Breaking News: ଅଗଷ୍ଟ 1 ଯାଏ ବଢିଲା ଆଂଶିକ Lockdown, ଦେଖନ୍ତୁ କଣ ଖୋଲା କଣ ବନ୍ଦ

କାରୋନା ପରିସ୍ଥିତି ସୁ-ଧୁ-ରି-ବା-ରେ ଲାଗିଛି ଦେଖିବା ପାଇଁ ଗଲେ ଖୁବ କମ ଦିନରେ ବହୁ କିଛି ସତର୍କତା ରହିଥିଲା । ଏହାର ପାଳନ ହେତୁ ଆମେ ଏବେ ଖୁବ ଶୀ-ଘ୍ର କା-ରୋ-ନା ମୁ-କ୍ତ ଦେଶ ପାଇବା ପାଇଁ ଯାଉଛେ । ଯଦି ଆମେ ଓଡିଶା ରାଜ୍ୟ ବିଷୟରେ କହିବା ତେବେ ଓଡିଶା ରେ ଗତ ୩ ମାସ ହେଲା ଚାଲି ଆସୁଥିବା ନି-ୟ-ମ କୋହଳ ହୋଇଛି ।

ଏହାକୁ ଦେଖିଲେ ଜଣା ପଡିବ କି ଆମେ ରାହିଥିବା ତାଲା ବନ୍ଦ ନି-ୟ-ମ ଏବେ କୋହଳ ହେବା ପାଇଆନ ଲାଗିଛି । ଆରା ମାସରେ ହୋଇଥିବା ବିଭାଗ ହିସାବରେ ଥିବା ୨୦ ଟି ଜିଲ୍ଲା ଯେଉଁ ମାନେ କଟେଗୋରୀ “A” ରେ ଥିଲେ ସେମାନେ ଏବେ ସକାଳ ୬ ରୁ ରାତି ୮ ଟା ଯାଏ ଖୋଲା ରଖୀ ପାରିବେ ।

ଯେଉଁ ୧୦ ଟି ଜିଲ୍ଲା କଟେଗୋରୀ “B” ରେ ଥିଲେ ସେମାନେ ଏବେ ସକଳ ୬ ରୁ ସଂଧ୍ୟା ୫ ଟା ଯାଏ ସବୁ କିଛି ଖୋଲା ରଖୀ ପାରିବେ । ବ୍ୟାପାର ଓ ପରିସ୍ଥିତି କୁ ଆଖି ଆଗରେ ରଖୀ ଜିମ ଓ ପାର୍ଲର ମଧ୍ୟ ଖୋଲିବା ପାଇଁ ଅନୁମତି ମିଳିଛି । ମାତ୍ର “B” କଟେଗୋରୀ ରେ ଥିବା ଜିଲ୍ଲା ମାନଙ୍କରେ ରାତି ୯ ରୁ ସକାଳ ୬ ଟା ଯାଏ ନାଇଟ କ-ର୍ଫ୍ଯୁ ରହିବ ।

ସବୁ ଜିଲା ରେ ଅଟୋ, ବସ ଚଳା ଚଳ ମଧ୍ୟ ରହିବ ଏହା ସହ ଆ-ଉ-ଟ-ଡୋ-ର ଶୁ-ଟି-ଙ୍ଗ ପାଇଁ ମଧ୍ୟ ଅନୁମତି ମିଳିଛି । ପାର୍କ, ସିନେମା ହଲ, ବା-ର ବ-ନ୍ଦ ରହିବ । ସ୍କୁଲ, କୋ-ଚି-ଙ୍ଗ ସେଣ୍ଟର ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଉଠା ଦୋକାନୀ ମାନେ କେବଳ ଖାଇବା ପାର୍ସଲ ଦେଇ ପାରିବେ ସେଠାରେ ବସିକି ଖାଇବା ମନା । ବିବାହ ଓ ଅନ୍ଯାନ୍ଯ କାର୍ଯ୍ୟ କ୍ରମରେ ପୂର୍ବ ଭଳି ନି-ୟ-ମ ବଳବତର ରହିଛି । ରଥ ଯାତ୍ରା

ପାଇଁ ପୁରୀ କୁ ୨୫ ତାରିଖ ଯାଏ ବସ ଚଳାଚଳ ବନ୍ଦ ରହିବ । ଏହାର ସହ ଜାନ ବାହନ ଚଳାଚଳ ଦେଖିବା ପାଇଁ ଗଲେ କେବଳ ଦୋକାନ ଖୋଲିବା ସମୟରେ ସେମାନେ ନିଜ ବ୍ୟବସାୟ କରି ପାରିବେ । କାରଣ ହେଉଛି ଏବେ ଭି ୧୦୦ ରୁ ୩ ଟି ରୋଗୀ ପ୍ରତେକ ଦିନ ବାହାରୁଛନ୍ତି । ଶେଥି ପାଇଁ ଏହି ନି-ୟ-ମକୁ ୧ ଅଗଷ୍ଟ ଯାଏ ରହିବ ।

Leave a Reply

Your email address will not be published. Required fields are marked *