ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ବଡ ଷଡଯନ୍ତ୍ରର ହେଲା ପର୍ଦାଫାସ, ଫସିଲେ DFO! ହତ୍ୟାକାରୀ ଯିବ ଜେଲକୁ

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ବର୍ତ୍ତମାନ ଏହି ମାମଲା କ୍ରାଇମବ୍ରାଞ୍ଚ ହ୍ୟାଣ୍ଡ ଓଭର କରୁଛି । ବର୍ତ୍ତମାନ ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚର ତଦନ୍ତରେ ଡିଏସଓ ଙ୍କର ଗୁମର ଖୋଲିବାରେ ଲାଗିଛି । ଖବର ମୁତାବକ ଡିଏଫଓ ନିଜ ଜାଲରେ ଫସିବାରେ ଲାଗିଛନ୍ତି । ଦିନକୁ ଦିନ ଡିଏଫଓଙ୍କ କଳା କାରନାମା ସାମନାକୁ ଆସିବାରେ ଲାଗିଛି । ସୂଚନା ଅନୁସାରେ ଡିଏଫଓ କୋଟି କୋଟି ଟଙ୍କାର ରକ୍ତ ଚନ୍ଦନା କାଠକୁ ମାଫିୟାଙ୍କୁ ବିକ୍ରି କରି ଦେଇଛନ୍ତି ।

ପୂର୍ବତନ ଡିଏଫଓଙ୍କ ପୂର୍ବତନ ଜଗୁଆଳି ଗଙ୍ଗାଧର ପ୍ରଧାନ ଏହି କଥାର କୁଲାସା କରିବା ପରେ ବର୍ତ୍ତମାନ ସତ ସାମାନକୁ ଆସିବାରେ ଲାଗିଛି । ଗଙ୍ଗା ପ୍ରଧାନ ନିଜ ଷ୍ଟେଟମେଣ୍ଟ ଦେବା ପରେ ବନ ବିଭାଗ ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଯେ ୨୦୨୦ରେ ତାଙ୍କୁ ଜବରଦସ୍ତି ଚାକିରିରୁ ବାହାର କରିଦିଆ ଯାଇଛି । ଗଙ୍ଗା ପ୍ରଧାନଙ୍କୁ ଚାକିରିରୁ ବାହାର କରିବାରେ ହାତ ରହିଛି ଡିଏଫଓଙ୍କର । ନିଜକୁ ସତ ପ୍ରମାଣ କରିବା ପାଇଁ ଡିଏଫଓ ଗଙ୍ଗା ପ୍ରଧାନଙ୍କ ବୟାନକୁ ମିଛ କରିବା ପାଇଁ ଚେଷ୍ଟା କରୁଛନ୍ତି ଡିଏଫଓ ଯାହା ପାଇଁ ସେ ଏବେ ସନ୍ଦେହ ଘେରରେ ରହିଛନ୍ତି ।

ବନ ବିଭାଗ କଣ ପାଇଁ ଡିଏଫଓଙ୍କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଛି ତାହା ଏବେ ପ୍ରଶ୍ନ ଉଠୁଛି । ସୋମ୍ୟଙ୍କ ବାପାଙ୍କ ବୟାନ ଅନୁସାରେ ସୋମ୍ୟ କାର୍ଯ୍ୟରତ ଥିବା ବେଳେ ଦୁଇଟି କାଠ ଟ୍ରକ ଧରିଥିଲେ । ଏହି କଥାର ରାଗ ସୁଝାଇବାକୁ ଯାଇ ଡିଏଫଓ ସୋମ୍ୟଙ୍କ ସହ କିଛି କରି ନାହାନ୍ତି ତ ଏହା ଏବେ ପ୍ରଶ୍ନ ଉଠୁଛି । ଏହା ସହ ସୋମ୍ୟଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉ ଥିଲା । ସୋମ୍ୟଙ୍କ ବାପାଙ୍କ କହିବା ମୁତାବକ ଡିଏଫଓ ୧୦ କୋଟି ଟଙ୍କାର ବିଲକୁ ୨୦ କୋଟି ଟଙ୍କାର ବିଲ କରିବା ପାଇଁ ଡିଏଫଓ ସୋମ୍ୟଙ୍କୁ ବାଧ୍ୟ କରୁଥିଲେ ।

କିନ୍ତୁ ସୋମ୍ୟ ଏହି କଥାର ପ୍ରତିବାଦ କରୁଥିଲେ । କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ କେଉଁ ରୂପ ନେବା ତାହା ଅପେକ୍ଷାରେ ରାଜ୍ୟବାସୀ ଅଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଥିଲେ ମଧ୍ୟ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣାପଡି ନାହି । ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାର ଲୋକେ ଲାଗିଛନ୍ତି ତାହା କେବେ ସମ୍ଭବ ହେଉଛି ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *