ଆଗାମୀ ୨୫ ବର୍ଷ ଏହି ୬ ଟି ରାଶିଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ବର୍ଷିବ, ହେବ ଧନବର୍ଷା

ଆପଣ ମାନେ ଶନି ଦେବଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଛନ୍ତି ସେ ଏମିତି ଜଣେ ଭଗବାନ ଯାହାଙ୍କୁ ସମସ୍ତେ ଡରନ୍ତି । ଶନି ଦେବ ଯାହା ଉପରେ କ୍ରୋଧିତ ହୋଇଥାନ୍ତି ତାଙ୍କର ସବୁକିଛି ନଷ୍ଟ ହୋଇଯାଏ । ଶନି ଦେବଙ୍କୁ ନ୍ୟାୟ ଦେବତା କୁହାଯାଏ ଶନି ଦେବ ଚାହିଁଲେ ସବୁ କିଛି କରି ପାରନ୍ତି କିନ୍ତୁ ସେ କେବଳ ଦୋଷୀ ମାନଙ୍କୁ ଦଣ୍ଡ ଦେଇଥାନ୍ତି । ଆଜି ଆମେ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ମୁଣ୍ଡ ଉପରେ ଶନି ଦେବଙ୍କ ହାତ ଅଛି ।

ବୃଷ ରାଶି ଓ ସିଂହ ରାଶି :

ଏହି ଦୁଇଟି ରାଶିଙ୍କ ଉପରେ ଭଗବାନ ଶନି ଦେବ ବହୁତ୍ ପ୍ରସନ୍ନ ଅଛନ୍ତି ଓ ତାଙ୍କ ଜୀବନରେ ବହୁତ୍ କିଛି ଭଲ ହବାକୁ ଯାଇଛି । ଆପଣଙ୍କୁ ଦରିଦ୍ର ଲୋକଙ୍କ ସାହାଯ୍ୟ କରିବା ଉଚିତ୍, ଏହା ଛଡ଼ା ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ ଆପଣ କିଛି ଧାର୍ମିକ ସ୍ଥାନ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ନିଜ ଠାରୁ ଅଧିକ ନିଜ ପରିବାର ଲୋକଙ୍କ ଧ୍ୟାନ ରଖିବା ଆବଶ୍ୟକ ଅଟେ ।

କୁମ୍ଭ ଓ ତୁଳା ରାଶି :

ଏହି ରାଶି ମାନଙ୍କ ଜୀବନରେ ଏମିତି ପରିସ୍ଥିତି ଆସିଛି ଯାହା ଆପଣଙ୍କ ପାଇଁ ବହୁତ୍ ଭଲ ଅଟେ । ଆପଣଙ୍କୁ ନିଜ ଜୀବନରେ ଅନ୍ୟ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ତେବେ ଏହା କରିବା ଦ୍ବାରା ଭଗବାନ ଶନି ଦେବ ଆପଣଙ୍କ ଉପରେ ବିଶେଷ କୃପା କରନ୍ତି । ଆପଣଙ୍କୁ ନିର୍ଦ୍ଧନ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ ।

ମିଥୁନ ଓ କନ୍ୟା ରାଶି :

ଏହି ରାଶି ଲୋକଙ୍କ ପାଖରେ ବହୁତ୍ ଶିଘ୍ର ବହୁତ୍ ଧନ ଆସିବାକୁ ଯାଉଛି । ଏହି ରାଶି ଲୋକଙ୍କ ଜିବନ ମାଲା ମାଲ ହବାକୁ ଯାଇଛି ଆପଣଙ୍କ ଜିବନ ବହୁତ୍ ସୁଖମୟ ହବ । ଜୀବନରେ କେବେ କାହାକୁ କଷ୍ଟ ଦେଲା ଭଳି କାମ କରନ୍ତୁ ନାହିଁ ଜୀବନରେ ଯାହା ପାଇଛନ୍ତି ତାକୁ ନେଇ ଖୁସିରେ ରୁହନ୍ତୁ କେବେ କାହାକୁ ଦୁଃଖ ଦେଲା ଭଳି କାମ କରନ୍ତୁ ନାହିଁ ନଚେତ୍ ଶନି ଦେବ କୃପା କରିବା ବଦଳରେ ରାଗି ଯାଇ ପାରନ୍ତି ।

ଏହି ରାଶି ମାନଙ୍କ ସମ୍ପର୍କ ଆହୁରି ଗଭୀର ହବ ଏହା ଛଡ଼ା ଜୀବନରେ ଆପଣଙ୍କୁ ଯାହା ପସନ୍ଦ ତାହା ନକରି ଯାହା ଆବଶ୍ୟକ କଲେ ଆପଣଙ୍କୁ ଅଧିକ ଲାଭ ହୋଇଥାଏ । ଶନି ଦେବଙ୍କ କୃପା ପାଇବାକୁ ହେଲେ ଆପଣଙ୍କୁ ଶନିବାର ଦିନ ଶନି ମନ୍ଦିର ଯାଇ ସେଠି ସୋରିଷ ଦୀପ ଲଗାଇବାକୁ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *