ଓଡିଆ ଇଣ୍ଡଷ୍ଟ୍ରିରେ କଳାକାର ମାନେ ଦମଦାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଲୂକ, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ତେବେ ଆଗାମୀ ଦିନ ମାନଙ୍କରେ ଓଡିଆ ଇଣ୍ଡଷ୍ଟ୍ରି କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେବାକୂ ଯାଉଛନ୍ତି । ତେବେ ସେମାନେ କିଏ ଆସନ୍ତୁ ଜାଣିବା ।
୧- ଇତି : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି “ସିନ୍ଦୁରର ଅଧିକାର” ସିରିଏଲରେ ମୁଖ୍ୟ ନାୟିକା ଇତି ଯିଏ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତେବେ ଏହି ଭିଡିଓ ରେ ଇତି ତାଙ୍କର ବଏଫ୍ରେଣ୍ଡଙ୍କ ସହ ନଜର ଆସୁଛନ୍ତି । ଦୁହିଙ୍କର ମ୍ୟାରେଜ ବହୁତ ଜଲ୍ଦି ହେବାକୁ ଯାଉଛି ।
୨- ଅଶ୍ଵିନୀ ଓ ପ୍ରେରଣା : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କର ଯେଉଁ ମାନେ ବହୁତ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହେଁ ନିଜର ଅଭିନୟ ଯାଦୁରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ଦୁହିଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।
୩- ସାଇ ଓ ସାରା : ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି “କୁଆଁରୀ ବୋହୁ” ସିରିଏଲରେ ମୁଖ୍ୟ ଅନାୟକ ଭାବେ ଅଭିନୟ କରୁଥିବା ସାଇ ଯାହାଙ୍କର ତାଙ୍କର ପ୍ରେମିକା ସାରାଙ୍କ ସହ ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ଅଭିନେତା ସାଇ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ପରିଚୟ ସୃଷ୍ଟି କରିଆବାରେ ସଫଳ ହୋଇଛନ୍ତି । ସାରା ଜି ସାର୍ଥକରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।
୪- ସୋମାଲିନ : ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୋମାଲିନ ପରିଡା । ସୋମାଲିନ ନିଜ ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଯିଏ ନିଶିଥ ନାୟକଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି । ଦୁହିଙ୍କର ପ୍ରେମ ବିବାହ ହେବାକୁ ଯାଉଛି । ସୂଚନା ଅନୁସାରେ ଦୁହିଙ୍କର ମ୍ୟାରେଜ ୨୨ ତାରିଖରେ ହେବାକୁଅଯାଉଛି । ଦୁହେଁ ପରସ୍ପରର ମ୍ୟାରେଜକୁ ନେଇ ବହୁତ ଖୁସି ଥିବାର ନଜର ଆସୁଛନ୍ତି ।
୫- ଶ୍ରଦ୍ଧା ଓ ଆଶିଷ : ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଯିଏ କୁଆଁରୀ ବୋହୁ ସିରିଏଲର ଲିଡ ନାୟିକା ଭାବେ ଅଭିନୟ କରି ସାରିଛନ୍ତି । ଶ୍ରଦ୍ଧାଙ୍କ ଅଭିନୟକୁ ଦର୍ଶକ ଏମାନେ ବହୁତ ସାରା ଭଲ ପାଇଅବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ଆଶିଷ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଜେଣ ନାମିଦାମି ପ୍ରଡ୍ୟୁସର ଭାବେ ପରିଚିଆତ ଅଟନ୍ତି । ତେବେ ଶ୍ରଦ୍ଧା ଓ ଆଶିଶି ପରସ୍ପରକୁ ଶୁ-ଟି-ଙ୍ଗ ସେଟରୁ ଭଲ ପାଇ ବହୁତ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।