୯୯ % ଲୋକ ଜାଣି ନାହାନ୍ତି କି, ଅଧ ଚାମଚ କଳାଜିରା ଦ୍ଵାରା ଦୂର ହେବ ୧୮ଟି ରୋଗ- Health Tips

ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ସେଥିରେ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ । କେବଳ ୨ ମିନିଟରେ ଏହି ଘରୋଇ ଉପଚାର ତିଆରି ହୋଇଯିବ । ଏହି ଘରୋଇ ଉପଚାର ଆପଣଙ୍କର ଅଣ୍ଟା ବ୍ୟଥା, ପିଠି ବ୍ୟଥା ଓ ଗଣ୍ଠି ବ୍ୟଥାକୁ ଦୂର କରିବ । ବ୍ଲଡ ପ୍ରେସର, ମଧୁମେହ ଓ ସୁଗାରକୁ ବି କଣ୍ଟ୍ରୋଲରେ ରଖିବ । ଶିରାରେ ହେଉଥିବା ବ୍ଲକେଜ ଓ କଲୋଷ୍ଟ୍ରଳକୁ କମ କରିବାରେ ବି ସାହାର୍ଯ୍ୟ କରିବ ।

ବେଳେ ବେଳେ ୭ – ୮ ଘଣ୍ଟା ଶୋଇବା ପରେ ବି ଆପଣଙ୍କୁ ନିଦ ଆସୁଛି, ଅଳସୁଆ ଲାଗୁଛି ଓ କ୍ଳାନ୍ତ ଅନୁଭବ ହେଉଛି ତେବେ ସକାଳୁ ସକାଳୁ ଚା ପିଇବା ପରିବେର୍ତ୍ତେ କଳା ଜିରାର ଚା ପିଇବା ଉଚିତ । ଏହା ଶରୀରର ବାଧା ଓ ଆଣ୍ଠୁ ବ୍ୟଥାକୁ ବି ଦୂର କରିଥାଏ ।

ଯଦି ଆପଣଙ୍କୁ ଚାଲିବାରେ ଅସୁବିଧା ହେଉଛି, ସିଢି ଚଢିବାକୁ ଅସୁବିଧା ହେଉଛି, ରାତିରେ ଶୋଇବା ସମୟରେ ଗୋଡରେ ବ୍ୟଥା ହେଉଛି, ଅଣ୍ଟାରେ ବ୍ୟଥା ହେଉଛି ତେବେ କଳା ଜିରାର ତେଲ ଦ୍ଵାରା ଶରୀରର ଏହି ସମସ୍ତ ଅଂସକୁ ମାଲିସ କରି ପାରିବେ । କଳା ଜିରାର ତେଲ ତିଆରି କରିବା ପାଇଁ ଗୋଟିଏ ଚାମଚ ସୋରିଷ ତେଲ ନିଅନ୍ତୁ କିମ୍ବା ରାଶି ତେଲ ନିଅନ୍ତୁ ଓ ଏଥିରେ ଦୁଇ ଚାମଚ କଳା ଜିରା ତେଲ ମିଶାନ୍ତୁ । ଏହାକୁ ମିକ୍ସ କରି ଅଳ୍ପ ଗରମ କରି ଦିଅନ୍ତୁ ।

ଏହି ତେଲକୁ ନିଜର ଗୋଡ ଓ ଅନ୍ୟ ଅଂସ ଗୁଡିକରେ ଧୀରେ ଧୀରେ ମାଲିସ କରନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ କରିବା ଦ୍ଵାରା ଆପଣଙ୍କ ହାଡ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଯଦି ଆପଣ କଳା ଜିରାର ଚା ପିକୁଛନ୍ତି ତେବେ ଆପଣଙ୍କୁ ଆରମ ଲାଗିବ । କ୍ଳାନ୍ତ ଓ କମଜୋରି ଓ ଅଳସୁଆ ପଣ ଦୂର ହେବ । ଯଦି ଆପଣଙ୍କୁ ଆସଥ୍ମାର ସମସ୍ୟା ଅଛି ତାହା ବି ଦୂର ହୋଇଯିବ । ହାଇ ବ୍ଲଡ ପ୍ରେସର ରହୁଛି, ଡାଇବେଟିସ ଅଛି, ସୁଗାର ବଢି ରହୁଛି ତେବେ ସେମାନଙ୍କ ପାଇଁ ଏହା ରାମବାଣ କାମ କରିଥାଏ ।

କଳା ଜିରାର ଚା ପିଇବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ସଂଚାର ଭଲ ଭାବରେ ହୋଇଯିବ । ରକ୍ତ ସଂଚାର ହେଲେ ଚେହେରାରେ ସବୁବେଳେ ଗ୍ଲୋ ରହିବ ଓ କେସ ମଧ୍ୟ ଝଡିବା ବନ୍ଦ ହୋଇଯିବ । ଆପଣଙ୍କୁ ଶରୀରରେ କ୍ୟାନ୍ସର ସେଲ୍ସକୁ ବି ନଷ୍ଟ କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା କଳା ଜିରାର ଚା କେମିତି ପ୍ରସ୍ତୁତ କରିବେ । ଆପଣ ପ୍ରଥମେ ଅଧ ଚାମଚ କଳା ଜିରାକୁ ନେଇ ରାତିସାରା ପାଣିରେ ରଖି ଦିଅନ୍ତୁ ।

ଏହାକୁ ଆପଣ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ବି ରଖି ପାରିବେ । ଆପଣ ଏହି କଳା ଜିରା ସହ ପାଣିକୁ ୨ ମିନିଟ ପର୍ଯ୍ୟନ୍ତ ସ୍ଲୋ ଗ୍ୟାସରେ ଗରମ କରି ନିଅନ୍ତୁ । ଡାଇବେଟିସ ରୋଗୀ ଚାରେ ମହୁ ମିଶାନ୍ତୁ ନାହିଁ । ଏହାକୁ ଛାଣି ଏହି ଚାରେ ମହୁ ମିଶାନ୍ତୁ ଓ ଏହାକୁ ଆପଣ ସକାଳେ କିମ୍ବା ସନ୍ଧ୍ୟା ସମୟରେ ବି ପିଇଇ ପାରିବେ ।

Leave a Reply

Your email address will not be published. Required fields are marked *