ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ତଦନ୍ତକାରୀ ଅଫିସରଙ୍କ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାଗ ଲାଗିଛି । ସୋମ୍ୟରଞ୍ଜନଙ୍କର ମୃ-ତ୍ୟୁ-ର ତ-ଦ-ନ୍ତ-ରୁ ଅନେକ ତଥ୍ୟ ମିଳିଛି । ସୂଚନା ଅନୁସାରେ ଡିଏଫଓଙ୍କୁ ବହୁ ଜଲ୍ଦି ପଚରାଉଚରା କରାଯିବ । ତଦନ୍ତକାରୀ ଦଳ ବାଲେଶ୍ଵର ଓ ମୟୂରଭଞ୍ଜ ଯାଇ ତଦନ୍ତ କରି ଫେରିଛନ୍ତି ।
ସୋମ୍ୟଙ୍କ ପରିବାର ଲୋକେ କରିଥିବା ଅ-ଭି-ଯୋ-ଗ ଉପରେ ସମସ୍ତ ତଦନ୍ତ କରା ଯାଇଛି ଏହା ବିଷୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ କେତେ ଦୂର ଓ କଣ ତଦନ୍ତ କରା ଯାଇଛି ତାହାର ଅଧ୍ୟୟନ ପାଇଁ ଡିଆଇଜି ସତ୍ୟବ୍ରତ ଭୋଇ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ କରାଣ୍ଡି ଆଇଏସସି ମହିଳା କନେଷ୍ଟବଳ ମମତା ପାଣ୍ଡେ କେଉଁ ପରିସ୍ଥିତିରେ ହସ୍ପିଟାଲରେ ପହଞ୍ଚି ଥିଲେ ନାଁ ତାଙ୍କୁ ସେ ଦାୟିତ୍ଵ ଦିଆ ଯାଇଥିଲା ନାଁ କାହା କଥାରେ ପଡି ସେ ହସ୍ପିଟାଲ ଯାଇଥିଲେ ସେ ସମ୍ପର୍କରେ ମଧ୍ୟ ତଦନ୍ତ କରାଯିବ ।
ସୋମ୍ୟଙ୍କୁ ତାଙ୍କର ସରକାରୀ ବାସ ଭବନରେ ପୋ-ଡା ଯାଇଥିବା ବେଳେ କିଏ ତାଙ୍କର ହ-ତ୍ୟା କରିଛି କି ସେ ନିଜେ ପୋ-ଡି ହୋଇଛନ୍ତି ଏ ସବୁ ବିଷୟରେ ଅନୁଧ୍ୟାନ କରା ଯାଉଛି । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ଡିଏସଓ ସଂଗ୍ରାମ କେସରୀଙ୍କ ନାଁ ସାମିଲ ହୋଇଥିବା ବେଳେ ତାଙ୍କୁ ଏ ଯାଏଁ ପୋଲିସ କଣ ପାଇଁ ଜେରା କରି ନାହି ତାହା ନେଇ ଅନେକ ପ୍ରଶ୍ନ ଉଠୁଛି ।
ସୂଚନା ଅନୁସାରେ ଶୁକ୍ରବାର ଦିନ ପୋଲିସ ଡିଏଫଓଙ୍କ ପାଖରେ ପହଞ୍ଚିବ ବୋଲି ଆଲୋଚନା ଜାରି ରହିଛି । ବହୁତ ଜଲ୍ଦି କଣ ଘ-ଟ-ଣା ଘ-ଟି-ଛି ସୋମ୍ୟଙ୍କ ସହ ତାହା ଜଣା ପଡିଯିବ ବୋଲି ସୂଚନା ମିଳିଛି । ସବୁ ଦିଗରୁ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି । ଏସପି, କ୍ରାଇମବ୍ରାଞ୍ଚ ଯେଉଁ ସବୁ ତଥ୍ୟ ପାଇଛନ୍ତି ସେ ନେଇ ଆଲୋଚନା ଜାରି ରହିଛି ।
ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା କୁ ନେଇ କେତେ ଅଗ୍ରସର ହୋଇଛି ତାହା ମଧ୍ୟ ଡିଆଇଜି ସୂଚନା ଦେଇଛନ୍ତି । ବହୁତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପୋଲିସ ଟିମକୁ ମିଳିଛି ଯାହା ମାଧ୍ୟମରେ ଜଣା ପଡିବ ଯେ ପ୍ରକୃତରେ ସୋମ୍ୟଙ୍କ ସହ କଣ ଘ-ଟ-ଣା ଘଟିଥିଲା । ଆଶା କରୁଛୁ ବହୁତ ଜଲ୍ଦି ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣା ପଡିବ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।