2 ଦିନ ସାରା ଦେଶରେ ସମସ୍ତ Bank ରହିବ ବନ୍ଦ, କେବେ ଓ କାହିଁକି ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ବିଭିନ୍ନ ପ୍ରକାର ବ୍ଯାଙ୍କ ରହିଛି । ବ୍ଯାଙ୍କ ମାହଦ୍ଯମରେ ଗ୍ରାହକ ମାନେ ନିଜର ଟଙ୍କା ସଞ୍ଚୟ କରିବା ପାଇଁ ସକ୍ଷମ ହୋଇଥାନ୍ତି । ଏହା ସହ ବ୍ଯାଙ୍କ ଦ୍ଵାରା ପ୍ରଦାନ କରା ଯାଉଥିବା ଅନେକ ସୁବିଧା ମଧ୍ୟ ଗ୍ରାହକ ମାନେ ପାଇ ପାରିଥାନ୍ତି । ଯେଉଁଥିରେ ଗ୍ରାହକ ମାନେ ଉପକୃତ ହୋଇଥାନ୍ତି । ବ୍ଯାଙ୍କ ର ଟଙ୍କା ଉତନ ଠାରୁ ଆରମ୍ଭ କରି ଟଙ୍କା ଡିପୋଜିତ କରିବା ବା ଏଟିଏମ ଭଳି ସୁବିଧା ଗ୍ରାହକ ମାନେ ସହଜରେ ପାଇ ପାରନ୍ତି ।

ବ୍ଯାଙ୍କରେ ଜମାକାରୀ ମାନେ ଆକାଉଣ୍ଟ ଖୋଲି ନିଜର ଟଙ୍କା ଧିକ ଦିନ ଯାଏଁ ଜମା କରିଥାନ୍ତି । କିନ୍ତୁ ଅନେକ ସମୟରେ ବ୍ଯାଙ୍କ ଦ୍ଵାରା ଏମିତି କିଛି ନିସ୍ପତି ନିଆଯାଏ ଯାହା ପାଇଁ ବ୍ଯାଙ୍କ ବନ୍ଦ ରଖାଯାଏ । ତେବେ ବର୍ତ୍ତମାନର ବଡ ଖବର ହେଉଛି ବ୍ଯାଙ୍କ ଘରୋଇ କାରଣ ନିସ୍ପତିକୁ ବିରୋଧ କରା ଯାଇଛି । ସରକାରଙ୍କ ଏହି ନିସ୍ପତି ବିରୁଦ୍ଧରେ ଆଜି ଓ ଆସନ୍ତା କାଲି ପାଇଁ ଦୁଇ ଦିନ ଧର୍ମଘାଟ ର ଡାକରା ଦେଇଛି ୟୁନାଟେଡ ଫର୍ମ ଅଫ ବ୍ଯାଙ୍କ ୟୁନିୟନ୍ସ ।

ଏ ଦୁଇ ଦିନ ଦେଶରେ ସବୁ ବ୍ଯାଙ୍କ ବନ୍ଦ ରଖିବାକୁ ନିସ୍ପତି ନିଆ ଯାଇଛି । ବ୍ଯାଙ୍କ ଘରୋଇ କାରଣ ନିସ୍ପତି ସହିତ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ ୨୦୨୧ ଠାରୁ ମଧ୍ୟ ବିରୋଧ କରା ଯାଇଛି । ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ବ୍ଯାଙ୍କ ବନ୍ଦ ରହିବ ବୋଲି ଡାକରା ଦିଆ ଯାଇଛି । ବ୍ଯାଙ୍କ ଅଧିକାରୀ ମାନେ ଆଜି ସରକାର ସହ କଥାବାର୍ତ୍ତା ହେବାର ଥିଲା । ଆଡିସ୍ନାଲ, ସିଏସସି ଙ୍କ କଥାବାର୍ତ୍ତା ଥିଲା । କନ୍ସିଲେସନ ମିଟିଂ ଆଜି ଫେଲ ହୋଇଛି ।

ଯାହା ପାଇଁ ବ୍ଯାଙ୍କ ଅଧିକାରୀ ମାନେ ଷ୍ଟ୍ରାଇକ କରିବା ପାଇଁ ନିସ୍ପତି ନେଇଥାନ୍ତି । ତେବେ ବ୍ଯାଙ୍କ ବନ୍ଦ ହେବା କାରଣରୁ ସାଧାରଣ ଜନତା ମାନେ ଅନେକ ଅସୁବିଧାର ସମୁଖିନ୍ନ ହୋଇ ପାରନ୍ତି । ତେବେ ଏହି ଦୁଇ ଦିନିଆ ଧର୍ମଘଟ ସରକାର ଙ୍କ ଉପରେ କେଉଁ ଭଳି ପ୍ରଭାବ ପକାଉଛି ତାହା ଦେଖିବାର ଅଛି । ଲୋକ ମାନେ ନିଜର ଟଙ୍କା ଲେନଦେନ କାରୋବାର ରେ ବ୍ଯାଙ୍କ ବନ୍ଦ ହେବା କାରଣରୁ ବାଧା ସୃଷ୍ଟି ହୋଇପାରେ ବୋଲି କୁହା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *