ବ୍ରିଜ ତଳେ କେମିତି ଫସିଲା Air India ର ବିମାନ, ଭାଇରାଲ ହେଉଛି ଫୋଟୋ ଓ Video

ନମସ୍କାର ବନ୍ଧୁଗଣ । ବ୍ରିଜ ତଳେ ଫସି ଯାଇଛି ପ୍ଳେନ । ଏହା ଦେଖି ତାଯୁବ ହୋଇଗଲେ ଲୋକ ମାନେ । ଏହି ଘଟଣା ଘଟିବା ପରେ ଲୋକ ଏମାନେ ଫୋଟୋ ଉଠାଇବା ସହ ଭି-ଡି-ଓ କରିବାରେ ଲାଗିଛନ୍ତି । ଏହା ପରେ ପ୍ଳେନର ଏହି ଫୋଟୋ ଓ ଭି-ଡି-ଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଏହି ଭି-ଡି-ଓ ଦେଖିବା ପରେ ଅନେକ ଲୋକ ମାନଙ୍କ ମନରେ ଉଙ୍କି ମାରିଛି ଅନେକ ପ୍ରଶ୍ନ । କିଛି ଲୋକ ମତ ଦେଇଛନ୍ତି ବିମାନ ଟି କେମିତି ଫସିଲା । ଆଉ କିଏ କହିଛି ଯେ ରନଵେ ଛାଡି ବିମାନ ରାସ୍ତା ରେ କାହିଁକି ଯାଉଥିଲା ?

ଲୋକ ମାନଙ୍କର ଏମିତି ଅନେକ ପ୍ରଶ୍ନ ଆସିବା ପରେ ଉତ୍ତର ଦେଇଛି AIR INDIA । ଏବେ ଆସନ୍ତୁ ଜାଣିବା ପୁରା ଘଟଣା ପଛରେ କଣ ରହିଛି ସତ୍ୟତା । ଅନେକ ଦିନ ହେବ ଏୟାର ଇଣ୍ଡିଆର ଏହି ବିମାନର ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ଦେଖିବାକୁ ମିଳିଛି କୌଣସି ଓଭର ବ୍ରିଜ ତଳେ ବିମାନ ଟି ଫସି ରହିଛି । ଦିଲ୍ଲୀ ଗୁରୁ ଗାଁ ହାଇବେ ର ଏକ ଫୁଟ ବ୍ରିଜ ତଳେ ଏମିତି ଅଜବ ଗଜବ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ସମସ୍ତ ଗାଡି ଚଳାଚଳ କରୁଥିବା ବେଳେ ଏୟାର ଇଣ୍ଡିଆ ର ଏକ ବିମାନ ଆଗ ପଛ ହୋଇପାରୁ ନାହି ।

ଫସି ଗଲା ଭଳି ବିମାନ ଟି ଗୋଟିଏ ଜାଗାରେ ଅଟକ ରହିଛି ଯାହା ଏହି ଭି-ଡି-ଓ ରେ ଜଣା ପଡୁଛି । ଏହାରି ମଧ୍ୟ ରେ ଏୟାର ଲାଇନ୍ସ ଏହି ଘଟଣା ବବାଦରେ ଉତ୍ତର ଦେଇଛି ଯାହାକୁ ଶୁଣି ସମତେ ଆଶ୍ଚର୍ଜ୍ୟ ହୋଇ ଯାଇଛନ୍ତି । ଜାତୀୟ ଗଣ ମାଧ୍ୟମ ରେ ଫୋଟୋ ଓ ଭି-ଡି-ଓ ଭା-ଇ-ରା-ଲ ହେବା ପରେ ଏୟାର ଇଣ୍ଡିଆର ମୁଖ ପାତ୍ର କହିଛନ୍ତି ଯେ ଓଭର ବ୍ରିଜ ତଳେ ଯେଉଁ ବିମାନ ଟି ଫସିଛି ତାହା କୌଣସି ଦୁର୍ଘଟଣା ନୁହେଁ ବରଂ ବହୁତ ଦିନ ତଳେ ଏହି ଖରାପ ବିମାନକୁ ବିକ୍ରି କରିବା ପାଇଁ ଟ୍ରକ ରେ ନିଆଯାଉ ଥିବା ବେଳେ ସଠିକ ଆକଳନ ଯୋଗୁ ବିମାନ ଟି ବ୍ରିଜ ତଳେ ଅଟକ ରହି ଯାଇଛି । ଏହି ବିମାନକୁ ମାଲିକ ବାହାର କରି ନେଇଛନ୍ତି । ତେବେ ଏହା ଥିଲା ଫସିଥିବା ବିମାନର ପ୍ରକୃତ ଘଟଣା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *