ଜୁଆଣୀର ପାଣି ସକାଳୁ ସକାଳୁ ପିଇବା ଦ୍ଵାରା ଯାହା ହେବ ଜାଣି ଆପଣ ବିଶ୍ଵାସ କରି ପାରିବେନି- Health Tips

ଆଜିକାଲି ଆପଣ ଯାହା ପାଖକୁ ବି ଯିବେ ସେ ଆପଣଙ୍କୁ କହିବ କି ତାକୁ କିଛି ନା କିଛି ରୋଗ ଅଛି । କିନ୍ତୁ ଆୟୁର୍ବେଦ ଅନୁସାରେ ମନୁଷ୍ୟ ଶରୀରରେ କେବଳ ୩ ଟି ଦୋଷ ଅଛି ଯାହା ଭିତରେ ସବୁ ରୋଗ ଆସିଥାଏ । ବାତ, ପିତ୍ତ ଓ କଫ । ଯଦି ଏହି ସବୁ ଆପଣଙ୍କ ଶରୀରରେ ବଢି ଯାଇଛି ତେବେ ଆପଣଙ୍କୁ କିଛି ବି ରୋଗ ହୋଇପାରେ । କିନ୍ତୁ ଆଜିର ମେଡିକାଲ ବିଜ୍ଞାନ ବିଷୟରେ କହିବୁ ତେବେ ଆଜି ସବୁ ରୋଗର ଚିକିତ୍ସା ଅଲଗା ରୂପରେ ହୋଇଥାଏ ।

ଯଦି ଆପଣଙ୍କୁ କ୍ୟାନ୍ସର ଅଛି ତେବେ ଏହାର ଚିକିତ୍ସା ଅଲଗା ହେବ, ଯଦି ଆପଣଙ୍କର ଡାଏବେଟିସ ଅଛି ତେବେ ଏହାର ଚିକିତ୍ସା ଅଲଗା ହେବ । କିନ୍ତୁ ଆୟୁର୍ବେଦ ଅନୁସାରେ ଯଦି ଆପଣ ବାତ, ପିତ୍ତ ଓ କଫକୁ ବାଲାନ୍ସ କରି ନେଉଛନ୍ତି ତେବେ ଆପଣଙ୍କ ପୁରା ଶରୀରର ବାଲାନ୍ସରେ ଆସିଯିବ ।

ଆପଣଙ୍କ ସବୁ ରୋଗ ଭଲ ହୋଇଯିବ । ଆଜି ଆମେ ଆପଣଙ୍କୁ ପିତ୍ତ ଦୋଷ ବିଷୟରେ କହିବୁ ଓ ଏହାର ଚିକିତ୍ସା ବିଷୟରେ ବି କହିବୁ । ପିତ୍ତ ଦୋଷକୁ ଆପଣ ସରଲ ଭାଷାରେ ଏସିଡିଟି କହି ପାରିବେ । ଆଜିକାଲି ପ୍ରାୟତଃ ସମସ୍ତ କୁହନ୍ତି କି ତାଙ୍କ ଶରୀରରେ ଏସଡିଟି ଅଛି ।

ଏସଡିଟି ଅଛି ଏହାର ଅର୍ଥ ଆପଣଙ୍କ ପିତ୍ତ ବଢି ଯାଇଛି । ଆପଣ ଏସିଡିଟିର ଚିକିତ୍ସା କରନ୍ତୁ ନାହିଁ କି ରୋଗ ଗୁଡିକ । କହିବାକୁ ଗଲେ ଏସଡି ଜିନିଷ ସବୁ ଖାଇବା ଦ୍ଵାରା ଏସଡିଟି ହୋଇଥାଏ । ଯଦି ଏସଡିଟି ଅଛି ତେବେ ଆପଣ କେମିତି ଜାଣିବେ ।

ଆପଣଙ୍କୁ ଶରୀରରୁ ଅଧିକ ଝାଳ ବାହାରୁଛି, ରାଗ ଲାଗୁଛି, ପରିସ୍ରା ହଳଦିଆ ହେବା, ଶରୀରରୁ ଦୁର୍ଗନ୍ଧ ଆସିବା, ଆପଣଙ୍କୁ ଅଧିକ ରାଗ ଲାଗିବା । ଏହି ସବୁ ଲକ୍ଷଣର ଅର୍ଥ ଆପଣଙ୍କ ପିତ୍ତ ଦୋଷ ବଢିଛି । ଏହି ଦୋଷ କାରଣରୁ ଆପଣଙ୍କୁ ଚର୍ମ ସମ୍ବନ୍ଧିତ ରୋଗ, କିଡନୀରେ ଷ୍ଟୋନ, କ୍ୟାନ୍ସର, ଜଣ୍ଡିସ, ହାଇ ବ୍ଲଡ ପ୍ରେସର ହୋଇଥାଏ । ଅଜୱାଇନ ଏହି ପିତ୍ତ ଦୋଷକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ ।

ଦ୍ଵିପହର ଖାଦ୍ୟରେ ଯଦି ଆପଣ ଅଜୱାଇନ ଦେଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ପିତ୍ତ ଦୋଷ ବାଲାନ୍ସ ରହିବ । ଆପଣ ରାତିରେ ଗୋଟିଏ ଚାମଚ ଅଜୱାଇନ ପାଣିରେ ଦେଇ ରଖି ଦିଅନ୍ତୁ । ସକାଳୁ ଉଠିବା ପରେ ବାସୀ ମୁହଁରେ ଅଜୱାଇନର ପାଣି ସେବନ କରନ୍ତୁ ।

ଏହା ଆପଣଙ୍କ ଶରୀରରେ ପିତ୍ତ ଦୋଷକୁ କଣ୍ଟ୍ରୋଲ କରିବ । ଅଜୱାଇନର ପାଣି ପିଇବା ଦ୍ଵାରା ଆପଣଙ୍କର ଡାଏବେଟିସ, ଥାଇରଡ, ଚର୍ମ ସମ୍ବନ୍ଧିତ ରୋଗ ଭଲ ହୋଇଯିବ । ଝାଳ ଅଧିକ ବାହାରିବା ବନ୍ଦ ହୋଇଯିବ । ଆପଣ ଅଧିକ ରାଗିବେ ନାହିଁ । ଜଣ୍ଡିସ, କ୍ୟାନ୍ସର ଓ ବ୍ଲଡ ପ୍ରେସର ଭଳି ରୋଗ ବି ଭଲ ହୋଇଯିବ । ଆହୁରି ବହୁତ ରୋଗ ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *