ଏହି Video ପ୍ରାମାନ ଅଟେ କି ଆଜି ବି ଜୀବିତ ଅଛି ମାନବିକତା, ଥରେ ସମୟ କାଢି ନିଶ୍ଚୟ ଦେଖନ୍ତୁ…. ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଆଜି କାଲୀ କିଛି ଏଭଳି ଘଟଣା ଘଟୁଛି ଯାହା ପାଇଁ ଆମେ ସମାଜରେ ମୁଣ୍ଡ ଉଠାଇକି ଚାଲି ପାରୁନେ । କାରଣ ଆଜି କାଲୀ ମାନବିକତା ଆଉ ନାହି ବୋଲି କୁହା ଯାଉଛି । କୁହା ଯାଉଛି କି ଆଜି କାଲୀ ଦୁନିଆରେ ଆମେ ଖୁବ ଭଲ ମଣିଷ ଖୋଜି ପାଇବା କଷ୍ଟ କର କିନ୍ତୁ ଦେଖିବା ପାଇଁ ଗଲେ ଏହା ସତ୍ୟ ନୁହେଁ ଏହା ପାଇଁ ଆମ ସମାଜ ଲଢୁଛି ଓ ଅନେକ ଏଭଳି ଲୋକ ଆଜି ଭି ଦୁନିଆରେ ଅଛନ୍ତି ଯାହା ପାଇଁ ଆମେ ଆଜି ଭି କହି ପାରିବା କି ଲୋକମାନେ ମାନବିକତା କୁ ଜାରି ରଖିଛନ୍ତି ଯାହା ପାଇଁ ଆଜି ଭି ଲୋକମାନେ ପରସ୍ପର ସହ ଖୁବ ଭଲ ସମୟ ବିତାଉଛନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି । ମୁମ୍ବାଇ ପୋ-ଲି-ଶ ଏକ ଭିଡିଓ ଛାଡି ଥିଲେ ଯାହା ଖୁବ ଭାଇରାଲ ହୋଇଥିଲା । ଜଣେ ଟ୍ରାଫିକ ହାବିଲଦାର ରାଜେନ୍ଦ୍ର ଶାହିଗର ଏକ ପିଲା ଓ ତା ବାପା ଙ୍କୁ ରାସ୍ତା ପାରା କରାଉଛନ୍ତି ।

ବର୍ଷା ଆଶିକ ହୋଇ ଯାଇଥିବାରୁ ସେଠାରେ ଅଧିକ ପାଣି ଜମି ଯାଇଥିଲା ଯାହା ପାଇଁ ସେମାନେ ନିଜ ରାସ୍ତା ପାର କରି ପାରି ନଥିଲେ । ଏହା ଦେଖି ସେହି ପୋ-ଲି-ଶ ସେମାନଙ୍କୁ ସାହାଜ୍ଯ କରିଥିଲା । ୨୦୧୯ ରେ ତାମିଲ ନାଡୁରେ ଏକ ପୋଲିଶ ଅଫିସର ନିଜର ଜୀବନର ଚିନ୍ତା ନକରିକି ସେ ଏକ ସାପକୁ ନେଇକି ପାଖ ଜନଗଳାରେ ଛାଡି ଦେଇ ଥିଲେ । ଯେଉଁ ହିସାବରେ ସାପଟି ଥିଲା ଦେଖିବା ପାଇଁ ଗଲେ ଏହା ଲୋକଙ୍କୁ ଆହତ କରିଥାନ୍ତା ନହେଲେ ନିଜେ ଆହାତ ହୋଇ ଥାନ୍ତା ।

କିନ୍ତୁ ଏକ ପୋ-ଲି-ଶ ଅଫିସର ଏହାକୁ ନେଇ ଜଙ୍ଗଲରେ ଛାଡିବା ଦ୍ଵାରା ପାଖ ପାଖି ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା । ୨୦୨୧ ଜୁଲାଇ ମାସରେ ଏକ ହାତୀ ନିଜ ଦୁଇ ଶିଶୁଙ୍କ ସହ ଏକ ଦଳରେ ପଡି ଯାଇଥିଲା । ଏହାକୁ ଦେଖିବା ପରେ କିଛି ଲୋକ ବନ୍ୟଜୀବ ସୁରକ୍ଷା ଅଧିକାରୀ ଙ୍କୁ ଫୋନ କରିଥିଲେ ।

ଏହା ପରେ ସେଠାରେ ପହଞ୍ଚିବା ପରେ ହାତୀ ଓ ତା ଛୁଆକୁ ସେମାନେ ଟ୍ରାକ୍ଟର ସାହାଯ୍ୟରେ କାଢି ଦେଇ ଥିଲେ । ଯାହା ଦ୍ଵାରା ମା ଓ ପିଲାଙ୍କ ଜୀବନ ବଞ୍ଚି ଯାଇଥିଲା । ୨୦୨୧ ଫେବ୍ରୁଆରି କାଜିଗ ସ୍ଥାନ ରେ ରହୁଥିବା ଦୁଇ ସାଙ୍ଗ ବୁଲିବା ପାଇଁ ଯାଉଥିଲେ ଦେଖିଲେ କି ଏକ ହରିଣ ବରଫରେ ଜମା ହୋଇଗଲା ଭଳି ରହି ଯାଇଛି । ଯାହା ଦ୍ଵାରା ସେ କିଛି ଭି ଖାଇବା ପିବା ରେ ସାମାର୍ଥ୍ୟ ନଥିଲା ।

ଦୁଇ ବନ୍ଧୁ ଏହାକୁ ନେଇ ତା ମୁହଁ ରେ ଜମା ହୋଇଥିବା ସବୁ ବରଫ କୁ କାଢି ନେଇ ଥିଲେ ଓ ଏହାକୁ ସେମାନେ ସଫା କରିବା ଦ୍ଵାରା ସେହି ହରିଣକୁ ଏକ ନୂଆ ଜୀବନ ମିଳିଥିଲା । ଆଉ ଏକ ଘଟଣା ଘଟିଥିଲା ତର୍କୀ ରେ ସେଠାରେ ଜଣେ ମହିଳା ବେମାର ହୋଇ ଯାଇଥିଲେ । ତାଙ୍କୁ ଆମ୍ବୁଲାନଶ ରେ ନିଆ ଯାଇଥିଲା ହସ୍ପିଟାଲ କୁ ତାଙ୍କ ସହ ତାଙ୍କ କୁକୁର ମଧ୍ୟ ଜୀବ ପାଇ ବାହାରିଥିଲା କିନ୍ତୁ ତାକୁ କେହି ନେଇ ନଥିଲେ କିନ୍ତୁ ସେ ତାର ମାଲିକର ଆମ୍ବୁଲାନ୍ନ୍ସ ସହ ଯାଇଥିଲା କେବଳ ସେତିକି ନୁହେଁ ସେ ସେଠାରେ ଅନେକ ଦିନ ଯାଏ ମଧ୍ୟ ବସିଥିଲା ଯେଉଁ ଯାଏ ତା ମାଲିକ ସେଠାରୁ ନ ଆଶିଛି ।

Leave a Reply

Your email address will not be published. Required fields are marked *