ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ଏହି ରାଶିଙ୍କ ଭାଗ୍ୟ ଚମକିବ- Jyotisha Shastra

ଭଗବାନ ଶିବଙ୍କ ବିଷୟରେ କିଏ ଅବା ଜାଣି ନାହିଁ ଭଗବାନ ଶିବ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ସବୁ କିଛି ଦେଇଥାନ୍ତି କିନ୍ତୁ ଯାହା ଉପରେ ରାଗି ଥାନ୍ତି ତା ଅସ୍ତିତ୍ବ ସମାପ୍ତ କରି ଦେଇଥାନ୍ତି । ନୁଆ ବର୍ଷ ଆସିଛି ସମସ୍ତଙ୍କ ମନରେ ନୁଆ ନୁଆ କାମ କରିବା ପାଇଁ ଓ ଜୀବନକୁ ନୁଆ ଭାବରେ ଦେଖିବା ପାଇଁ ସମୟ ଆସିଛି । ଲୋକେ ନିଜ ବ୍ୟବସାୟ ବଢେଇବା ବିଷୟରେ ଚିନ୍ତା କରୁଛନ୍ତି ନୁଆ ଘର କରିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ଆସନ୍ତୁ ଦେଖିବା ଏହି ଆସନ୍ତା ସମୟ କେଉଁ ରାଶିଙ୍କ ପାଇଁ ଭଲ ଅଟେ ।

ମିଥୁନ ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବହୁତ୍ ଶିଘ୍ର ବହୁତ୍ ସୁଖର ସମୟ ଆସୁଅଛି । ଏହି ରାଶି ମାନଙ୍କୁ ନୂତନ ଜନ ବାହନ ଆଣିବାକୁ ଇଚ୍ଛା ହୋଇପାରେ ଆପଣଙ୍କୁ ଡେରି ନକରି ନୂତନ ବାହନ ଆଣିବା ଉଚିତ୍ ଆପଣଙ୍କ ବହୁତ୍ ଭଲ ସମୟ ଆସିଛି । ଏହି ରାଶି ର ଲୋକମାନେ ଯଦି କାହାକୁ ଭଲ ପାନ୍ତି ତେବେ ଏହି ସମୟ ଆପଣଙ୍କ ଭଲ ପାଇବା ପାଇଁ ବହୁତ୍ ସୁଖମୟ ଅଟେ । ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡ଼ିବ ନାହିଁ ।

ବିଛା ରାଶି :

ଏହି ରାଶି ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ୍ ବଡ ଖୁସି ଖବର ମିଳିବାକୁ ଯାଉଅଛି । ଏହି ରାଶି ଲୋକଙ୍କ ଜୀବନରେ ଯାହା ଅସୁବିଧା ଚାଲୁଥିଲା ତାହା ବହୁତ୍ ଶିଘ୍ର ସମାପ୍ତ ହବାକୁ ଯାଇଛି । ଏହି ରାଶି ଲୋକଙ୍କ ପାଖରେ ହଟାତ ଗୁପ୍ତ ଧନ ମିଳିପାରେ । ଏହି ଭଳି ଲୋକଙ୍କୁ ପ୍ରେମ ହୁଏ ନାହଁ ଯଦି ବା ହୋଇଯାଏ ତେବେ ଜୀବନସାରା ଏକାଠି ରହି ପାରନ୍ତି ନାହିଁ । ଜୀବନରେ ଯାହା ଭଲ ଖରାପ ଘଟିଲେ ମଧ୍ୟ ଏହି ରାଶି ଲୋକେ କେବଳ ନିଜ ବିଷୟରେ ଚିନ୍ତା କରନ୍ତି ।

ମକର ରାଶି :

ଏହି ରାଶି ଲୋକଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିଅଛି । ଏହି ରାଶି ଲୋକଙ୍କ ବିଶେଷ ଯାତ୍ରା ପାଇଁ ଯୋଗ ହେଉଛି । ଯେଉଁ ଲୋକଙ୍କର କୋର୍ଟ ରେ କେସ ଚାଲିଛି ତାଙ୍କର କୋର୍ଟ ନିଷ୍ପତ୍ତି ତାଙ୍କ ଭଲ ପାଈଁ ହବ ଆପଣଙ୍କୁ ଚିନ୍ତା କରିବାର କିଛି ନାଇ । ଏହି ରାଶି ଲୋକଙ୍କ ଜୀବନରେ ଧନର ବର୍ଷା ହବ ଆପଣ ନିଜ ଜୀବନରେ ସବୁକିଛି ପାଇବେ କିନ୍ତୁ ଆପଣଙ୍କୁ ତାହା ପାଇଁ ପରିଶ୍ରମ ମଧ୍ୟ କରିବାକୁ ହବ ।

ସିଂହ ରାଶି

ସିଂହ ରାଶିର ଲୋକମାନେ ନିଜ ପରିଶ୍ରମ ବଳରେ ରହିଥିବା କାର୍ଯ୍ୟକୁ ପୁରା କରିବେ । ଶିବ ପାର୍ବତୀଙ୍କ ଆଶ୍ରୀବାଦରୁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ମିଳିବ । ଛୋଟପିଲାଙ୍କର ସବୁଚିନ୍ତା ଦୂର ହେଇଯିବ । ପରିବାରରେ ଶାନ୍ତି ରହିବ । ବୈବାହିକ ଜୀବନରେ ଖଟା ମିଠା ଝଗଡା ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କର ସବୁ କ୍ଷେତ୍ରରେ ଶୁଭ ଫଳ ମିଳିବାର ଯୋଗ  ରହୁଛି । ଶିବ ପାର୍ବତିଙ୍କ ଆଶ୍ରୀବଦାରୁ ଭୌତିକ ସୁଖ ପ୍ରାପ୍ତି ହବ । ପରିବାରରେ ଖୁସି ରହିବ । ପ୍ରେମ ଜୀବନରେ ଆପଣଙ୍କୁ ଭଲ ଲାଭ ମିଳିବ । ଅବିବାହିତ ଲୋକଙ୍କ ବିବାହର କଥା ଆଗକୁ ବଢିପାରେ । କେଉଁ ଯାତ୍ରାରେ ଆପଣଙ୍କୁ ଭଲ ଲାଭ ମିଳିବ । ବଡ ବୁଢାମାନଙ୍କର କଥା ଆପଣଙ୍କ ପାଇଁ ଫାଇଦା ହେବ ।

Leave a Reply

Your email address will not be published. Required fields are marked *