ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ: ଏତେ ତଦନ୍ତ ପରେ ଶେଷରେ Bidyabharati ହିଁ ହେଲା ଦୋଷୀ

ବହୁ ଚର୍ଚିତ ପାରଳାଖେମୁଣ୍ଡି ଏସିସେଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘଟଣାରେ ଆସିଛି ଏର୍କ ନୂଆ ଟ୍ଵିଷ୍ଟ । ବର୍ତ୍ତମାନ ସୂଚନା ଅନୁସାରେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲାରେ ଡିଏଫଓ ସଂଗ୍ରାମ କେସରୀ ଓ ରୋଷେୟା ମନ୍ମଥ ମିଶ୍ରଙ୍କୁ କ୍ଳିନ ଚି-ଟ ଦିଆ ଅଯାଇଛି । କିନ୍ତୁ ବିଦ୍ୟା ଭାରତୀ ସୋମ୍ୟଙ୍କ ଦେ-ହ-ରେ ନି-ଆଁ ଲାଗିବା ସମୟରେ କିଛି ନ କରି ଚୁପଚାପ ଠିଆ ହୋଇ ଦେଖୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଯି ସଂଜୀବ ପଣ୍ଡା ଖୁ-ଲା-ସା କରିଛନ୍ତି । ଏ ନେଇ ସୋମ୍ୟଙ୍କ ମା ତୁଳସୀ ମହାପାତ୍ର ରାଏ ଦେଇଛନ୍ତି ଯେ ଗତ ୩ ମାସ ହେବ କ୍ରାଇମବ୍ରାଞ୍ଚ ଏହି କେ-ସ-ର ତ-ଦ-ନ୍ତ କରୁଛି ।

ପ୍ରଥମରୁ ହିଁ ସେମାନେ କହୁଥିଲେ ଯେ ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟା ଦୋ-ଷୀ କିନ୍ତୁ ଏହି କଥା ଆଜି ଏତେ ଦିନ ପରେ ପ୍ରମାଣ ହେଲା ଯେ କେବଳ ବିଦ୍ୟା ଭାରତୀ ଦୋ-ଷୀ ବୋଲି । ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ସୋମ୍ୟଙ୍କ ମା । ଏହା ସହ ସେ କହିଛନ୍ତି ଯେ ଆଗରୁ କ୍ରା-ଇ-ମ-ବ୍ରା-ଞ୍ଚ ଉପରେ ଭରସା ନ ଥିଲା କି ଏବେ ସୁଦ୍ଧା ମଧ୍ୟ ନାହି । ବର୍ତ୍ତମାନ ବିଦ୍ୟାଙ୍କ ନାଁ ରେ ୨୮୫ ଓ ୩୦୪-A ଧାରା ଲାଗିଛି ବୋଲି ସୂଚନା ମିଳିଛି । ପାରଳାଖେମୁଣ୍ଡି ପୋ-ଲି-ସ ପାଖାପାଖି ୩୪ ଦିନ ତ-ଦ-ନ୍ତ କରିଥିଲା ସେହି ସମୟରେ ଯେଉଁ ଡିଜି ଥିଲେ ସେ ଡିଏଫଓ ଓ ରୋଷେୟାଙ୍କୁ କ୍ଳିନ ଚି-ଟ ଦେଇଥିଲେ ।

ଆଉ ଆଜି ପାଖାପାଖି ଦୁଇ ମାସର ତ-ଦ-ନ୍ତ ପରେ କ୍ରା-ଇ-ମ-ବ୍ରା-ଞ୍ଚ ମଧ୍ୟ ଡିଏଫଓ ଓ ରୋଷେୟାଙ୍କୁ କ୍ଳିନ ଚି-ଟ ଦେଇଛି । ସୋମ୍ୟଙ୍କ ପରିବାର ଲୋକେ ଯେଉଁ ଅ-ଭି-ଯୋ-ଗ କରିଥିଲେ ସେଥିରେ କିଛି ସତ୍ୟତା ରହିଛି ବୋଲି କ୍ରାଇମବ୍ରାଞ୍ଚ ଖୁ-ଲା-ସା କରିଛି । ଏଡିଯି ସଂଜୀବ ପଣ୍ଡା କହିଛନ୍ତି ଯେ ଯେଉଁ ସମୟରେ ସୋମ୍ୟଙ୍କ ଦେ-ହ-ରେ ନି-ଆଁ ଲାଗିଥିଲା ସେହି ସମୟରେ ବିଦ୍ୟା ଭାରତୀ ନି-ଆଁ ଲିଭାଇବା ପାଇଁ ଯେତିକି ଉଦ୍ୟମ କରିବା କଥା ସେତିକି କରି ନ ଥିଲେ ଯାହା ପାଇଁ ସୋମ୍ୟଙ୍କ ମୃ-ତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଦ୍ୟା ଭାରତୀଙ୍କ ବି-ରୁ-ଦ୍ଧ-ରେ କଣ ପଦକ୍ଷେପ ନିଆଯିବ ତାହା ସ୍ପଷ୍ଟ ଭାବେ ଜଣାପଡି ନାହି ।

ଆଗାମୀ ସମୟରେ ଜଣା ପଡିବ ଯେ ପୋ-ଲି-ସ ବା କ୍ରା-ଇ-ମ-ବ୍ରା-ଞ୍ଚ ବିଦ୍ୟା ଭାରତୀଙ୍କ ବି-ରୁ-ଦ୍ଧ-ରେ କେଉଁ ପଦକ୍ଷେପ ନେବ । ଅନେକ ଦିନର ତ-ଦ-ନ୍ତ ପରେ ଏହି ଘଟଣା ପୂର୍ଣ୍ଣବାର ସ୍ପଷ୍ଟ ହୋଇଛି ଯେ ବିଦ୍ୟା ଭାରତୀ ଦୋ-ଷୀ ହେବା ସହ ଡିଏଫଓ ଓ ରୋଷେୟାଙ୍କୁ କ୍ଳିନ ଚି-ଟ ଦିଆ ଯାଇଛି । ତେବେ ଆଗକୁ ଏହି ଘଟଣା କେଉଁ ମୋଡ ନେବ ତାହା ଦେଖିବାର ଅଛି । ଏହା ସହ ସୋମ୍ୟଙ୍କ ପରିବାର ଏହି ଖୁ-ଲା-ସା-କୁ ନେଇ କେତେ ସାଟିସ୍ଫାଏ ତାହା ଏବେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *