ବନ୍ଧୁଗଣ ୧୨ ଫେବୃଆରି ଠାରୁ ସୂର୍ଯ୍ୟ ଦେବ ନିଜର ରାଶି ପରିବର୍ତନ କରୁଛନ୍ତି । ସୂର୍ଯ୍ୟ ଦେବ ୧୨ ଫେବୃଆରି ଠାରୁ କୁମ୍ଭ ରାଶିରେ ନିଜର ପୁତ୍ରଙ୍କର ମୂଳ ରାଶିରେ ସଙ୍କ୍ରାନ୍ତି କ୍ରମକୁ ଆଗକୁ ବଢାଇବାରେ ଅଛନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତନ କେଉଁ କେଉଁ ରାଶି ମାନଙ୍କ ଉପରେ ପଡିବ । ଏହି ୫ଟି ରାଶି ଅଛନ୍ତି ଯାହାଙ୍କ ପାଇଁ ସୂର୍ଯ୍ୟଦେବ ଚମତ୍କାରୀ ପ୍ରଭାବ ନେଇ ଆସିଛନ୍ତି । ବନ୍ଧୁଗଣ ସୂର୍ଯ୍ୟ ଦେବ ମକର ରାଶିରୁ କୁମ୍ଭ ରାଶିରେ ଗମନ କରିବା ଫଳରେ ଏହି ୫ ଟି ରାଶିକୁ ପ୍ରଚୁର ଲାଭ ମିଳିବାକୁ ଯାଉଛି । ଏହି ୫ଟି ରାଶି ପାଇଁ ରାଜଯୋଗ ବନିବାକୁ ଯାଉଛି ।
ମେଷ ରାଶି; ଏହି ରାଶିର ଭାଗ୍ୟ ସୂର୍ଯ୍ୟ ଦେବ ଉଦୟ କରିଛନ୍ତି । ତାଙ୍କ ଜୀବନର ସବୁ କଷ୍ଟ ଏବେ ଦୂର ହେବାକୁ ଯାଉଛି । ଏମାନଙ୍କ ଉପରେ ପ୍ରଭୁ ସୂର୍ଯ୍ୟ ଦେବଙ୍କର ଅସୀମ କୃପା ହେବ । ଏମାନଙ୍କ ଜୀବନରେ ଆନନ୍ଦର ଲହଳି ଖେଳି ଉଠିବ ଏହା ସହିତ ତାଙ୍କ ଭାଗ୍ଯର ସାଥ ମିଳିବ । ଆପଣଙ୍କ କ୍ଯାରିୟର ଏବଂ ପ୍ରେମରେ ସଫଳତା ମିଳିବ । ବିଜନେସ କରୁଥିବା ଲୋକ ମାନଙ୍କୁ ଉନ୍ନତି ମିଳିବ । ଆପଣଙ୍କ ଘରେ ଶାନ୍ତି ଆସିବ ।
ମିଥୁନ ରାଶି; ପ୍ରଭୁ ସୂର୍ଯ୍ୟ ଦେବଙ୍କ କୃପାରୁ ମିଥୁନ ରାଶିର ସମୟ ଏବେ ଚମକି ଉଠିବ । ଏହି ରାଶିର ଜୀବନର ସମସ୍ତ କଷ୍ଟ ଦୂର ହେବାକୁ ଯାଉଛି । ଆପଣଙ୍କ ଦ୍ଵାରା ଅନେକ ମହତ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ଆପଣଙ୍କ ଚାକିରି ତଥା ବ୍ୟବସାୟରେ ଅଧିକ ଲାଭ ବାନ ହେବେ । କିଛି ନୂତନ କାର୍ଯ୍ୟ କରିବାକୁ ଯାଉଥିଲେ ଆପଣଙ୍କୁ ପ୍ରଭୁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିବ । ଅବିବାହିତ ଲୋକେ ପ୍ରଭୁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରୁ ବିବାହ ବନ୍ଧନରେ ବାନ୍ଧି ହେବେ । ପରିବାରରେ ସୁଖ ଶାନ୍ତି ବନି ରହିବ ।
କର୍କଟ ରାଶି; ପ୍ରଭୁ ସୂର୍ଯ୍ୟ ଦେବ ଏହି ରାଶିର ଭାଗ୍ୟ ମଧ୍ୟ ଚମକାଇବାକୁ ଯାଉଛନ୍ତି । ତାଙ୍କର କୃପାରୁ ଏହି ରାଶି ମାନଙ୍କୁ ଏଈଶୋର୍ଜ୍ୟ ପ୍ରାପ୍ତି ହେବ । ଏହା ସହିତ ଏହି ରାଶିର ଜୀବନରେ ଆସୁଥିବା ସମସ୍ତ ପ୍ରକାରର କଷ୍ଟ ଏବେ ଦୂର ହେଇଯିବ । ପରିଶ୍ରମ କରୁଥିବା ଲୋକଙ୍କୁ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ । ଏମାନଙ୍କର ସମସ୍ତ ମନ କାମନା ପୂରଣ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ସବୁ ମଜବୁତ ହେବ ।
ତୁଳା ରାଶି; ଏହି ରାଶିରେ ସବୁଠାରୁ ବଡ ରାଜଯୋଗ ହେବାକୁ ଯାଉଛି । ଏହା ଫଳରେ ଆପଣଙ୍କ ଜୀବନରେ ବହୁତ ଖୁସି ଖବର ଆପଣଙ୍କୁ ମିଳିବ । ନିଜର ପତ୍ନୀଙ୍କ ସହିତ ଆପଣଙ୍କ ମନ ମିଶିବ । ସବୁବେଳେ କିଛି ଅଲଗା କରିବାର ଅଭ୍ଯାସ ଆପଣଙ୍କୁ ସଫଳତା ଦେବ । ଆପଣଙ୍କ ଜୀବନର ସବୁ ପ୍ରକାର ଦୁଖର ଅନ୍ତ ଘଟିବ । ଆପଣଙ୍କ ଜୀବନରେ ହେବାକୁ ଯାଉଥିବା ପରିବର୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଶିକ୍ଷା, ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ସଫଳତା ମିଳିବ । ବନ୍ଧୁଗଣ ପରିଶ୍ରମ କରୁଥିବା ଲୋକଙ୍କର କେବେ ହାର ହୁଏନି ଯଦି ଆପଣ ମନ ଲଗାଇ ସମସ୍ତ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ ।
କୁମ୍ଭ ରାଶି; ବନ୍ଧୁଗଣ ସମାଜରେ ଆପଣଙ୍କର ନୂତନ ପ୍ରତିଷ୍ଠା ହେବ । ପାରିବାରିକ କ୍ଷେତ୍ରରେ ମାନ ସନ୍ନମାନ ତଥା ସ୍ନେହ ସମ୍ପର୍କ ବଢିବ । ଯେଉଁ ବ୍ୟବସାୟ କ୍ଷେତ୍ରରେ ଆପଣ ଅର୍ଥ ବ୍ୟୟ କରିବେ ସେଥିରୁ ଆପଣ ୨ ଗୁଣ ଲାଭବାନ ହେବେ । ଏହାଥିଲା ସେହି ଭାଗ୍ୟଶାଳି ୫ଟି ରାଶିର ବିବରଣୀ । ବନ୍ଧୁଗଣ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।