ଅଜାଣତରେ ମଧ୍ୟ କରା ଯାଇଥିବା ଏହି ୫ ଟି ପାପ ପାଇଁ ଆପଣ ସାରା ଜୀବନ ରହିବେ ଦରିଦ୍ର- Shiv Puran

ଭଗବାନ ଶିବ ବହୁତ୍ ବଡ ଦାନୀ ଅଟନ୍ତି ଏହି କଥା ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣି ନାହାନ୍ତି କି ଭଗବାନ ଶିବ ସବୁଠାରୁ ରାଗି ମଧ୍ୟ ଅଟନ୍ତି ଭଲ ଲୋକଙ୍କ ଉପରେ ତାଙ୍କ କୃପା ବର୍ଷା ହୋଇଥାଏ କିନ୍ତୁ ଯେଉଁ ବ୍ୟକ୍ତି ପାପ କରିଥାଏ ତା ଉପରେ ଭଗବାନ ଶିବଙ୍କ କୋପ ମଧ୍ୟ ପଡ଼ିଥାଏ । ତେବେ ବହୁତ୍ ଏମିତି ଲୋକ ହୋଇଥାନ୍ତି ଯିଏ ବହୁତ୍ ଧାର୍ମିକ କାର୍ଯ୍ୟ କରିଥାନ୍ତି କିନ୍ତୁ ଅଜଣାରେ ତାଙ୍କ ଦ୍ଵାରା ଏମିତି କିଛି ପାପ ହୋଇଥାଏ ଯାହା ଦ୍ଵାରା ଭଗବାନ ଶିବଙ୍କ କୃପା ବଦଳରେ କୋପ ତାଙ୍କ ଉପରେ ପଡ଼ିଥାଏ ଆଉ ସେ ଜିବନ ସାରା ଦରିଦ୍ର ରୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ପାପ ଯାହା ଅଜାଣତ୍ ରେ ହୋଇଥାଏ ।

୧- ଶିବ ପୁରାଣ ଅନୁଯାଇ ଯେଉଁ ବ୍ୟକ୍ତି ନିଜ ମନରେ କାହା ପାଇଁ କିଛି ଖରାପ ଭାବନା ଆଣିଥାଏ ବା କାହା ପାଇଁ ମନରେ ଈର୍ଷ୍ୟା ଭାବନା ରଖିଥାଏ ବା କାହା ସୁନ୍ଦରତା ଦେଖି ଜଳିଥାଏ ତେବେ ଏହାର ଅର୍ଥ ତା ମନ୍ ଅସନା ଅଛି ଆଉ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଭଗବାନ ସବୁ ପ୍ରାଣୀଙ୍କ ମନରେ ବାସ କରନ୍ତି । ସେଥିପାଇଁ କେବେ ନିଜ ମନକୁ ଦୂଷିତ କରନ୍ତୁ ନାହିଁ ଏହି ଭଳି କଥା ମନରେ ବିଚାର କରିବା ଦ୍ଵାରା ବାହାରେ କାହାକୁ କିଛି ନକହି ଲେ ମଧ୍ୟ ଭଗବାନ ଆପଣଙ୍କୁ କେବେ ଉନ୍ନତି ଦେଇ ନଥାନ୍ତି ।

୨- ଶିବ ପୁରାଣ ଅନୁଯାଇ ମଣିଷ ଜିଭ ଉପରେ ମାତା ସରସ୍ୱତୀଙ୍କ ବାସ ହୋଇଥାଏ ଯେଉଁ ବ୍ୟକ୍ତି ନିଜ ବାଣୀ ଖରାପ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କେବେ ସଫଳତା ପ୍ରାପ୍ତ ହୁଏ ନାହିଁ । ସେଥିପାଇଁ ମଣିଷକୁ ସମସ୍ତଙ୍କ ସହ ମିଠା କଥା କହିବା ଉଚିତ୍ ।

୩- ଯେଉଁ ବ୍ୟକ୍ତି ପ୍ରକୃତିକୁ ଅନ୍ୟଥା କଷ୍ଟ ଦେଇଥାଏ ପଶୁ ପ୍ରାଣୀ ମାନଙ୍କୁ ଅନ୍ୟଥା ମାରୁଥାଏ ବା ହଇରାଣ କରିଥାଏ ସେହି ବ୍ୟକ୍ତିକୁ ଭଗବାନ ଶିବ କେବେ କ୍ଷମା କରନ୍ତି ନାହିଁ । ଏହି ଭଳି ଲୋକଙ୍କ ଜୀବନରେ ଯାହା ହେଲେ ଆର୍ଥିକ ସମସ୍ୟା ଆସିଥାଏ ଆଉ ଜୀବନରେ କେବେ ଶାନ୍ତି ମିଳେ ନାହିଁ ।

୪- ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କୁ ନିନ୍ଦା କରିଥାଏ, କାହାର ଜୀବନ ନେଇଥାଏ, କାହା ସହ ଜୋର ଜବରଦସ୍ତି ଭୁଲ କାମ କରିଥାଏ ବା ଚୋରି ଭଳି ତୁଛ କାମ କରିଥାଏ ସେହି ବ୍ୟକ୍ତି ଯେତେ ଧାର୍ମିକ କାର୍ଯ୍ୟ କଲେ ମଧ୍ୟ ତା ଜୀବନରେ ସନ୍ତୁଷ୍ଟି କେବେ ଆଶିନଥାଏ ଆଉ ସେ ଜିବନ ସାରା ଦରିଦ୍ର ଓ ଦୁଃଖୀ ରହିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *