ଆଜି ଭାରି ମନେ ପଡ଼ୁଛନ୍ତି Arindam Das, ଥିଲେ ଜୀବନକୁ ବାଜି ଲଗାଇ କରିଥାନ୍ତେ ଗ୍ରାଉନ୍ଡଜିରୋରୁ ବାତ୍ୟାର ସୁଟିଙ୍ଗ

ଜଣେ ମି-ଡି-ଆ କର୍ମୀ ଅର୍ଥାତ ସା-ମ୍ବା-ଦି-କ ସବୁବେଳେ ସମସ୍ତ ପ୍ରକାରର ଖ-ବ-ର-କୁ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତତ୍ପର ଥାନ୍ତି । ଏଥିପାଇଁ ସେମାନେ ନାନା ବା-ଧା ବି-ଘ୍ନ-ର ବି ସାମ୍ନା କରିଥାନ୍ତି । ସେମାନେ ନିଜର ଜୀବନକୁ ମଧ୍ୟ ବା-ଜି ଲଗାଇ ଦିଅନ୍ତି । ଖରା, ବର୍ଷା ଶୀତକୁ ଖାତିର ନ କରି ଜଣେ ସାମ୍ବାଦିକ ସବୁବେଳେ ଖ-ବ-ର ଉପରେ ହିଁ ନଜର ରଖିଥାଏ । ବେଳେ ବେଳେ ସା-ମ୍ବା-ଦି-କ-ମା-ନେ ଏହିଭଳି ସ୍ଥାନକୁ ବି ଚା-ଲି ଯାଆନ୍ତି ଯେଉଁଠି ଜଣେ ସାଧାରଣ ଲୋକ ବି ଯିବାକୁ ଭ-ୟ କରିଥାଏ ।

ବହୁତ ବିପଦ ପୂର୍ଣ ସ୍ଥାନରେ ଓ ଯୁ-ଧ୍ୟ କ୍ଷେ-ତ୍ର-ରେ ବି ସାମ୍ବାଦିକମାନେ ନିଜ ଜୀବନ ପ୍ରତି ଭ-ୟ ଥାଇ ମଧ୍ୟ ସେମାନେ ସେଠି ଯାଇ ରି-ପୋ-ର୍ଟି-ଙ୍ଗ କରିଥାନ୍ତି । ଏମାନଙ୍କର ସାହସିକତା ବହୁତ ହିଁ ପ୍ର-ଶଂ-ସ-ନୀ-ୟ- ଅଟେ । ସାହାସ ଦେଖାଇବା ଉଚିତ କିନ୍ତୁ ଅତ୍ୟଧିକ ସାହାସ ଦେଖାଇବା ଭୁଲ ।

ଅରିନ୍ଦମ ଦାସଙ୍କ ବିଷୟରେ ଯଦି କହିବା ତେବେ ସେ ଓଡିଶା ଗଣମାଧ୍ୟମ ଜଗତର ଜଣେ ଜଣା ଶୁଣା ସାମ୍ବାଦିକ ଥିଲେ । ବା-ତ୍ୟା ଓ ବ-ନ୍ୟା ଭଳି ସ୍ଥିତିରେ ସେ ସବୁବେଳେ ଖବର ଦେଖାଇବା ପାଇଁ ଆଗଭର ରହିଥାନ୍ତି । ଆଜି ଯେଉଁ ବା-ତ୍ୟା ହୋଇଛି ତେବେ ଆପଣ ନିଶ୍ଚିତ ଭାବରେ ଅରିନ୍ଦମଙ୍କୁ କୌଣସି ସମୁଦ୍ର କୂଳରେ, ଗଛ ପାଖରେ କିମ୍ବା ଗାଁ ମଝିରେ ଦେଖି ପାରି ଥାନ୍ତେ । ସେ ସମସ୍ତ ପରିସ୍ଥିତିର ସାମ୍ନା କରି ନିଶ୍ଚିତ ଭାବରେ ଖ-ବ-ର ସଂଗ୍ରହ କରୁଥିଲେ ।

ସେ ନଦୀର ବ-ନ୍ୟା ପାଣିରେ ପଶି ମଧ୍ୟ ଖ-ବ-ର ଦେଉଥିଲେ ଦର୍ଶକମାନଙ୍କୁ । କିନ୍ତୁ କିଛି ଦିନ ତଳେ ସେ ଖ-ବ-ର ଦେବାକୁ ଯାଇ ନିଜେ ଖ-ବ-ର ହୋଇଗଲେ । କଟକର ମୁଣ୍ଡୁଳି ବ୍ରିଜ ନିକଟରେ ଫ-ସି ରହିଥିବା ହାତୀର ଉ-ଦ୍ଧା-ର ଖ-ବ-ର ଦେବା ସମୟରେ ବୋ-ର୍ଟ ଟି ଓଲଟି ଯିବାରୁ ODRF ଟିମ ସହ ତାଙ୍କର ସହଯୋଗୀ ଓ ସେ ପାଣିରେ ବୁଡି ଯାଇ ଥିଲେ । କିନ୍ତୁ କିଛି ସମୟ ପରେ ସେ ପାଣିରେ ଭାସୁ ଥିବାର ଦେଖି ତାଙ୍କୁ ବହୁତ କ-ଷ୍ଟ-ରେ କୂଳକୁ ଆଣି ସଙ୍ଗେ ସଙ୍ଗେ କଟକର ବଡ ମେଡିକାଲରେ ଭ-ର୍ତ୍ତି କରାଯାଇ ଥିଲା ।

କିନ୍ତୁ ସେଠି ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଏହିଭଳି ଭାବରେ ଓଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ–କା-ଳ ବି-ୟୋ-ଗ- ହୋଇଥିଲା । ଶୁକ୍ରବାର ଦିନ ଅରିନ୍ଦମ ନିଜର ପ୍ରା-ଣ ହରାଇଛନ୍ତି । ସେ ଓଟିଭିର ଜଣେ ଆଗ ଧାଡିର ମୁଖ୍ୟ ସାମ୍ବାଦିକ ଥିଲେ । ସେ ବା-ତ୍ୟା କିମ୍ବା ବ-[ନ୍ୟା ସବୁ ପରିସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ରହି ଭିଡିଓ ଶୁ-ଟି-ଙ୍ଗ କରନ୍ତି ଓ କେତେକ କ୍ଷେତ୍ରରେ ଲା-ଇ-ଭ ମଧ୍ୟ କରିଥାନ୍ତି ।

ଆଜି ଯଦି ଅରିନ୍ଦମ ଦାସ ବଞ୍ଚିଥାନ୍ତେ ତେବେ ସେ ଆଜି ଯେଉଁ ବା-ତ୍ୟା ହୋଇଛି ତାହାର ବି ରି-ପୋ-ର୍ଟି-ଙ୍ଗ- କରିଥାନ୍ତେ । ଆଜିର ବା-ତ୍ୟା କଥାକୁ ନେଇ ସେ ବହୁତ ମନେ ପଡ଼ୁଛନ୍ତି ଓ ତାଙ୍କର ପୁରୁଣା ବା-ତ୍ୟା ରି-ପୋ-ର୍ଟି-ଙ୍ଗ କଥା ବି ମନେ ପଡୁଛି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଜି ଅରିନ୍ଦମ ଦାସ ଆଉ ଆମ ଗହଣରେ ନାହାନ୍ତି ।

Leave a Reply

Your email address will not be published. Required fields are marked *