ଓଲିଉଡ ଅଭିନେତ୍ରୀ Smita Mohantyଙ୍କ ଜୀବନୀ ଓ Family Album

ଓଲିଉଡ ଯାହାଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ଏମାନେ ଖୁବ ଲୋକପ୍ରିୟ ହାସଲ କରିବାରେ ସଫଳ ହୋଇଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବିଶେଷ କରି ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ନିଜର ସୁନ୍ଦରତା, ଷ୍ଟାଇଲ ମଧ୍ୟ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଏମିତି କିଛି କଳାକାର ଏମାନେ ଅଛନ୍ତି ଯେଉଁ ମାନେ ମ୍ୟାରେଜ ପରେ ଓଲିଉଡ ଇଣ୍ଡଷ୍ଟ୍ରି ରୁ ବିଦାୟ ନେଇଛନ୍ତି । ଅନ୍ୟ କ୍ଷେତ୍ରରେ ଅନ୍ୟ ଅଭିନେତ୍ରୀ ମାନେ ମ୍ୟାରେଜ ପରେ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି । ଆଜି ଆମେ ଆପଣା ମାନଙ୍କୁ ଅଭିନେତ୍ରୀ ସ୍ମିତା ମହାନ୍ତି ଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ଅଭିନେତ୍ରୀ ସ୍ମିତା ମହାନ୍ତି ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୀ କରି ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଜନ୍ମ ହେଉଛି ଡିସେମ୍ବର ୨୫ ୧୯୮୨ ମସିହା । ସେ ଓଡିଶାର ପୁରୀ ଜିଲ୍ଲା ରେ ଜନ୍ମଗ୍ରହଣ କରିଛନ୍ତି । ଅଭିନେତ୍ରୀ ସ୍ମିତା ମହାନ୍ତି ନିଜ ପରିବାର ସହ ପୁରୀ ରେ ହିଁ ରହୁଛନ୍ତି । ସେ ପୁରୀ ର ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଇଂରାଜୀ ରେ ପିଜି କରିଛନ୍ତି ।

ସେ ତାଙ୍କର ସ୍କୁଲ ପାଠ ବ୍ରେଷ୍ଟ ସାକ୍ରାମେକ ସ୍କୁଲରେ ଶେଷ କରିଛନ୍ତି । ସେ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିବା ସହ ଅନେକ ସାରା ଓଡିଆ ଧାରାବାହୀକ ରେ ଅଭିନୟ କରିବାର ନଜର ଆସିଛନ୍ତି । ଟିଭି ସିରିଏଲ “ମାଉସୀ” ରେ ସେ ଅଭିନୟ କରିଥିଲେ ଯାହା ଖୁବ ଲୋକପ୍ରିୟ ହୋଇଥିଲା । ଏହା ବ୍ଯତୀତ ସେ ଓଡିଆ ଫିଲ୍ମ “କଣ୍ଢେଇ ଆଖିରେ ଲୁହ”,”ପାପ”, “ଜୀବନ ସାଥି”,”ପବିତ୍ର ବନ୍ଧନ”, “ଇସକ ପୁଣି ଥରେ”, “କୃଷ୍ଣା କାବେରୀ’, “କଲ୍କି ଅବତାର”, “ତୁ ମୋ ଗାର୍ଲଫ୍ରେଣ୍ଡ”, “ମିଠା ମିଠା”, “ଯୋଗୀ”, “ବନ୍ଦେ ଉତ୍କଳ ଜନନୀ”, “ଆମ ଭିତରେ କିଛି ଅଛି କି’ ଆଦି ୫୦ ରୁ ଉର୍ଦ୍ଧ ଓଡିଆ ଫିଲମରେ ଅଭିନେତ୍ରୀ ସ୍ମିତା ଦମଦାର ଅଭିନୟ କରିଛନ୍ତି ।

ତାଙ୍କ ପରିବାର ରେ ସେ ବହୁତ ମଜାମସ୍ତି କରିବା ସହ ଫ୍ରୀ ସମୟରେ ପରିବାର ଲୋକଙ୍କ ସହ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ତାଙ୍କର ପରିବାର ଲୋକଙ୍କ ପ୍ରତି ସ୍ନେହା ଓ ଶ୍ରଦ୍ଧା ରହିଛି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଯାହା ପାଇଁ ସେ ନିଜର ଅଲଗା ପରିଚୟ ଓଡିଆ ଜଗତରେ ସୃଷ୍ଟି କରି ପାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *