ଦର୍ଶକ ବନ୍ଧୁ ଆଜିର ସମୟରେ ପ୍ରେମକୁ ନେଇ ଅନେକ ଘଟଣା ସୋସିଆଲ ମିଡିଆରେ ସାନା କୁ ଆସିଛୁ । ତେବେ ଏ ନେଇ ଅନେକ ନିଜର ମତ ରଖିଛନ୍ତି । ତେବେ ଏହି ବାବଦରେ ଜଣେ ବ୍ୟକ୍ତି ନିଜର ବୟାନ ଗଣମାଧ୍ୟମ କୁ ଦେଇ କହିଛନ୍ତି କି “ଆଗରୁ ପ୍ରେମର ଢଙ୍ଗ ନିଆରା ଥିଲା କାରଣ ମୁଁ ଯେବେ ଛୋଟ ଥିଲି ସେତେବେଳେ ମୋ ବଡ ଭାଇ ମାନେ ବାହା ହୋଇ ସାରିଥିଲେ । ସେମାନେ ଯେବେ ରେମ କରୁଥିଲେ ସେତେବେଳେ ନିଆରା ଥିଲା । କାରଣ ସେତେବେଳେ ଚିଠି ଦିଆନିଆ ହେଉଥିଲା ।
ଯୁଗ ଏତେ ବିକାଶ ହୋଇ ନ ଥିଲା କି ଡିଜିଟାଲ ହୋଇ ନ ଥିଲା । ବେଳେବେଳେ ବଡ ଭାଇ ମାନେ ଯେଉଁ ଚିଠି ଦିଅନ୍ତି ଆଉ ସେଥିରେ ଯେଉଁ ଓଡିଆ ଶବ୍ଦ ଲେଖାଥାଏ ସେହି ଶବ୍ଦରେ ପ୍ରେମ ଥିଲା । ଆଗରୁ ଚୁଡିଦାର ଓନି କୁ ଲୋକେ ପସନ୍ଦ କରୁଥିଲେ କିନ୍ତୁ ଆଜିକାଲି ସେ ସବୁ ନାହି ପାଟିରେ ଧରି ହେବ ନାହି । ଆଜିକାଲି ଯାହା ପିନ୍ଧୁଛନ୍ତି ତାହାର ପ୍ରତିବାଦ କରିଲେ କହୁଛନ୍ତି ଏଟା ଫ୍ୟାସନ ନିଜର ଚିନ୍ତାଧାରା ବଦଳା । ଆଜିକାଲିର ପ୍ରେମ ହେଲା କମନ ଇସୁ ହେଉଛି ସେକ୍ସ ।
କାରଣ ଯେବେ ପୁଅ ଝିଅ ରିଲେସନରେ ରହୁଛନ୍ତି ତାହା ପରେ ଶାରୀରିକ ସମ୍ପର୍କ ରଖୁଛନ୍ତି । ପ୍ରେମ ଯେବେ ଦୁଇ ଚାରି ମାସ ହୋଇଯାଉଛି ଦୁହିଙ୍କର ମନ ଭାରି ଯାଉଛି ଆଉ ଦୁହେଁ ପରସ୍ପରକୁ ଛାଡି ଦେଉଛନ୍ତି । ଏଟା ହେବା ଆଜିର ଦୁନିଆରେ ଯୁକ୍ତିଯୁକ୍ତ । ଏଠାରେ ଭାଲ ପାଇବା ନାହି ସ୍ଵାର୍ଥ ରହିଛି । ଯଦି ଜଣଙ୍କୁ ଭଲ ପାଉଛ ତେବେ ନିଜ ପସନ୍ଦ ସହ ତା ପସନ୍ଦ କୁ ମଧ୍ୟଦେଖିବାକୁ ପଡିବ । ଏଠାରେ ଆଜିକାଲି ପୁଅ ଝିଅ ସମାନ ହୋଇଗଲେଣି କାରଣ ଦୁହେଁ ନିଜର ଫୁଲ ଫିଲକୁ ଆଗ ଦେଖୁଛନ୍ତି । ପ୍ରେମ ଆଉ ନାହି ।
ପୂର୍ବରୁ ଏମିତି ପ୍ରେମ ଦମ୍ପତି ଅଛନ୍ତି ଯେଉଁ ମାନେ ପ୍ରେମ କରି ବିବାହ କରିଛନ୍ତି ଆଉ ଖୁସିରେ ମଧ୍ୟ ରହୁଛନ୍ତି । ସ୍ଵାର୍ଥ ପୂରଣ ହେଲା ପରେ ମନ ଛାଡି ଯାଏ ଏହା ହେଉଛି ନିରାଟ ସତ କଥା । ଆଜିକାଲି ଏହା ଗୋଟେ ଫ୍ୟାସନ ହୋଇ ଗଲାଣି ପୁଅ ଝିଅଙ୍କ ମଧ୍ୟରେ । ଆଜିକାଲି କସ୍ଟ୍ଯୁମ କେମିତି ପିନ୍ଧୁ ଛନ୍ତି କିଭଳି ବ୍ୟବହାର ହେଉଛି । ଯଦି କାହାକୁ ଭଲ ପାଉଛ ହୃଦୟରୁ ଭଲ ପାଅ ସାର୍ଥ ରଖ ନାହି ମନରେ । ତା ହେଲେ ଭଲ ହେବେ ।
ଆଜିକାଲି କମନ ଇସୁ ଚାଲିଛି କିଏ କାହା ଦୂଆରେ ବସୁଛି କିଏ ପ୍ରେମିକା କୁ ଛାଡି ଦେଉଛି । ତେଣୁ କରି ଯଦି ପ୍ରେମ କର ହୃଦୟରୁ କର ସ୍ଵାର୍ଥ ରଖିକି ନୁହେଁ । କେମିତି ପ୍ରେମ ସହ ସାରା ଜୀବନ ବିତାଇବା ଉଚିତ ତାହା ଚିନ୍ତା କରିବା ଦରକାର” । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।