Weather Report: ଆଜିଠୁ ପୁଣି ହେବ ପ୍ରବଳ ବର୍ଷା! ଏହି 9ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ନମସ୍କାର ବନ୍ଧୁଗଣ । ଅପାନ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବେ ବର୍ଷା ହେବା ଯୋଗୁ ସାରା ରାଜ୍ୟ ରେ ଜଣ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲା । ଏହା ପରେ ବର୍ଷାର ପରିମାଣ ଶେଷ ହେବା ପରେ ଶିତ ର ପ୍ରକୋପ ତୀବ୍ର ଭାବେ ଦେଖା ଯାଇଥିଲା । ଏବେ ପୁଣି କୋହଳ ସାଙ୍ଗକୁ ବର୍ଷା ପୁଣି ଥରେ ଆରମ୍ଭ ହୋଇଛି । ଏଥର ଉତ୍ତର ଓ ପୂର୍ବ ଓଡିଶାର କିଛି ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ଅନ୍ୟ ପକ୍ଷ ରେ ଘଡଘଡି ସହ ବଜ୍ରପାତ୍ର ର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବର୍ଷା ଓ ଘଡଘଡି ଦେଖି ୯ଟି ଜିଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଢେଙ୍କାନାଳ, ଯାଜପୁର, କେଉଁଝର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଙ୍ଘପୁର ।

ଏହି ୯ଟି ଜିଲାର ଗୋଟିଏ ବା ଦୁଇ ଟି ସ୍ଥାନରେ ଅଧିକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଦକ୍ଷିଣ ଓଡିଶାର କିଛି ସ୍ଥାନ ରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି ।

ଅନ୍ୟ ପକ୍ଷ ରେ ଉପକୂଳ ଓଡିଶାର କିଛି ଜିଲା ଗୁଡିକରେ ରାତିରୁ ବର୍ଷା ହୋଇଥିବା ସୂଚନା ରହିଛି । ତେବେ କିଛି ଦିନର ଶିତ ପରେ ଏବେ କୋହଲା ପାଗକୁ ପୁଣି ଥରେ ବର୍ଷା ଦେଖା ଯାଇଛି । ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ମଧ୍ୟ ସତର୍କ ସୂଚନା ଜାରି ହୋଇଛି । ଏହା ସହ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳି ମାନଙ୍କୁ ସତର୍କ କରା ଯାଇଛି ।

ତେବେ ଘଡଘଡି ସହ ବଜ୍ରପାତ ହେବାର ଯେଉଁ ଆଶଙ୍କା କରା ଯାଇଛି ତାହାକୁ ନେଇ ମଧ୍ୟ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି । ତେବେ ବର୍ଷା ବାରମ୍ବାର ହେବା କାରଣରୁ ଶିତ ର ପ୍ରକୋପ ଅଧିକ ହେବାରେ ଲାଗିଛି । ତେବେ ବର୍ଷା କେତେ ଦିନ ହେବ ତାହା ନେଇ ପାଣିପାଗ ବିଭାଗ ପକ୍ଷ ରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *