Aishwarya Rai ନେବାକୁ ଯାଉଛନ୍ତି Abhishek Bachchan ଙ୍କ ଠାରୁ ତଲାକ, ଜାଣନ୍ତୁ କଣ ପାଇଁ ଭାଙ୍ଗିଲା ବିବାହ

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ କଳାକାର ମାନେ ଚେଷ୍ଟା କରିଥାନ୍ତି । କିଛି କଳାକାର ମାନେ ଏଥିରେ ସୁଫଳ ହୁଅନ୍ତି ତ ଆଉ କିଛି ନିରାଶ ହୋଇଥାନ୍ତି । ବଲିଉଡରେ ସବୁଠାରୁ ଖାସ କଥା ହେଉଛି ବିବାହ କରିବା ଓ କୌଣସି ମନାନ୍ତର ଯୋଗୁ ପରସ୍ପର ଠାରୁ ଅଲଗା ହୋଇଯିବା । ବଲିଉଡରେ ଏମିତି ଏକ ଯୋଡି ଅଛନ୍ତି ଯେଉ ମାନେ ଅନେକ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଵାମୀ ବଲିଉଡର ଜଣାଶୁଣା ଅଭିନେତା ହୋଇଥିବା ବେଳେ ସ୍ତ୍ରୀ ଲାଇମଲାଇଟରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ।

ଏଠାରେ ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହୁଛି ସେ ହେଉଛନ୍ତି ଅଭିନେତା ଅଭିଷେକ ବଞ୍ଚନ ଓ ଅଭିନେତ୍ରୀ ଐଶ୍ଵରୀୟା ରାଏ ବଚନ । ଅଭିଷେକ ନିଜ ସ୍ତ୍ରୀ ଓ ପିତା ଅମିତାଭଙ୍କ ବରାବରି କରିବାରେ ଅସମର୍ଥ ଅଟନ୍ତି । ଅଭିଷେକ ଜଣେ ଟ୍ୟାଲେନ୍ଟେଡ ଅଭିନେତା ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀ ଓ ପିତା ଅମିତାଭଙ୍କ ଭଳି ମୁକାମ ହାସଲ କରିପାରି ନାହାନ୍ତି । ଐଶ୍ଵରୀୟାଙ୍କ ସଫଳତା ଦେଖି ଅଭିଷେକଙ୍କୁ ଈର୍ଷା ହୁଏ ବୋଲି ସେ ନିଜେ ସ୍ଵୀକାର କରିଛନ୍ତି । ଏମିତି ବି ସମୟ ଆସିଥିଲା ଯେ ଦୁହେଁ ପରସ୍ପର ଠାରୁ ଅଳା ହେବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ପ୍ରଥମେ ଅଭିଷେକଙ୍କ ବିବାହ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ସ୍ଥିର ହୋଇଥିଲା ।

କିନ୍ତୁ ଜୟା ବଚନଙ୍କୁ ରାନୀ ପସନ୍ଦ ନ ଥିଲେ । ଏହା ପରେ ଅଭିଷେକ କରିସ୍ମା କପୁରଙ୍କ ଡେଟ କରିବା ପରେ ଦୁହିଙ୍କର ଏନଗେଜମେଣ୍ଟ ହୋଇ ସାରିଥିଲା । କିନ୍ତୁ କରିସ୍ମାଙ୍କ ମା ବବିତା କପୁର ସର୍ତ୍ତ ରଖିଲେ ଯେ ଦୁହେଁ ମ୍ୟାରେଜ ପରେ ଅଲଗା ହୋଇ ରହିବେ ଯାହା ଜୟା ବଚନ ଓ ଅଭିଷେକଙ୍କୁ ପସନ୍ଦ ଆସିଲା ନାହି । ଏହା ପରେ ଅଭିଷେକ ଐଶ୍ଵରୀୟାଙ୍କ ସହ ମ୍ୟାରେଜ କରିଲେ । ଐଶ୍ଵରୀୟା ମ୍ୟାରେଜ ପରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ । ଦୁହିଙ୍କର ଗୋଟେ ଝିଅ ମଧ୍ୟ ଯାହାର ନାଁ ହେଉଛି ଆରାଧ୍ୟା । ଐଶ୍ଵରୀୟା ଅଭିନୟ ଛାଡିଥିଲେ ମଧ୍ୟ ତାଙ୍କର ସୁନ୍ଦରତାରେ କୌଣସି କମି ଆସି ନ ଥିଲା ।

ସେ ଗୋଟେ ଫିଲ୍ମ କରିବା ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି । ଐସ୍ବୃୟା ଓ ଅଭିଷେକଙ୍କ ମଧ୍ୟରେ ଥିବା ତିକ୍ତତା ଏକ ଇଭେଣ୍ଟରେ ନଜର ଆସିଥିଲା । ଯେତେବେଳେ ପେପରାଜି ଅଭିଷେକଙ୍କ ସହ ଐଶ୍ଵରୀୟାଙ୍କର ଫୋଟୋ ନେଉଥିଲେ ସେହି ସମୟରେ ଅଭିଷେକଙ୍କୁ ସାଇଟ ହେବା ପାଇଁ କହିଥିଲେ । କାରଣ ପେପରାଜି ଐଶ୍ଵରୀୟାଙ୍କ ଶିଂଗଲ ଫୋଟୋ ନେବାକାଉ ଚାହୁଁଥିଲେ । ଏହି କାରଣରୁ ଅଭିଷେକ ରାଗିଜାଇ ସେଠାରୁ ଚାଲି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ କିଛି ଲୋକ ମାନେ ଦୁହିଙ୍କ ମଧ୍ୟରେ କିଛି ମନାନ୍ତର ଚାଲିଛି ବୋଲି କହିଥିଲେ । କିନ୍ତୁ ଏପରି କିଛି ନ ଥିଲା । ଦୁହେଁ ଆଜି ବି ବହୁତ ଖୁସିରେ ନିଜର ମ୍ୟାରେଡ ଲାଇଫ ସ୍ପେନ୍ଡ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଐଶ୍ଵରୀୟା ଓ ଅଭିଷେକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *