ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ତାଙ୍କ ମା ଦେଲେ ଏଭଳି ବୟାନ, କଣ କହିଲେ ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘ-ଟ-ଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ପୋଲିଆ ଆଜି ଯାଏଁ କିଛି ବି ତଥ୍ୟ ହାସଲ କରିପାରି ନାହି କି ଦୋଷୀ କିଏ ତାହା ଜଣାପଡି ନାହି । ସୋମ୍ୟଙ୍କ ପରିବାର ଅନେକ ଚେଷ୍ଟା ପରେ ମଧ୍ୟ ଅ-ପ-ରା-ଧୀ ଧରା ପଡିନାହି ।

ସୋମ୍ୟଙ୍କ ମା ତୁଳସୀ ମହାପାତ୍ରର ନିଜ ପୁଅକୁ ନ୍ୟାୟ ଦେବା ପାଇଁ ଓଡିଶା ବାସୀର ମା ମାନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କୁ ସାହାଜ୍ଯ କରିବା ପାଇଁ । ନିଜ ପୁଅ ର ମୃ-ତ୍ୟୁ ଯ-ନ୍ତ୍ର-ଣା କୁ ଛାତିରେ ଛାପି ରଖି ସୋମ୍ୟ ଙ୍କ ବାପା ମା ଆଉ କେତେ ଦିନ ଧର୍ଯ୍ୟ ଧରିବେ । ଆଉ କେତେ ଦିନ ସୋମ୍ୟଙ୍କ ପରିବାର ନ୍ୟାୟ ପାଇଁ ଲଢିବେ ।

“ଏଇ ବାପା ମାଙ୍କ ମୁହଁଙ୍କୁ ଟିକେ ଦେଖନ୍ତୁ ତ” । ପ୍ରଶାସନ ଉପରେ ଆଉ ଭରସା ନାହି ବୋଲି ସୋମ୍ୟଙ୍କ ମା କହିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ବେ ମଧ୍ୟ ସୋମ୍ୟ ଙ୍କୁ ଏ ଯାଏଁ ନ୍ୟାୟ ମିଳି ନାହି ବୋଲି ତାଙ୍କ ମା କହିଛନ୍ତି । ଯଦି ନ୍ୟାୟ ନ ମିଳିବ ତେବେ ସୋମ୍ୟଙ୍କ ପରିବାର ପ୍ରଧାମନ୍ତ୍ରୀ ଙ୍କୁ ଚିଠି ଲେଖିବେ ।

ଏହା ପରେ ମଧ୍ୟ ଯଦି କିଛି ପଦକ୍ଷେପ ନ ନିଆଯାଏ ତେବେ ସେମାନେ ମୁଖମନ୍ତ୍ରୀଙ୍କ ବାସ ଭବନ ଆଗରେ ଆ-ତ୍ମ-ହୁ-ତି ଦେବେ ବୋଲି ସୋମ୍ୟ ଙ୍କ ମା କହିଛନ୍ତି । ସୋମ୍ୟ କେବଳ ତାଙ୍କର ଆଉ ପୁଅ ହୋଇ ନାହାନ୍ତି ବରଂ ପୁରା ଓଡିଶା ବାସୀ ମା ମାନଙ୍କର ପୁଅ ହୋଇ ସାରିଛନ୍ତି । ତେଣୁ ସୋମ୍ୟ ଙ୍କୁ ନ୍ୟାୟ ମିଳୁ ଓ ତାଙ୍କର ଦୋ-ଷୀ କୁ ଦ-ଣ୍ଡ ମିଳୁ ସେଥିପାଇଁ ସୋମ୍ୟ ଙ୍କ ମା ପୁରା ଓଡିଶା ମା ମାନଙ୍କୁ ଅନୁରୋଧ କରିଛନ୍ତି ।

ସୋମ୍ୟଙ୍କ ସ-ନ୍ଦେ-ହ ଜନକ ମୃ-ତ୍ୟୁ ମାମଲାରେ ତାଙ୍କ ସମ୍ପର୍କୀୟ ଭାଇ, ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେସରୀଙ୍କ ଆଡକୁ ଆଙ୍ଗୁଳି ଉଠାଇବା । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସଂସ୍ପର୍ଶରେ ଆସି ଆରୋପ ପତ୍ର ଦେବା ଏ ସବୁ ମଧ୍ୟ ରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବଦଳିରେ କୌଣସି ଲିଙ୍କ ନାହି ତ ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ କହିଛନ୍ତି ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ସରକାରର କୌଣସି ହାତ ଅଛି ।

ପୋଲିସ ଜାଣିଶୁଣି ଅ-ପ-ରା-ଧୀ-କୁ ଧରୁ ନାହି କାରଣ କୌଣସି ବଡ ଅଧିକାରୀଙ୍କର ଏ ଘଟଣା ରେ ହାତ ରହିଛି ଯାହା ପାଇଁ ପୋଲିସ ଉପରେ ଚାପ ରହୁଛି । ସୋମ୍ୟ ଙ୍କ ବାପା ଓ ଭାଇ ମଧ୍ୟ ମନ୍ତ୍ରୀଙ୍କ ପିଏସ ଙ୍କ ବଦଳି କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପାୱାର କରିଡରରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ କେହି ବି ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *