ACF Soumyaଙ୍କ ଡେଥ କେସ ରେ ଆସିଲା ପୁଣି ଏକ ବଡ ଟ୍ଵିଷ୍ଟ, ଦେଖନ୍ତୁ କଣ

ସାହେବ ବିବି ଓ ଛଳନା ରୁ ସୌମ୍ୟଙ୍କ ମୃ-ତ୍ୟୁ ହୋଇଥିଲା । ଗୋଟେ ଗୋଟେ ରହସ୍ୟ ଖୋଲିବାରେ ଲାଗିଛି । ତାଙ୍କ ମୃ-ତ୍ଯ ପଛରେ ବିଦ୍ୟା ଭାରତୀ ଓ ଦେବ ହିନ ଦାଇ ବୋଲି ଅନେକ କଥା ଉଠିଛି । ଏବେ ଏହାକୁ ନେଇ ବିଦ୍ୟା ନିଜର ମତ ରଖିଛନ୍ତି ସେ କହିଥିଲେ କି ତାଙ୍କ ସ୍ଵାମୀ କେବେ ଭି ଆ-ତ୍ମ ହ-ତ୍ୟା କରି ନଥିବେ ।

କିନ୍ତୁ ସେ ଏବେ ଏକ ନୂଆ ଘ-ଟ-ଣା ସାମନାକୁ ଆଣିଛନ୍ତି ଓ କହିଛନ୍ତି କି ତାଙ୍କ ସ୍ଵାମୀ ଆଉ କାହାକୁ ଭଲ ପାଉ ଥିଲେ ସେ ଆଉ ଜଣଙ୍କୁ ” I LOVE YOU “ ମେସେଜ କରୁଥିଲେ । ଘଣ୍ଟା ଘଣ୍ଟା କାନରେ ଇୟର ଫୋନ ଲଗେଇକି କଥା ହେଉଥିଲେ । ସେ ଏଭଳି କରୁଥିଲେ ମଧ୍ୟ ବିଦ୍ୟା ଙ୍କୁ ଝିଅଟି ର ଆବାଜ ଶୁଣିବାକୁ ମିଳିଥିଲା ।

ବିବାହର ୩ ମାସ ପରେ ଏହା ଜଣା ପଡିବାରୁ ମୋବାଇଲ ପାସ୍ୱାର୍ଡ ଓ ସବୁ କଣ୍ଟାକଟ କୁ କାଟି ଦେଇଥିଲେ ସୋମ୍ୟ । ଏହା ସହ ସେ କହିଥିଲେ କି ବିବାହ ପୂର୍ବ ରୁ ଯେଉଁ ବ୍ୟାଚେଲର ପାର୍ଟି କଥା କୁହା ଯାଇଛି ତାଙ୍କ ଶ୍ଵଶୁର ଘର ତରଫରୁ ତାହା ଏକ ଭୋଜି ଥିଲା । ସେପଟେ ସାସୁ କହିଲେ ଯଦି ସୋମ୍ୟ ଆଉ କାହାକୁ ଭଲ ପାଉଥିଲା ଯଦି ତେବେ ସେ କଣ ପାଇଁ ତାଙ୍କ ମା ଙ୍କୁ କହି ନଥିଲେ ପ୍ରଶ୍ନ କରିଛନ୍ତି ।

ଏହା ସହ ଆଉ ଏକ ନୂଆ ମୋଡ ଆସିଛି କି ବିଦ୍ୟା ଓ ତାଙ୍କ ସ୍ଵାମୀ ଙ୍କ କଥା ବାର୍ତ୍ତା ହେବାର ଏକ ଅଡିଓ କ୍ଲିପ ଯାହାକୁ କିଏ ଓ କଣ ପାଇଁ ରେକର୍ଡ କରିଥିଲା ସାମନାକୁ ଆସିନୀ । ବିଦ୍ୟା ଙ୍କ ବାପା ଆଉ କିଛି କହିଛନ୍ତି କି ତାଙ୍କ ଜ୍ଵାଇଁ ଏକ ଦେବତା ଭଳି ଲୋକ ଥିଲେ । ଝିଅ ଓ ଜ୍ଵାଇଁ ଙ୍କ ଭିତରେ ଥିବା ମନ ମାଳିନ୍ୟ ସବୁ ଦୂର ହୋଇ ଯାଇଥିଲା ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଏହାକୁ ସୋମ୍ୟ ଙ୍କ ବାପା ନ କରିଛନ୍ତି । ସେ କହିଛନ୍ତି କି ତାଙ୍କ ବହୁ କଷିବା ପାଇଁ ଏଭଳି କିଛି କାମ କରିଛନ୍ତି ।

ତାଙ୍କୁ ଧ୍ହାରୀ ନିସ୍ପତି ନିଆ ଯାଉ ବୋଲି କୁହା ଯାଇଛି । ବିଦ୍ୟା ଙ୍କ ବାପା ମା ଙ୍କୁ ଜବତ କରି ପୋ-ଲି-ସ ଟିମ ଏବେ ପଚରା ଉଛାର କରୁଛି ଏହା ସହ ସେ ଏବେ ପାରଳା ଖେମୁଣ୍ଡି ମଧ୍ୟ ବାହାରିଛି । ପରିସ୍ଥିତି କୁ ଆଖି ଆଗରେ ରାଖୀ କ୍ରା-ଇ-ମ ବ୍ରା-ଞ୍ଚ ଏବେ ପହଞ୍ଚିଛି ଏକ ଟିମ । ସେମାନେ କହୁଛନ୍ତି କି SP ନିଜେ ଏହି କେସ ରେ ଟଣା ଘନା କରୁଛନ୍ତି ତେବେ ସେ ଖୁବ ଶୀଘ୍ର ହ-ତ୍ୟା-କା-ରୀ ଙ୍କୁ ଧରି ନେବେ ବୋଲି ଆସା ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *