Special Report: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା, ଆଗକୁ ପାଣିରେ ଚାଲିବ Car! କଣ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଅମା ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ସିଂ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଆଗକୁ ପେଟ୍ରୋଲ ଓ ଡିଜେଲ ଦର ରୁ ମିଳିବ ମୁକ୍ତି । କାରଣ ଆଗକୁ ପାଣି ସାହାଜ୍ଯରେ ଗାଡି ଚାଲିବ ଯାହା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଭାରତର ଶକ୍ତି ପର୍ଜ୍ୟତତା ଓ ଆବଶ୍ୟକତା କୁ ପୂରଣ କରିବା ପାଇଁ ଅଗଷ୍ଟ ୧୫ ରେ ମୋଦୀ ଜାତୀୟ ହାଇଡ୍ରୋଜେନ ମିସନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ସ୍ଵାଧୀନତା ଦିବସରେ ପ୍ରାଧାନ ମନ୍ତ୍ରୀ ମୋଦୀ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ଓ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ଵସ୍ତରୀୟ ହବରେ ପରିଣୀତ କରିବାକୁ ଯୋଜନା କରା ଯାଉଛି । ଏହା ଛଡା ମୋଦୀ କହିଛନ୍ତି ଯେ ଗ୍ରୀନ ହାଇଡ୍ରୋଜେନ ମିସନ ଏକ ଲମ୍ପ ନେବାରେ ସାହାଜ୍ୟ କରିବ ।

ସ୍ଵାଧୀନତା ର ୧୦୦ ବର୍ଷ ହେବା ପୂର୍ବ ରୁ ରାଷ୍ଟ୍ର କୁ ଅଗ୍ରସର କରିବା ପାଇଁ ନିଷ୍ପତି ନେବାକୁ ପଡିବ ବୋଲି ମୋଦୀ କହିଛନ୍ତି । ଏହା ଛଡା ଦେଶରେ ରୋଜଗାର ବୃଦ୍ଧି କରିବା ପାଇଁ ଖୁବ ଜଲ୍ଦି ଗତିଶକ୍ତିର ଆରମ୍ଭ କରାଯିବ । ବର୍ତ୍ତମାନ ଆମ ଦେଶରେ ହାଇଡ୍ରୋଜେନ ଗ୍ଯାସ ତିଆରି ପାଇଁ ଦୁଇ ପ୍ରକାର ର ଟେକ୍ନୋଲୋଜି ବ୍ୟବହାର କରା ଯାଉଛି । ଏହି ପଦ୍ଧତି ମଧ୍ୟ ରୁ ଗୋଟିଏରେ ହାଇଡ୍ରୋଜେନ ଜଳର ଇଲୋକଟ୍ରୋ ଲାଇସେନ୍ସ ଦ୍ଵାରା ପୃଥକ ହୋଇଥାଏ । ଏହାର ଅର୍ଥ ହେଉଛି କାର ଗୁଡିକ ଜଳ ଦ୍ଵାରା ହାଇଡ୍ରୋଜେନ ସାହାଯ୍ୟରେ ଚାଲିବାକୁ ସକ୍ଷମ ହେବ ।

ଏହି ପଦ୍ଧତି ସେହି କାର ଗୁଡିକ ପାଇଁ ସମବାବ ହେବ ଯାହା ହାଇଡ୍ରୋଜେନ ଇନ୍ଧନକୁ ସପୋର୍ଟ କରିବ । ଅନ୍ୟ ଏକ ଉପାୟରେ ପ୍ରାକୃତିକ ଗ୍ଯାସ କୁ ହାଇଡ୍ରୋଜେନ ଓ କାର୍ବନ ରେ ବିଭକ୍ତ କରା ଯାଇଥାଏ । ଏଥିରୁ ଉତ୍ପାଦିତ ହାଇଡ୍ରୋଜେନ କୁ ଇନ୍ଧନ ଆକାରରେ ବ୍ୟବହାର କରା ଯାଇଥାଏ ।

ଯଦି ପ୍ରଧନା ମନ୍ତ୍ରୀ ନରେଦ୍ନ୍ର ମୋଦୀ ଙ୍କର ଏହି ବଡ ଘୋଷଣା ଠିକ ଭାବେ କାର୍ଯ୍ୟ କାରୀ ହୁଏ ତେବେ ଭାରତ ଶକ୍ତି କ୍ଷେତ୍ର ରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ ହେବ । ଯଦି ଏପରି ହେବ ତେବେ ଲୋକ ମାନେ ଡିଜେଲ ଓ ପେଟ୍ରୋଲ କୁ ନେଇ ଆଉ ଚିନ୍ତିତ ରହିବେ ନାହିଁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *