ପୁଣି ଫିଲ୍ମ ଜଗତରେ ଖେଳିଗଲା ଦୁଃଖର ଲହରୀ, ଏହି ବରିଷ୍ଠ ଅଭିନେତାଙ୍କର ହେଲା ଦେ-ହା-ନ୍ତ

ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ ଓ ମହାନ ଅଭିନେତା ଓ ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ଓ ଅନ୍ୟ କେତେକ ଦେଶରେ ବି ନିଜର ନାଁ କରିଛନ୍ତି । ଯେଉଁମାନଙ୍କ ପାଇଁ ଆମେ ସମସ୍ତେ ଆଜି ବହୁତ ଗର୍ବିତ ବି ଅନୁଭବ କରୁଛୁ । କହିବାକୁ ଗଲେ ଏହି ମହାନ କଳାକାରମାନେ ନିଜର କଳା ମାଧ୍ୟମରେ ସମସ୍ତଙ୍କ ମନକୁ ମୋହିତ କରି ରଖିଥାନ୍ତି ।

ଓଡିଆ ଇଣ୍ଡଷ୍ଟ୍ରିରେ ଏମାନଙ୍କର ବହୁତ ମାନ ସମ୍ମାନ ମଧ୍ୟ କରାଯାଏ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ କଳାକାରଙ୍କ ବିଷୟରେ କହିବୁ । ଯିଏକି ଓଡିଶାରେ ବିଶେଷ କରି ପଶ୍ଚିମ ଓଡିଶାର ସମସ୍ତ ଓଡିଆକୁ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖିଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର କଥା ହେଉଛି କି ଆଜି ସେ ଆମ ଗହଣରେ ନାହାନ୍ତି । କିଛି ସମୟ ପୂର୍ବେ ହିଁ ତାଙ୍କର ବିୟୋଗର ଖବର ସାମ୍ନାକୁ ଆସିଛି । ଯାହାକି ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖ ଦାୟକ ଖବର ଅଟେ ।

କହିଦେଉଛୁ କି ସେ ମହାନ କଳାକାରଙ୍କ ନାଁ ଅଟଳବିହାରି ପଣ୍ଡା ଅଟେ । ଯିଏକି ପଶ୍ଚିମ ଓଡିଶାରେ ବହୁତ ପ୍ରସିଦ୍ଧ କଳାକାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଅଟଳବିହାରି ପଣ୍ଡା ସଲାବେଳରେ ଅଭିନୟ କରି ଘରେ ଘରେ ପରଚିତ ହୌଥିଲେ । ସେଥିପାଇଁ ଅଟଳବିହାରି ପଣ୍ଡା ସଲାବେଳ ନାଁରେ ବି ବହୁତ ଜଣାଶୁଣା ଅଟନ୍ତି ।

କେବଳ ଓଡିଶାରେ ନୁହେଁ ସେ ଦେଶ ବିଦେଶରେ ବି ନିଜର ଅଭିନୟ ପାଇଁ ବହୁତ ସମ୍ମାନିତ ମଧ୍ୟ ହୋଇଛନ୍ତି ଓ ବହୁତ ପୁରଷ୍କାର ମଧ୍ୟ ତାଙ୍କୁ ଦିଆଯାଇଛି । ୯୨ ବୟସରେ ଅଟଳବିହାରି ପଣ୍ଡାଙ୍କ ଦେ-ହା-ନ୍ତ ହୋଇଛି । କିଛି ଦିନ ପୂର୍ବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେ ବୁର୍ଲାର ଭୀମସାରରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସେ ଦେ-ହ-ତ୍ୟା-ଗ କରିଛନ୍ତି । ପଶ୍ଚିମ ଓଡିଶାର ୧୦୦ରୁ ଅଧିକ ମଞ୍ଚରେ ନାଟକ କରି ସେ ଲୋକମାନଙ୍କ ନିଜ ଅଭିନୟରେ ବାନ୍ଧି ରଖିଥିଲେ ।

ଲୋକମାନେ ବି ତାଙ୍କର ଅଭିନୟକୁ ବହୁତ ପସନ୍ଦ ବି କରୁଥିଲେ । ଏହା ଛଡା ଲୋକମାନେ ବି ସଲାବେଳ ବ ଅଟଳବିହାରି ପଣ୍ଡାଙ୍କୁ ବହୁତ ଭଲ ପାଉଥିଲେ । କେବଳ ଅଭିନୟ ନୁହେଁ ସେ ଏହା ଛଡା କେତେକ ନାଟକ ଓ ଗଳ୍ପ ବି ଲେଖିଛନ୍ତି । ତାଙ୍କ ଦ୍ଵାରା ରଚିତ ସମସ୍ତ ନାଟକ ଓ ଗଳ୍ପ ଲୋକମାନଙ୍କ ଦ୍ଵାରା ବହୁତ ଭଲ ପାଇବା ବି ମିଳିଥାଏ । ଏମିତିରେ ଅଟଳବିହାରି ପଣ୍ଡାଙ୍କ ବିୟୋଗ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ଆଜି ଏକ ମହାନ କଳାକାରଙ୍କୁ ହରାଇଦେଇଛି ।

ଯାହାର ପୂରଣ ଆଉ କେହି ବି କରି ପାରିବେ ନାହିଁ । ତାଙ୍କର ବିୟୋଗ ଖବର ଆସିବା ପରେ ଓଡିଆ ଇଣ୍ଡଷ୍ଟ୍ରିର କେତେକ କଳାକାର ସୋସିଆଲ ମିଡିଆରେ ଅଟଳବିହାରି ପଣ୍ଡାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛନ୍ତି ଓ ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା ବି କରୁଛନ୍ତି ।

Leave a Reply

Your email address will not be published. Required fields are marked *