ଆସିଲା ନୂଆ ନିୟମ! ଆଧାର ନିୟମ ଭାଙ୍ଗିଲେ 1 କୋଟି ଫାଇନ…

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଆଧାର କାର୍ଡ ର ଦୁରୂପୋଯୋଗ କରିବା ସହ ଏହାର ନିୟମ ଉ-ଲଂ-ଘ-ନ କରୁଛନ୍ତି କି ? ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କୁ ଦେବାକୁ ପଡି ୧ କୋଟି ଯାଏଁ ଜୋ-ରି-ମା-ନା । ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । କିନ୍ତୁ ଏହି ନିସ୍ପତି କୁ ସାଧାରଣ ଲୋକ ମାନେ ଚ୍ୟାଲେଞ୍ଜ କରି ପାରିବେ ବୋଲି କୁହା ଯାଉଛି । ନିୟମ ଅନୁସାରେ ଆଧାର ଆଇନର ନିୟମ ଉ-ଲଂ-ଘ-ନ କ୍ଷେତ୍ର ରେ ଭାରତୀୟ ଏକକ ପରିଚୟ ପ୍ରାଧିକରଣ UIDAI କୁ ଜୋରିମାନା ଲଗାଇବାର ଅଧିକାର ମିଳିଛି ।

UIDAI ଏ ନେଇ ଜେଣ ଅଧିକାରିଙ୍କୁ ନିଯୁକ୍ତି କରିବ ଯିଏ କି ଜୋରିମାନା ଟଙ୍କା କାହାକୁ କେତେ କରାଯିବ ତାହା ନିସ୍ପତି ନେବେ । କେନ୍ଦ୍ର ସରକାର ପୂର୍ବରୁ ଏ ନେଇ ନିସ୍ପତି ନେଇଥିଲେ ମଧ୍ୟ କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇ ନ ଥିଲା । କିନ୍ତୁ ବର୍ତ୍ତମାନ ୨୦୨୧ ଜୋ-ରି-ମା-ନା ଅଧିନିୟମ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଗତ ୨ ତାରିଖରୁ କେନ୍ଦ୍ର ସରକାର ପକ୍ଷ ରୁ ଏହି ନିୟମର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଆଧାର ସମ୍ପର୍କ ରେ କିଛି ଭୁଲ କାମ କରନ୍ତି ବା ତାହାର ଦୁରୂପୋଯୋଗ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ।

କିନ୍ତୁ ଆପଣଙ୍କୁ ସେହି ସଂସ୍ଥା ବା ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଥିବା ସବୁ ଅ-ଭି-ଯୋ-ଗର ପ୍ରମାଣ ଦେବାକୁ ପଡିବ । ଯେଉଁମାନେ ଆଇନର ଉଲଂଘନ କରୁଛନ୍ତି ସେମାନଙ୍କ ଉପରେ ୧କୋଟି ଟଙ୍କାର ଜୋ-ରି-ମା-ନା ଲାଗୁ ହେବ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ନିସ୍ପତି ଅନୁଯାୟୀ ଆଧାରକୁ ପରିଚୟ ଭାବେ ଗ୍ରହଣ କରା ଯାଇଛି । ଅନ୍ୟ ପଟେ ଆଧାର କାର୍ଡକୁ ନେଇ ଅନେକ ଅ-ଭି-ଯୋ-ଗ ମଧ୍ୟ ଆସିଥାଏ । ବିଭିନ୍ନ ଲୋକଙ୍କ ବିନା ଅନୁମତିରେ ସେମାନଙ୍କ ନାମରେ ଥିବା ଆଧାର କାର୍ଡକୁ ନେଇ ଅନ୍ୟ କେହି ବ୍ୟବହାର କରିଥିବା ଖବର ମଧ୍ୟ ସାମନାକୁ ଆସୁଛି ।

ତେଣୁ ସ୍ଥିତିକୁ ନଜର ରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷ ରୁ ନିସ୍ପତି ନିଆ ଯାଇଛି । ଆଧାର ଅଧିନିୟମ ଅଧୀନରେ ବର୍ତ୍ତମାନ ଯାଏଁ ଆଧାର ଏକକ ସିଷ୍ଟମ ରେ ଆଇନ ଉ-ଲଂ-ଘ-ନ-କା-ରୀ ସଂସ୍ଥା ଗୁଡିକ ବିରୁଦ୍ଧରେ ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠାନ ନେବା ପାଇଁ UIDAI ନିକଟରେ କ୍ଷମତା ନ ଥିଲା । ୨୦୧୯ରେ ପାରିତ ଆଇନ ନିଯୁକ୍ତି ରେ ଦର୍ଶା ଯାଇଥିଲା ମଧ୍ୟ ଏବେ ପୁଣି ଥରେ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଫୋନ ନମ୍ବର ଠାରୁ ଆରମ୍ଭ କରି ଗ୍ଯାସ ସଂଯୋଗ, ପ୍ୟାନ କାର୍ଡ ଠାରୁ ଆରମ୍ଭ କରି ବ୍ଯାଙ୍କ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ କରା ଯାଇଛି ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *