ବାତ୍ୟା ୟାସ: ଆଜି ପାଇଁ 4ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଏହି କରୋନା ପରିସ୍ଥିତିରେ ଆଉ ଏକ ବିପଦ, ଆଜି ବାତ୍ୟା ୟଶ ତା ରୂପକୁ ଆସିଛି, ତେବେ ଖବର ଅନୁଯାଇ ଆଗରୁ ଏହା ବାତ୍ୟା ରୂପ ଧାରଣ କରି ନଥିଲା କିନ୍ତୁ ଆଜି ୧୧ଟା ପରେ ଏହା ଭୟଙ୍କର ବାତ୍ୟା ରୂପ ନେଇଛି । ତେବେ ବାତ୍ୟା ୟଶ ଜଗତସିଙ୍ଘପୁର ପାରାଦୀପ ଠାରୁ ୫୦୦ କିଲୋମିଟର ଦୂରରେ ଅଛି

ଏହା ଛଡା ବାଲେଶ୍ଵର ଆଉ ମୟୂରଭଞ୍ଜ ଠାରୁ ୬୦୦ କିଲୋମିଟର ପାଖାପାଖି ଦୂରରେ ଅଛି । ତେବେ ପବନ ବର୍ଷ ଦେଖି ଲୋକଙ୍କ ମନରେ ଡର ଆରମ୍ଭ ହୋଇ ଯାଇଛି । ତେବେ ଏହା କହିବା ବହୁତ କଠିନ କି ୟଶ କେଉଁ ଦିଗକୁ ଜୀବ କିନ୍ତୁ ଏହା ଆଶଙ୍କା କରା ଯାଉଛି ଯେ ଜଗତସିଙ୍ଘପୁର, ବାଲେଶ୍ଵର, ଭଦ୍ରକ ନଚେତ ମୟୂଭଞ୍ଜରେ ଏହା ଲାଣ୍ଡଫଲ କରି ପାରେ ଯାହା ଦ୍ଵାରା ବହୁତ ହାନି ହବାର ମଧ୍ୟ ସମ୍ଭାବନା କରା ଯାଉଛି ।

ଜଗତସିଙ୍ଘପୁର ପାରାଦୀପ ଖବର ଆଜି ଆମେ ଆପଣଙ୍କୁ ଦବାକୁ ଯାଉଛୁ ତେବେ ଖବର ଅନୁଯାଇ ପାରାଦୀପରେ ପବନ ବର୍ଷା ବର୍ତମାନ ଆରମ୍ଭ ହୋଇଯାଇଛି, ତେବେ ବର୍ତମାନ ପାଇଁ ଲୋକେ ନିଜ ନିଜ ଘର ଛାଡି ସାବଧାନ ହୋଇ ଉଚ୍ଚ ସ୍ଥାନକୁ ଯିବାରେ ଲାଗିଛନ୍ତି । ଏହା ଛଡା ପ୍ରଶାସନ ଲୋକଙ୍କ ରକ୍ଷା ପାଇଁ ବାତ୍ୟା ସ୍ଥଳ ମଧ୍ୟ ଖୋଲି ଦେଇଛନ୍ତି ତେବେ ପ୍ରଶାସନ ଆଉ ସାମାନ୍ଯ ଜନତା ପାଇଁ ଏହା ବହୁତ ବଡ ବିପଦ ସମୟ ଦୁଇ ଦୁଇଟି ବିପଦରୁ ବଞ୍ଚିବା ବହୁତ କଷ୍ଟକର ତେବେ ଏହାକୁ ଡବଲ ଛେଲେଞ୍ଜ କୁହା ଯାଉଛି ।

ପ୍ରଶାସନ ତରଫରୁ ଏହା ଖବର ମିଳିଛି ଯେ ପୋର୍ଟ ଯେତେ ଜାହାଜ ଥିଲା ତାକୁ କିଛି ଦିନ ଆଗରୁ ତାଙ୍କୁ ବନ୍ଦର ଛାଡି ନିରାପଦ ଜାଗାକୁ ଯିବା ପାଇଁ କୁହା ଯାଇଛି ଯାହା ଦ୍ଵାରା ଯଦି କିଛି ଅଣିଷ୍ଠ ଘଟିଥାଏ ତେବେ ତାଙ୍କୁ କିଛି ହାନି ହବ ନାହିଁ । ପାରାଦୀପ ବାସିନ୍ଦା ମାନନକୁ ସରକାର ତରଫରୁ ନିର୍ଦେଶ ଦିଆ ଯାଇଛି ଯେ ଯାହା ଆବଶ୍ୟକ ଜିନିଷ ତାହା ଆଣି ଘରେ ରଖନ୍ତୁ ଯାହା ଦ୍ଵାରା କିଛି ଦିନ ପାଇଁ ଖାଇବାକୁ ଆପଣଙ୍କ ପାଖରେ କିଛି ଖାଦ୍ୟ ରହିବ ।

ଏହା ଛଡା ପ୍ରଶାସନ ଲୋକଙ୍କ ସାହାଜ୍ଯ କରିବା ପାଇଁ ରିଲିଫ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯାହା ଦ୍ଵାରା ଲୋକଙ୍କ ପାଖରେ ଖାଇବାକୁ ରହିବ । ଲୋକଙ୍କ ବଡ ପ୍ରଶ୍ନ ଏହା ଯେ ବାତ୍ୟା ସ୍ଥଳରେ ଲୋକଙ୍କ କେମିତି ରକ୍ଷା ଜୀବ ଶେଠୀ ସାମାଜିକ ଦୂରତା କେମିତି କରା ଜୀବ ତେବେ ବହୁତ ଲୋକ ଏହା ମଧ୍ୟ କହୁଛନ୍ତି ଯେ ଆମେ ବାତ୍ୟା ସମ୍ମୁଖୀନ ହବ ମରିବୁ ପଛେ କିନ୍ତୁ କରୋନା ଦ୍ଵାରା ପୀଡା ପାଇ ମୃ-ତ୍ୟୁ ପାଇବାକୁ ଚାହୁଁ ନାହୁ ।

ତେବେ ପ୍ରସାଷ୍ଣ ଲୋକଙ୍କ କହିବା ଅନୁଯାଇ ବର୍ତମାନ କରୋନା ଆଉ ବାତ୍ୟା ପରିସ୍ଥିତି ଦେଖି ସରକାର ଅଧିକ ମାତ୍ରାରେ ବାତ୍ୟା ସ୍ଥଳ ଯୋଗାଡ କରିଛନ୍ତି ଯାହା ଦ୍ଵାରା ଅଳପ ଅଳ୍ପ ଲୋପକଙ୍କୁ ରକ୍ଷା ଜୀବ ଯାହା ଦ୍ଵାରା ଭିଡ ହବ ନାହିଁ ଏହା ଛଡା ଯଥେଷ୍ଟ ପରିମାଣରେ ସାନିଟାଇଜର ମଧ୍ୟ ରକ୍ଷା ଯାଇଛି ଯାହା ଲୋକଙ୍କୁ ସାନିଟାଇଜ କରା ଜୀବ । ତେବେ ଏହା ସାମାନ୍ଯ ଲୋକ ଆଉ ସରକାର ପାଇଁ ବହୁତ ବଡ ଅସୁବିଧା ସମୟ ଯାହାକୁ ଧାର୍ଯ୍ୟ ସହ ପାରି କରିବାକୁ ହବ ବୋଲି ସରକାର କହିଛନ୍ତି ।

Leave a Reply

Your email address will not be published. Required fields are marked *