ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ହୋଇଥିବା ଷଡଯନ୍ତ୍ରର ମିଳିଲା ପ୍ରମାଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୌମ୍ଯରଞ୍ଜନଙ୍କର ମୃ-ତ୍ୟୁ ଘଟିଛି । ବର୍ତ୍ତମାନ ଏକ ବଡ ଖୁ-ଲା-ସା ସାମନାକୁ ଆସିଛି ଯେଉଁଥିରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କର ହାତ ଲେଖା ଚିଠି ଜ-ବ-ତ କରା ଯାଇଛି । ଯେଉଁଥିରେ ଲେଖା ଯାଇଛି ଯେ “ଆଉ ତିନି ଦିନ କିପରି କ-ଟି-ବ ତା ପରେ ସେ ଶାନ୍ତିରେ ରହିବେ” ।

ଆଉ ଏକ ଖ-ବ-ର ମୁ-ତା-ବ-କ ଯାହା ବିଦ୍ୟାଭାରତୀଙ୍କୁ ନେଇ ଆସିଛି ତାହା ହେଉଛି ତାଙ୍କ ହାତରେ ପୋ-ଡା ଦାଗ ଥିବାର ସେ ଦେଖାଇଛନ୍ତି । ବିଦ୍ୟା ଭାରତୀଙ୍କ କହିବା ଅନୁସାରେ ସେ ନିଜ ସ୍ଵାମୀ ସୌମ୍ଯରଞ୍ଜନଙ୍କୁ ବଞ୍ଚାଇବା ସମୟରେ ତାଙ୍କର ହାତରେ ଆ-ଘା-ତ ଲାଗିଛି । ହାତରେ ଫୋ-ଟ-କା ହେବାର ମଧ୍ୟ ସେ ଜଣାଇଛନ୍ତି । କିନ୍ତୁ ଯେଉଁ ସମୟରେ ବିଦ୍ୟାଭାରତୀଙ୍କ ସ୍ଵାମୀ ସୌମ୍ଯ ହସପିଟାଲରେ ଭର୍ତ୍ତି ହୋଇଥିଲେ ସେହି ସମୟରେ ବିଦ୍ୟାଙ୍କ ହାତରେ କୌଣସି ପୋ-ଡା ଦା-ଗ ନ ଥିବାର ସି-ସି-ଟି-ଭି-ରୁ ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଯେଉଁ ସବୁ ପ୍ର-ମା-ଣ ମିଳିଛି ତାହା ଡିଏଫଓ ଓ ବିଦ୍ୟା ଭାରତୀଙ୍କ ବି-ରୁ-ଦ୍ଧ-ରେ ଯାଉଛି । ବିଦ୍ୟା ନିଜ ଡାଏରୀରେ ଯାହା ଲେଖିଛନ୍ତି ତାହା ପୁରା ମା-ମ-ଲା-କୁ ପୁରା ରହସ୍ୟମୟ କରି ଦେଇଛି । ବିଦ୍ୟା ଚିଠିରେ ଲେଖିଛନ୍ତି ଯେ “୧୨ ରୁ ୧୫ ତାରିଖ କେମିତି କ-ଟି-ବ” । ଠିକ ୧୨ ତାରିଖରେ ସୋମ୍ୟ ପୋ-ଡି ହେବାର ଅ-ଘ-ଟ-ଣ ଘଟିଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ତିନି ଦିନ ମଧ୍ୟରେ ଏମିତି କଣ ଘ-ଟି-ବା-ର ଥିଲା ଯାହା ବିଦ୍ୟା ଭାରତୀ ଆଗରୁ ଜାଣି ପାରିଥିଲେ ।

ଏସିଏଫ ସୋମ୍ୟଙ୍କ ମୃ-ତ୍ୟୁର ଗତ ୯ ଦିନ ହୋଇଥିଲେ ମଧ୍ୟ ଏ ଯାଏଁ ପ୍ରକୃତ ସତ୍ୟ କଣ ରହିଛି ତାହା ଜଣାପଡି ନାହି । ଏଥିପାଇଁ ପୋ-ଲି-ସକୁ କ୍ରା-ଇ-ମ ବ୍ରା-ଞ୍ଚ ଏହି କେ-ସ-ରେ ସହଯୋଗ କରୁଛି । କ୍ରା-ଇ-ମ-ବ୍ରା-ଞ୍ଚର ୪ ଜଣିଆ ଟିମ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେ-ଟି ଏହି ମା-ମ-ଲା ବିଷୟରେ ଆଲୋଚନା କରିଛନ୍ତି । ବିଦ୍ୟା ଓ ସୋମ୍ୟଙ୍କ ଜୀବନରେ ଡିଏସଓଙ୍କ ଏଣ୍ଟ୍ରି ପରେ ଦୁହିଙ୍କ ସ-ମ୍ପ-ର୍କ-ରେ ଫା-ଟ ସୃଷ୍ଟି ହୋଇଥିଲା ।

ବିଦ୍ୟାଙ୍କ ସହ ବିବାହ ପରେ ସୋମ୍ୟଙ୍କ ସହ ଏପରି ଘ-ଟ-ଣା ଘ-ଟି-ବ ତାହା କେବେ ତାଙ୍କ ପରିବାର ଲୋକେ ଭାବି ନ ଥିଲେ । କିନ୍ତୁ ଡିଏସଓଙ୍କ ସହ ବିଦ୍ୟାଙ୍କର ଅ-ଭି-ଯୋ-ଗ-କୁ ବିଦ୍ୟା ଭାରତୀ ଖ-ଣ୍ଡ-ନ କରିଛନ୍ତି ।

ଡିଏସଓଙ୍କୁ ଏହି ମା-ମ-ଲା-ରେ ସ-ନ୍ଦେ-ହ କରାଯାଉ ଥିଲେ ମଧ୍ୟ କଣ ପାଇଁ ପୋ-ଲି-ସ ତାଙ୍କୁ ଜେ-ରା କରି ନାହି ତାହା ବର୍ତ୍ତମାନ ପ୍ରଶ୍ନ ଉଠୁଛି । ମୋବାଇଲ କଲ ଡିଟେଲ୍ସ କେବେ ଯାଞ୍ଚ କରାଯିବା ସହ ଗୁରାଣ୍ଡି ଥା-ନା ଓଆଇସିଙ୍କୁ ପୋ-ଲି-ସ କେବେ ଜେରା କରିବ ତାହା ଏବେ ପ୍ରଶ୍ନ ଉଠୁଛି । କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅ-ଟ-କା ଯାଇଥିଲା ତାହା ଏବେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *