ଆଫଗାନ ମାଟିରେ ରିଅଲ ହୀରୋ, ପୁରା ବିଶ୍ବରେ ଏବେ ଚର୍ଚ୍ଚାରେ ଆଫଗାନ ଉପ ରାଷ୍ଟ୍ରପତି Amrullah Saleh ଙ୍କ ଚିଠି, ଲେଖିଲେ କିଛି ଏମିତି କି ହେଉଛି ଖୁବ ପ୍ରଶଂସା, ଦେଖନ୍ତୁ Video

ଆଫିଗାନିସ୍ତାନରେ ତାଲିବାନର ଦ-ଖ-ଲ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନୀଙ୍କ ସହ ଦେଶର ଅନ୍ୟ ସମସ୍ତ ନେତା ନିଜର ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଅନ୍ୟତ୍ର ସ୍ଥାନକୁ ପଳାୟନ କରିଛନ୍ତି । କିନ୍ତୁ ଏବେ ବି ଆଫିଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମୃଲ୍ଲାହ ସାଲେହ ନିଜ ଦେଶ ମାଟିରେ ଅଛନ୍ତି । ଅଗଷ୍ଟ ୧୫ରେ ତାଲିବାନ ପୁରା ଆଫିଗାନିସ୍ତାନକୁ ନିଜ ଆୟତକୁ ଆଣିଥିଲା । ସବୁ ନେତା ନିଜ ଦେଶ କଥା ନ ଚିନ୍ତା କରି ନିଜର ସ୍ଵାର୍ଥ ଓ ଜୀବନ ପ୍ରତି ଭ-ୟ କାରଣରୁ ଦେଶ ଛାଡି ଚାଲିଗଲେ ।

କିନ୍ତୁ ଆଜି ବି ଦେଶରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଦେଶକୁ ତାଲିବାନଙ୍କ ଠାରୁ ପୁଣି ଥରେ ହାସଲ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଫିଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅମୃଲ୍ଲାହ ସାଲେହ ।

ତାଲିବାନ କାବୁଲକୁ ଦା-ଖ-ଲ କରିବା ସତ୍ବେ ବି ଅନ୍ୟ ନେତାଙ୍କ ଭଳି ଅମୃଲ୍ଲାହ ସାଲେହ ଦେଶ ଛାଡି ଚାଲି ଯାଇ ନ ଥିଲେ । ସେ ପଞ୍ଚଶିରର ନର୍ଥେନ ଏଲୟାଂସରେ ଯୋଗ ଦେଇ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କହିଦେଉଛୁ କି ତାଲିବାନ କାବୁଲ ଦଖଲ କରିବାର କିଛି ସମୟ ପୂର୍ବର କିଛି ଦୃଶ୍ୟ ବିଷୟରେ ଅମୃଲ୍ଲାହ ସାଲେହ ଲେଖିଥିଲେ । ଯାହାକି ବ୍ରିଟିଶ ଖବର କାଗଜରେ ପ୍ରକାଶ ପାଇବା ପରେ ଏହାକୁ ନେଇ ପୁରା ବିଶ୍ଵରେ ବର୍ତ୍ତମାନ ଚର୍ଚା ଆରମ୍ଭ ହୋଇ ଯାଇଛି ।

ଅମୃଲ୍ଲାହ ସାଲେହ ଲେଖିଥିଲେ କି ତାଲିବାନ କାବୁଲକୁ ଦଖଲ କରିବା ପୂର୍ବରୁ କାବୁଲର ଜଣେ ପୋ-ଲି-ସ ଅଧିକାରୀ ତାଙ୍କୁ ଫୋନ କରି ଏହା ବିଷୟରେ ଜଣାଇ ଥିଲେ ଓ ମୁଁ ତାଙ୍କୁ କହିଥିଲି ତୁମେ ସବୁ ନିଜ ପାଖରେ ଥିବା ସାଧନ ଦ୍ଵାରା ତାଲିବାନର ସାମ୍ନା କର । କିନ୍ତୁ ତାଲିବାନ ଆଗରେ କାବୁଲ ପୋ-ଲି-ସ ହା-ରି ଯାଇଥିଲା । ଏହା ପରେ ମୁଁ ସଙ୍ଗେ ପଞ୍ଚଶିର ମୁଖ୍ୟ ଅହମ୍ମଦ ମାସୁଦଙ୍କୁ ଯୋଗାଯୋଗ କରିଥିଲି । ସେ କହିଲେ କି ତାଙ୍କ ସହ ଯୋଗାଯୋଗ କରି ତାଲିବାନ ବି-ରୁ-ଦ୍ଧ-ରେ ଳ-ଢ-ନ୍ତୁ ।

ମୁଁ ସଙ୍ଗେ ସଙ୍ଗେ କାବୁଲରେ ଥିବା ନିଜ ଘରକୁ ଯାଇ ନିଜ ଘରେ ଥିବା ସମସ୍ତ ଫଟୋକୁ ଜାଲି ଦେଇଥିଲି । କିଛି ଗୁରୁତ୍ଵ ପୂର୍ଣ କାଗଜ ଓ କମ୍ପ୍ୟୁଟରକୁ ମୁଁ ସାଥିରେ ନେଇ ବାହାରି ଯାଇଥିଲି । ଯିବା ସମୟରେ ମୁଁ ନିଜର ବିଶ୍ଵସ୍ତ ଚି-ଫ -ଗା-ର୍ଡଙ୍କୁ କହିଲି କି ମୁଁ ପଞ୍ଚଶିର ଯାଉଛି ଓ ସେଠି ଆମେ ମିଳିମିଶି ଲ-ଢି-ବା । କୋରାନ ଉପରେ ହାତ ରଖି କୁହ ଯଦି ମୁଁ କେବେ ଆ-ହା-ତ ହୋଇଯାଏ ତେବେ ମୁଁ ମୁ-ଣ୍ଡ-କୁ ଦୁଇଟି ଗୁ-ଳି ଚ-ଳା-ଇ-ବ । ମୁଁ ମ-ରି-ଯି-ବି ପଛେ କିନ୍ତୁ ତାଲିବାନ ଆଗରେ ମୁ-ଣ୍ଡ ତଳକୁ କରିବି ନାହିଁ ।

ଏତିକି କହି ସେ ପଞ୍ଚଶିରକୁ ବାହାରି ଯାଇ ଥିଲେ । ଯିବା ସମୟରେ ରାସ୍ତାରେ ତାଙ୍କ ଉପରେ ଦୁଇ ଥର ଆ-କ୍ର-ମ-ଣ ମଧ୍ୟ ହୋଇଥିଲା । କିନ୍ତୁ ସେ ଅଳ୍ପକେ ବ-ଞ୍ଚି ଯାଇଥିଲେ । ସ୍ଥାନୀୟ ମି-ଡି-ଆ ରିପୋର୍ଟରଙ୍କ ଅନୁସାରେ ତାଲିବାନ ପଞ୍ଚଶିର ଦଖଲ କରିଛନ୍ତି ବୋଲି କହୁଛନ୍ତି । କିନ୍ତୁ ଏବେ ବି ମାସୁଦ ଓ ସାଲେହ ଏହାକୁ ମିଛ ବୋଲି କହୁଛନ୍ତି । ବର୍ତ୍ତମାନ ଗ-ରି-ଲା ଯୁ-ଧ୍ୟ ପାଇଁ ଏହି ଦୁଇ ଯୋ-ଧ୍ୟା ଡା-କ-ରା ଦେଇଛନ୍ତି । ସାଲେହଙ୍କ ଏହିଭଳି କାର୍ଯ୍ୟ କଳାପ ଓ ବ-ୟା-ନ ଯୋଗୁ ବର୍ତ୍ତମାନ ସେ ଆଫଗାନିସ୍ତାନର ହି-ରୋ ହୋଇ ଯାଇଛନ୍ତି । ଏହା ସହିତ ପୁରା ବିଶ୍ଵ ବି ତାଙ୍କୁ ସଲାମ କରୁଛି ।

Leave a Reply

Your email address will not be published. Required fields are marked *