ବନ୍ଧୁଗଣ ଆଜି ହେଉଛି ମାର୍ଚ୍ଚ 20 ତାରିଖ ସୋମବାର । ଆଉ ଆଜି 10 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଆଜି 10 ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ । ବଜ୍ରପାତ କୁ ଦ୍ରୁଷ୍ଟି ରେ ରଖି 10ଟି ଜିଲ୍ଲା କୁ ୟେଲୋ ୱାରନିଙ୍ଗ ଜାରି କରା ଯାଇଛି । ଆଉ ପରବର୍ତ୍ତୀ 3 ଦିନ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ ବଜ୍ରପାତ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଯାହାକୁ ନେଇ ପୂର୍ବରୁ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ହଁ ଦର୍ଶକ ବନ୍ଧୁ ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କୂଆ ପଥର ମାଡ, ବିଜୁଳି ଘଡଘଡି, ବର୍ଷା, ପ୍ରବଳ ପବନ ହୋଇଛି । ଏହା ସହ ଏକାଧିକ ଜିଲ୍ଲା ରେ ଘଣ୍ଟା ରାତି 80 କିମି ବେଗରେ ପବନ ବହିବା ହେତୁ ବ୍ୟାପକ କ୍ଷୟ କ୍ଷତି ଘଟିଛି ।
ସେପଟେ ଶନିବାର ସନ୍ଧ୍ୟା ରୁ ବିଳମ୍ବିତ ରାତି ଯାଏଁ ରାଜ୍ୟର ଅନେକ ସ୍ଥାନରେ କୁଆ ପଥର ମାଡ ସହ ବିଜୁଳି, ଘଡଘଡି, ପ୍ରବଳ ବର୍ଷା ହୋଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ ଓ କଟକ ଜିଲ୍ଲା ର କେତେକେ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲା ଜୟପୁର ରେ ସର୍ବଧିକ 148.8 ମିଳି ମିଟର ବର୍ଷା ରେକର୍ଡ ହୋଇଛି ।
ଯାହା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଉ ଆଜି 10 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । କାରଣ ଏହି 10 ଜିଲ୍ଲାରେ ପ୍ରବଳ ଘଡଘଡି, ବର୍ଷା, ବିଜୁଳି, ପବନ, କୁଆ ପଥର ମାଡ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସବୁଠାରୁ ଜରୁରୀ କଥା ହେଉଛି ପାଣିପାଗ ବିଭାଗ ଯେଉଁ 10 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ସେଗୁଡିକ ହେଉଛି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ।
ଏହି ଜିଲ୍ଲା ଗୁଡିକରେ ଘଡଘଡି ସହ ବିଜୁଳି, ବର୍ଷା ଓ କୁଆ ପଥର ମାଡ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏହାକୁ ଦ୍ରୁଷ୍ଟି ରେ ରଖି ଏହି ସବୁ ଜିଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ତେବେ ଏହି ସବୁ ଜିଲ୍ଲା ଗୁଡିକରେ ଶନିବାର ରାତି ରୁ ମଧ୍ୟ ପ୍ରବଳ ବର୍ଷା ହୋଇ ଅନେକ କ୍ଷୟ କ୍ଷତି ହୋଇ ସାଇଛି । ଆଉ ଆଜି ବି ଅଧିକ ବର୍ଷା ସହ କୁଆ ପଥର ମାଡ, ଘଡଘଡି, ପବନ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।