ଆଜି ରାତି ଠାରୁ ଶେଷ ହେବ ଶନି ଙ୍କ ସାଢେଷାତି, ଏହି 1 ରାଶି କୁ ମିଳିବ ଅପାର ଖୁସି, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଚଳିତ ବର୍ଷ ଶନିଙ୍କ ସାଢେଷାତି ହେବାକୁ ଯାଉଛି । ଯାହା ଦ୍ଵାରା କିଛି ରାଶିଙ୍କୁ ମିଳିବାକୁ ଯାଉଛି ଅପରା ଖୁସି । 2023 ବର୍ଷରେ ଅନେକ ରାଶିଙ୍କ ପାଇଁ ଆସୁଛି ପରିବର୍ତ୍ତନ । ଶନି ମକର ରାଶିରୁ ବାହରି କୁମ୍ଭ ରାଶିକୁ ଗୋଚର କରିବେ । ଯେବେ ଯେବେ ଶନି ନିଜର ରାଶି ପରିବର୍ତ୍ତନ କରିଥାନ୍ତି ଲୋକଙ୍କ ଜୀବନରେ ବଦାରୁ ବଡ ପରିବର୍ତ୍ତନ ଆସିଥାଏ ।

ଶନିଙ୍କ ସାଢେଷାତିର ପ୍ରଭାବ ଯାହାଙ୍କ ଉପରେ ଶେଷ ହୋଇଥାଏ ବା ଲାଗିଥାଏ ସେମାନଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ । ଧନୁ ରାଶି ଶନିଙ୍କ ସାଢେଷାତି ଶେଷ ହେବାକୁ ଯାଉଛି । ଦୀର୍ଘ ସାଢେ 7 ବର୍ଷ ପରେ ଏହା ହେବାକୁ ଯାଉଛି । ମୀନ ରାଶିରେ ଶନିଙ୍କ ସାଢେଷାତି ଆରମ୍ଭ ହେବାକୁ ଯାଉଛି ।

ଯାହା ଫଳରେ ମୀନ ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ । ସିଂହ ଓ ମକର ରାଶିରେ ଶନିଙ୍କ ସାଢେଷାତି ଶେଷ ହେବାକୁ ଯାଉଛି । ମକର ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । କାରଣ ଆପଣଙ୍କର ପରୀକ୍ଷା ର ସମୟ ଶେଷ ହୋଇ ଯାଇଛି । ଆପଣ 5 ବର୍ଷ ପୂର୍ବରୁ ଭଲ କାମ କରିଥିଲେ ଜୀବନ ବଦଳିଯିବ । କୁମ୍ଭ ରାଶିରେ ଶନିଙ୍କ ସାଢେଷାତିର ଦ୍ଵିତୀୟ ଚରଣ ଆରମ୍ଭ ହେବ ।

ଶନିଙ୍କ ପରୀକ୍ଷା ଏବେ ବି ଆପଣଙ୍କ ଜୀବନରେ ଜାରି ରହିବ । ଆପଣଙ୍କୁ ଜୀବନରେ ଏତେ ଭଲ ଲାଭ ହେବ ନାହି କାରଣର ଶନି ଆପଣଙ୍କ ଲଗ୍ନରେ ଗୋଚର କରିବେ । ମକର ରାଶିର ଲୋକଙ୍କର କାରୋବାରରେ ବୃଦ୍ଧି ହେବ । ଜୀବନ ସାଥିଙ୍କ ଭଲ ରହିବ । ବୈବାହିକ ଜୀବନ ଭଲ ହେବ । ଆପଣଙ୍କ କାମ ରେ ବୃଦ୍ଧି ହେବ । ବାଣୀ ଉପରେ ସଂଯମ ରଖନ୍ତୁ । ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ଏହା ଆପଣଙ୍କ ପାଇଁ ବେହତର ହେବ । କୁମ୍ଭ ରାଶିରେ ଶନି ଏବେ ଯାଏଁ 12ତମ ଭାଗରେ ଚାଲୁଥିଲେ । ଯାହା କାରଣରୁ ଖର୍ଚ୍ଚରେ ବୃଦ୍ଧି ହେଉଥିଲା । ରୋଗକୁ ନେଇ ସମସ୍ୟାରେ ଥିଲେ, ଶତ୍ରୁ ବାଧା ସୃଷ୍ଟି କରୁଥିଲେ ଏଥିରୁ ରିହାତି ପାଇବେ । ପଦ ପ୍ରତିଷ୍ଠା ପ୍ରାପ୍ତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କାମ କାର୍ଯ୍ୟରେ ବାଲାନ୍ସ ରହିବ ।

ଯେଉଁ ଲୋକ ସମାଜ ସେବକ, ବଲିଉଡ, ଅଭିନେତା, ରାଜନେତା ଅଛନ୍ତି ସେମାନଙ୍କ ପାଇଁ ଭଲ ସମୟ ଅଛି । ସାମାଜିକ ପ୍ରତିଷ୍ଠା ସ୍ଥାପନ ହେବ । ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ନଚେତ ବିବାଦ ହୋଇପାରେ । ମୀନ ରାଶିର ଲୋକଙ୍କ ପାଇଁ ଶନିଙ୍କ ସାଢେଷାତି ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ହେବ । ଆକସ୍ମିକ ଧନ ଲାଭ ହେବ । ପୂର୍ବରୁ ଆପଣ ଭଲ କାମ କରିଥିଲେ ଶନି ଆପଣଙ୍କୁ ରଙ୍କ ରୁ ରାଜା ବନାଇବେ । ନଚେତ ଆପଣଙ୍କ ଜୀବନରେ ଦୁଷ୍ପରିଣାମ ଭୋଗିବାକୁ ପଡିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *