ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲାକୁ ନେଇ ପୋଲିସ ପାଇଲା ଏକ ନାଲି ରଙ୍ଗର ଫାଇଲ, କଣ ଅଛି ଏଥିରେ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଏସିଏଫଓ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-ରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ର-ହ-ସ୍ୟ ଖୋଲିବାରେ ଲାଗିଛି । ତାଙ୍କର ମୃ-ତ୍ୟୁ ଘ-ଟ-ଣା ରେ ପାରଳାଖେମୁଣ୍ଡି ପୋ-ଲି-ସର ୬ ଜଣିଆ ଟିମ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ଗାଁ ରେ ପହଞ୍ଚି ସେଠାରେ ତ-ଦ-ନ୍ତ ଆରମ୍ଭ କରିଥିଲେ ।

ମୃତ ସୋମ୍ୟ ରଞ୍ଜନଙ୍କ ପରିବାର ବ୍ଯତୀତ ପୋ-ଲି-ସ ତାଙ୍କ ମାମୁଁ ମାଇଁକୁ ମଧ୍ୟ ଏହି ଘ-ଟ-ଣା ବାବଦରେ ପଚରାଉଚରା ଆରମ୍ଭ କରିଛି । ଜେରା ସମୟରେ ପାରଳାଖେମୁଣ୍ଡି ପୋ-ଲି-ସ ହାତରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଛି । ଆଗରୁ ଯେଉଁ ର-ହ-ସ୍ୟମୟ ନାଲି ପୁଟୁଳି କୁ ନେଇ ସ-ନ୍ଦେ-ହ କରାଯାଉ ଥିଲା ତାକୁ ନେଇ ଏବେ ବଡ ଖୁଲାସା ହୋଇଛି । ସେହି ନାଲି ପୁଟୁଳି ରେ କିଛି ବି ନ ଥିଲା ବୋଲି ବିଦ୍ୟା ଭାରତୀ ସଫା ସଫା ମନା କରି ଦେଇଛନ୍ତି ।

ପୋ-ଲି-ସ ଗୋଟେ ଆଲବମ ଜବତ କରିବା ସହ ନାଲି ରଙ୍ଗର ଫାଇଲରେ କିଛି ଜରୁରୀ ତଥ୍ୟ ରହିଥିବାର ସୂଚନା ମିଳିଛି । ଏହି ପ୍ରମାଣ ମଧ୍ୟମରେ ହୁଏ ଆଗକୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରା ଯାଉଛି । ଏହି ତ-ଦ-ନ୍ତରେ ପୋ-ଲି-ସ କୁ କ୍ରା-ଇ-ମ ବ୍ରା-ଞ୍ଚ ସହଯୋଗର ହାତ ବଢାଇଛି । ତେବେ ଏହି ଘ-ଟ-ଣା ରୁ ଏତିକି କୁହା ଯାଇପରେ ଯେ କେବେ ସୋମ୍ୟଙ୍କର ମୃ-ତ୍ୟୁ-ର ର-ହ-ସ୍ୟ ସାମନାକୁ ଆସିବ । କଣ ରହିଛି ସେ ନାଲି ଫାଇଲରେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହି ବୋଲି ସୂଚନା ମିଳିଛି ।

ଆଗରୁ ବିଦ୍ୟା ଭାରତୀଙ୍କ ହାତ ଲେଖା ଚିଠିରେ ଲେଖା ଥିଲା ଯେ ୧୨ ରୁ ୧୫ ତରାଇଖ ପରେ ମୁଁ ଶାନ୍ତିରେ ରହିବି ଯାହା ପୋ-ଲି-ସ ହାତରେ ପଡିବ ପରେ ବିଦ୍ୟା ଭାରତୀ ସ-ନ୍ଦେ-ହ ଘେରରେ ଆସିଥିଲେ । ଏହା ପରେ ବିଦ୍ୟା ଭାରତୀଙ୍କ ହାତରେ ପୋ-ଡା ଦାଗ ଯାହା ବର୍ତ୍ତମାନ ସେ ଦେଖାଇଛନ୍ତି । ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ବିଦ୍ୟା ଭାରତୀଙ୍କ ହାତରେ ଏହି ପୋ-ଡା ଦାଗ ସୋମ୍ୟଙ୍କୁ ହସ୍ପିଟାଲ ନେବା ସମୟରେ ନ ଥିଲା ବୋଲି ହସ୍ପିଟାଲ ସି-ସି-ଟି-ଭି କ୍ଯାମେରାରୁ ଜଣା ପଡିଥିଲା ।

ହସ୍ପିଟାଲ ନେବା ସମୟରେ ଆ-ମ୍ବୁ-ଲା-ନ୍ସ କିଛି ସମୟ ପାଇଁ ରାସ୍ତାରେ କଣ ରହିଥିଲା ଏହାକୁ ନେଇ ଅମଧ୍ୟ ଏବେ ଚର୍ଚ୍ଚା ଚାଲିଛି । ତେବେ ନୂଆ ସୂଚନା ଅନୁସାରେ ନାଲି ରଙ୍ଗର ଫାଇଲରେ କଣ ରହିଛି ତାହା ଏବେ ଦେଖିବାର ଛି । ଦିନକୁ ଦିନ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ବଢିବାରେ ଲାଗିଛି ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *