ACF ସୌମ୍ୟ ରଞ୍ଜନଙ୍କ ଡେଥ କେସର ନୂଆ ସୁରାଗ, କାହାର ଥିଲା ଅନୈତିକ ସମ୍ପର୍କ… ଖୋଲିଲା ରାଜ: ଦେଖନ୍ତୁ Video

ବନ୍ଧୁଗଣ, “ସୌମ୍ୟ ରଞ୍ଜନ ମହାପାତ୍ର” ଙ୍କୁ ପୋଡି ହୋଇ ଜୀବନ ହରାଇବା ର ପ୍ରାଏ ୧୦ ଦିନ ବିତି ଗଲାଣି । ମାତ୍ରା ଆଜି “ସୌମ୍ୟ ରଞ୍ଜନ ମହାପାତ୍ର” ଙ୍କ ପାରଳାଖମୁଣ୍ଡି ବାସ ଭବନରେ ସର୍ଜବିନ ତଦନ୍ତ ପରେ ଏହା ସ୍ପର୍ଷ୍ଟ କରିଛନ୍ତି ଦକ୍ଷିଣାଞ୍ଚଳ ଡ଼ିଆଇଜି ।

ପ୍ରାଥମିକ ତଦନ୍ତ ପରେ କ୍ରାଇମ ବ୍ରାଞ୍ଚ ଡ଼ିଏସପି ମଧ୍ୟ ଗଣ ମାଧ୍ୟମ ଆଗରେ ସେହି ଏକା ତଥ୍ୟ ରଖିଛନ୍ତି । କେବଳ ଘର କବାଟ ରେ କଳା ଦାଗ ତଥା ମଶା ନେଟ ରେ ନିଆଁ ଲାଗିବା ଯୋଗୁଁ ଚେତାରେ ରହି “ସୌମ୍ୟ ରଞ୍ଜନ ମହାପାତ୍ର” ଙ୍କ ଦେହରେ ନିଆଁ ଲାଗିଛି ନା ନିଆଁ ଲାଗିବା ସମୟରେ ସେ ଚେତାଶୁନ୍ୟ ଥିଲେ ? ଏହାକୁ ନେଇ ବର୍ତ୍ତମାନ ନୂଆ ପ୍ରଶ୍ନ ଉପୁଜିଛି । ୧୨ ତାରିଖରେ “ସୌମ୍ୟ ରଞ୍ଜନ ମହାପାତ୍ର” ପୋଡି ହୋଇଥିଲେ ୧୩ ତାରିଖରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ମାତ୍ର ଏହି ଘଟଣା ର ଦୀର୍ଘ ୧୦ ଦିନ ପରେ ACF ଙ୍କ ବାସ ଭବନରେ ତଦନ୍ତକାରୀ ଟିମ ସୁରାଗ ଖୋଜିବାରେ ଲାଗିଛନ୍ତି । ସାକାଳେ କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ କରିଥିଲେ । ଏହାପରେ ଅପରାହ୍ନ ରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ସହିତ ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ ସର୍ଜମିମ ତଦନ୍ତ ଚାଲିଥିଲା । ଅନୁସନ୍ଧାନ ରୁ ଉଭୟ କହିଥିଲେ ଯେ, ସୌମ୍ୟ ଙ୍କ ଶରୀରରେ ତାଙ୍କ ସରକାରୀ ବାସ ଭବନ ରୁ ନିଆଁ ଲାଗିଥିଲା ।

ସୂଚନା ଯୋଗ୍ୟ ପାଖାପାଖି ୮ ଫୁଟ ଅଥବା ୧୦ ଫୁଟ ର ଏହି ଗୃହ ରୁ ସୌମ୍ୟ ଙ୍କୁ ଗୁରୁତ୍ଵର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତଦନ୍ତ ରୁ ଏହା ନିର୍ଦ୍ଧାରିତ ହୋଇଅଛି ଯେ, ଘର କବାଟ ରେ ପୋଡା ଦାଗ ରହିଛି ଏବଂ ମଶାନେଟ ରେ ମଧ୍ୟ ନିଆଁ ଲାଗି ତାହା ମେଲ୍ଟ ହୋଇଯାଇଛି । ମାତ୍ର ଘରର ଅନ୍ୟ ସବୁ ଆସବାବ ଜିନିଷ ସଠିକ ଅଛି । ଘଟଣା ଦିନ “ସୌମ୍ୟ ରଞ୍ଜନ ମହାପାତ୍ର” ଙ୍କ ଘରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଥିଲେ ଏବଂ ତାଙ୍କ ରୋଷେୟା ମଧ୍ୟ ଥିଲେ ।

ମାତ୍ର ଏଭଳି ସ୍ଥିତି ରେ ଜଣେ ସୁସ୍ଥ ତଥା ଚେତନାଯୁକ୍ତ ବ୍ୟକ୍ତି ୮୦ ପ୍ରତିଶତ ପୋଡିବା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟ ଙ୍କ ଓକିଲ । ଏହି ସବୁ ଘଟଣା କୁ ଆଧାର କରି ସୌମ୍ୟ ଙ୍କ ବଡ ଭାଇ ତାଙ୍କୁ ପୋଡି ମା-ରି ଦିଆ ଯାଇଅଛି ବୋଲି ଅ-ଭି-ଯୋ-ଗ କରିଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ତଦନ୍ତକାରୀ ଆଇନଜୀବୀ ଙ୍କ ମତରେ ସୌମ୍ୟ ଙ୍କୁ ବାହାରେ ପୋଡି ମା-ରି ଦିଆଯାଇଅଛି । ଏବଂ ପରେ ତାଙ୍କୁ ଘର ଭିତରକୁ ଅଣାଯାଇଅଛି । ଡିଆଇଜି ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ରେ ଯେଉଁ ମାନେ ନଜରକୁ ଆସୁଛନ୍ତି ସେ ସମସ୍ତଙ୍କୁ ଜେରା କରାଯିବ ।

ସୌମ୍ୟଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି ଯେ ସୌମ୍ୟ ଙ୍କ ପତ୍ନୀ ତାଙ୍କ ରୋଷେୟା ଏବଂ DFO ସଂପୂର୍ଣ୍ଣ ରୂପେ ଦାୟୀ ଅଟନ୍ତି । ସମସ୍ତଙ୍କୁ ଧରି ଜେରା କରିଲେ ସତ୍ୟତା ସାମ୍ନା କୁ ଆସିବ । ବିଅଭ୍ର ବର୍ଷେ ନ ପୁରୁଣୁ କାହାର ଥିଲା ଅନେଇତିକ ସମ୍ପର୍କ । ସୌମ୍ଯଙ୍କ ପରିବାର ଲୋକ ବିଦ୍ୟାଙ୍କୁ ଦାୟୀ କରିଛନ୍ତି ଯେ ତାଙ୍କର DFOଙ୍କ ସହ ଥିଲା ସମ୍ପର୍କ । ବନ୍ଧୁଗଣ ଏହି ରହସ୍ୟ ମୟ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *