକ ଦିନ ପରେ ସମସ୍ତ କାର୍ଯ୍ୟର ପୁନରାବୃତ୍ତି ହେବାକୁ ଲାଗିଲାଣି । ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଯେ, ଗତବର୍ଷ କୋରୋନା ମହାମାରୀ କିଭଳି ଭାବରେ ସାରା ବିଶ୍ଵ ରେ ତାଣ୍ଡବ ରଚାଇଥିଲା । ଚଳିତ ବର୍ଷ ମଧ୍ୟ ଅଧିକାଂଶ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ତଥା ସଟ ଡାଉନ ର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ସ୍ଥିତି କୋହଳ ହେବାରୁ ସମସ୍ତ କାର୍ଯ୍ୟ କୁ ଅଳ୍ପ ମାତ୍ରାରେ କରିବା ନିମନ୍ତେ ଏକ ନିର୍ଦ୍ଧାରିତ ସମୟ ସୀମା ରଖାଯାଇଅଛି । ବର୍ତ୍ତମାନ ସୁ-ଟି-ଙ୍ଗ କାର୍ଯ୍ୟ ମଧ୍ୟ ଆରମଭ ହୋଇଯାଇଅଛି । ଜାଙ୍କଲିନ ବର୍ତ୍ତମାନ ଓଡିଆ ଧାରାବାହିକ ର ସୁ-ଟି-ଙ୍ଗ ସେ-ଟ କୁ ଯାଇଥିବା ବେଳେ ତାଙ୍କ ସ୍ଵାମୀ ଅରବିନ୍ଦ ସୋ-ସି-ଆ-ଲ ମି-ଡି-ଆ ରେ ଲାଇଭ ଆସି କିଛି ଏଭଳି କଥା କହିଛନ୍ତି ।

ଆସନ୍ତୁ ଜାଣିବା ସେହି ସବୁ କଥା ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଅରବିନ୍ଦ ଲାଇଭ ଆସି କହିଛନ୍ତି ଯେ, ମାତ୍ର ୨ ମାସ ହୋଇଅଛି ଆମ ବିବାହ କୁ କିନ୍ତୁ ମୋ ସ୍ତ୍ରୀ ମତେ ଛାଡି ଚାଲିଯାଇଛନ୍ତି । ସେ ଯାଇଛନ୍ତି ସେଟ କୁ ଅଭିନୟ କରିବାକୁ । ଏବଂ ସେ ସେଠାରେ ବହୁତ ବ୍ୟସ୍ତ ଅଛି ।

ଏହାପରେ ଜାଙ୍କଲିନ ର ଏକ ସାଙ୍ଗ କହିଥିଲେ ଯେ, ମୁଁ ଜାଙ୍କଲିନ ଙ୍କୁ ସେ-ଟ ରେ ରଖିଦେବି ଛାଡିବିନି । ଏହାପରେ ଅରବିନ୍ଦ କହିଲେ, ତୁମେ ରଖିଦେଲେ କଣ ହେବ ମୁଁ ଏକ ଟାର୍ଗେଟ ରଖିଛି ଯେ, ଏତିକି ସମୟରେ ଜାଙ୍କଲିନ ସୁ-ଟ ସାରି ଆସିବା ପରେ ମୋ ସହିତ ଅବଶିଷ୍ଠ ସମୟ ବ୍ୟତୀତ କରିବ ।

ମାତ୍ର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରିବି କିନ୍ତୁ ତାହାଠାରୁ ଅଧିକ ଆଦୌ ଅଲଗା ରହିପାରିବି ନାହିଁ । ଏହାପରେ ଅରବିନ୍ଦ ଙ୍କ ଫ୍ୟାନ୍ସ କହିଥିଲେ ଯେ, ଜାଙ୍କଲିନ ନାହାନ୍ତି ତ ସେଥିପାଇଁ ଟିକିଏ ଅଧୁରା ଲାଗୁଛି । ଅରବିନ୍ଦ କହିଥିଲେ ଆଜ୍ଞା ହଁ ଯେତେହେଲେ ବି ସେ ମୋର ଅର୍ଦ୍ଧାଙ୍ଗୀନୀ । ସେ ନଥିଲେ ମତେ ଜମାରୁ ଭଲ ଲାଗୁନାହିଁ ।

ମାତ୍ର ବର୍ତ୍ତମାନ ସେ ବହୁତ ପରିଶ୍ରମ କରୁଛନ୍ତି । ପରିଶ୍ରମ କରି ରୋଜଗାର କରୁଛନ୍ତି ଘର ପାଇଁ ମାତ୍ର ମୁଁ ଏଠାରେ ଆରାମ କରୁଅଛି । ମୁଁ ଆମ ରୁମରେ AC ଲଗାଇ ଲା-ଇ-ଭ ଆସି ମଜା କରୁଅଛି । ବନ୍ଧୁଗଣ ଆପଣଙ୍କୁ ଅରବିନ୍ଦ ଏବଂ ଜାଙ୍କଲିନ ଙ୍କ ଯୋଡି କିଭଳି ଲାଗୁଅଛି ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *