ଏହି ଅଜବ ଗଜବ ନାମ ରେଲୱେ ଷ୍ଟେସନ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ- ହସି ହସି ଗଡିବେ ଥରେ ଭିତର ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ଦେଶ ର କିଛି ଏମିତି ଅଜବ ଗଜବ ରେଲୱେ ଷ୍ଟେସନ ସମ୍ବନ୍ଧ ରେ ଜଣେଇବୁ ଯାହା ଦେଖି ଓ ଶୁଣି ଆପଣ ଆଚମ୍ଭିତ ହୋଇ ଯିବେ, ଏହି ଷ୍ଟେସନ ନା ଗୁଡିକ ଜଙ୍ଗଲି ଓ ପୋଷା ପଶୁ ମାନକ ନାମରେ ଅଟେ । ଏହି ଷ୍ଟେସନ ନାମ ଗୁଡିକ ଏତେ ପ୍ରସିଦ୍ଧ ଅଟେ ଯାହା ଫଳରେ ଏହି ଷ୍ଟେସନ ନା ରେ ଲୋକ ସେହି ସହର ବା ଜିଲ୍ଲାକୁ ଲୋକ ଚିହ୍ନନ୍ତି । ତେବେ ଆସନ୍ତୁ ଜଣାଇବା ସେହିଭଳି କିଛି ଅଜବ ଗଜବ ରେଳବାୟ ସ୍ଟେଶନ ର ନାମ ଗୁଡିକ କଣ ।

ସୁଅର ରେଲବେ ଷ୍ଟେସନ :

ଏହି ଷ୍ଟେସନ ୟୁପି ର ରାମପୁର ଜିଲା ରେ ସ୍ଥିତ, ରାମପୁର ନିଜ ଛୁରୀ ସହ ଏହି ଷ୍ଟେସନ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ ।

କାଲା ବକରା ଷ୍ଟେସନ :

କାଲା ବକରା ଷ୍ଟେସନ ନାର୍ଦନ ରେଲବେ ର ବାଗ ଅଟେ ଏବଂ ଏହା ପଞ୍ଜାବ ରାଜ୍ୟ ର ଜଲନ୍ଧର ଜିଲା ରେ ଉପସ୍ଥିତ ଅଟେ । ନିଜ ଅଜବ ଗଜ୍ବ ନା ପାଇଁ ଏହି ଷ୍ଟେସନ ନିଜ ଜାଗାରେ ବହୁତ ପ୍ରସିଦ୍ଧ ଅଟେ ।

ଭେନ୍ସା ରେଲବେ ଷ୍ଟେସନ :

ଭେନ୍ସା ରେଲବେ ଷ୍ଟେସନ ୟୁପି ର ଆଗ୍ରା ଜିଲା ରେ ଉପସ୍ଥିତ ଅଟେ, ତେବେ ଆଗ୍ରା ତାଜମହଲ ଏବଂ ଲାଲ କିଳା ପାଇଁ ପ୍ରସିଦ୍ଧ ଅଟେ କିନ୍ତୁ ଭେନ୍ସା ରେଲବେ ଷ୍ଟେସନ ପାଇଁ ମଧ୍ୟ ଏହା ପ୍ରସିଦ୍ଧ ଅଟେ ।

କୁତା ରେଲବେ ଷ୍ଟେସନ :

କୂତ୍ତା ରେଲବେ ଷ୍ଟେସନ କର୍ଣାଟକ କେରଳା ବଡର ପାଖରେ ନାଗରହୋଲ ନେସନଲ ପାର୍କ ଠାରୁ ୧୦କିଲୋ ମିଟର ଦୂର ରେ ଉପସ୍ଥିତ ଅଛି ।

ବିଲ୍ଲି ଜଙ୍କସନ :

ବିଲ୍ଲି ଜଙ୍କସନ ୟୁପି ର ସୋନଭଦ୍ର ଜିଲା ରେ ଉପସ୍ଥିତ ଅଟେ, ଏହି ଷ୍ଟେସନ ବା ଜଙ୍କସନ କୁ ୟୁପି, ବିହାର, ଝାରଖଣ୍ଡ, ଛତିଶଗଡ, ଏମପି ସହ ଲିଙ୍କ କରା ଯାଇଛି । ବହୁତ ଟ୍ରେନ ଏହି ଜଙ୍କସନ ଦେଇ ଅଲଗା ଅଲଗା ଜାଗାକୁ ଯାନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଅଓ ଏହିଭଳି ନୂଆ ନୂଆ ପୋସ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *