ପୁଣି ଆସିଲା ବଡ ଦୁଃଖ ଖବର…. ଚାଲିଗଲେ “ରାମାୟଣ” ସିରିଏଲର ଏହି ବରିଷ୍ଠ କଳାକାର, ଶୋକରେ ସାରା Bollywood

ନମସ୍କାର ବନ୍ଧୁଗଣ । ଆପଣ ମାନେ ନ୍ୟା-ସ-ନା-ଲ ଟି-ଭି ରେ ପ୍ରସାରିତ ହୋଇଥିବା ପପୁଲାର ସିରିଏଲ” ରାମାୟଣ” ନିଶ୍ଚୟ ଦେଖିଥିବେ । ଏହି ସୋ ରେ ଅଭିନୟ କରିଥିବା ସମସ୍ତ ଚରିତ୍ର ନିଜ ନିଜର ଭୂମିକାରେ ବେଶ ନିଖୁଣ ଭାବେ ନି-ଭା-ଇ-ଥି-ଲେ । ଏହି ସୋ ରେ କଳାକାର ମାନେ ଏତେ ସୁନ୍ଦର ଅଭିନୟ କରିଥିଲେ ଯେ ଆଜି ବି ଦର୍ଶକ ମାନେ ଏହାକୁ ମନେ ରଖିଛନ୍ତି । ବର୍ତ୍ତମାନର ବଡ ଖବର ଆସି ପହଞ୍ଚିଛି ଯେ “ରାମାୟଣ” ସୋ ରେ ଅଭିନୟ କରୁଥିବା ରାବଣ ଭୂମିକାରେ କଳାକାରଙ୍କର ପ-ର-ଲୋ-କ ଘଟିଛି । ଏହି ସୋ ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ରିୟଲ ନାଁ ହେଉଛି ଅରବିନ୍ଦ ତ୍ରିବେଦୀ ।

ତେବେ ତାଙ୍କର ହୃ-ଦ-ଘା-ତ ରେ ମୃ-ତ୍ୟୁ ହୋଇଥିବା ସୂ-ଚ-ନା ମିଳିଛି । “ରାମାୟଣ” ସିରିଏଲରେ ରାବଣ ଚରିତ୍ରରେ ବରିଷ୍ଠ କଳାକରା ଭାବେ ଅଭିନେତା ଅରବିନ୍ଦ ତ୍ରିବେଦୀ ବେଶ ସୁନ୍ଦର ଅଭିନୟ କରିଥିଲେ । ମାତ୍ର ୮୨ ବର୍ଷ ବୟସରେ ତାଙ୍କର ହୃ-ଦ-ଘା-ତ ରେ ମୃ-ତ୍ୟୁ ହୋଇଛି ବୋଲି ସୂ-ଚ-ନା ମିଳିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଓ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଅନେକ ଚେଷ୍ଟା ଓ ଉଦ୍ୟମ ସତ୍ବେ ତାଙ୍କର ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ନି-ଧ-ନ ହୋଇଛି । ତାଙ୍କର ପ-ର-ଲୋ-କ ଘଟିଥିବା କଥା ତାଙ୍କର ଭଣଜା କୋସ୍ତୁକ ତ୍ରିବେଦୀ ସୂଚନା ଦେଇଛନ୍ତି ।

୮୦ ଦଶକରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ “ରାମାୟଣ” ସିରିଏଲରେ ରାବଣ ଚରିତ୍ରରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଅଭିନୟ ଆଜି ବି ଦର୍ଶକ ମାନଙ୍କ ହୃଦୟରେ ତାଜା ହୋଇ ରହିଛି । ମଧ୍ୟ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଅରବିନ୍ଦ ଗୁଜୁରାତି ରଙ୍ଗ ମଞ୍ଚରୁ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଛୋଟ ପରଦାରେ ପ୍ରାୟ ୪୦ ବର୍ଷ ଧରି ନିଜର ଯୋଗ ଦାନ ଦେଇଥିବା ଏହି ବରିଷ୍ଠ କଳାକାର ଅରବିନ୍ଦ ତ୍ରିବେଦୀ ଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରା ଯାଇଛି । ସେ ୩୦୦ରୁ ଉର୍ଦ୍ଧ ଭାଷାରେ ସିନେମା ଓ ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

ତାଙ୍କର ଦମଦାର ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଛାପ ଛାଡିଥିଲେ । ୧୯୯୧ ମସିହାରୁ ୧୯୯୬ ମସିହା ଯାଏଁ ସେ ରାଜନୀତି କ୍ଷେତ୍ର ରେ ସକ୍ରିୟ ରହିଥିଲେ । ତେବେ ତାଙ୍କର ଦେ-ହା–ନ୍ତ ହେବା ଯୋଗୁ କଳା ଜଗତରେ ଶୋ-କ-ର ଛା-ୟା ଖେଳି ଯାଇଛି । ତାଙ୍କର ଅଭିନୟ ଲାଇଫ ବେଶ ସଂ-ଘ-ର୍ଷ ମୟ ଥିଲା । ଏହା ସତ୍ବେ ବି ସେ ତାଙ୍କ ଜୀବନରେ ଅନେକ ବଡ ବଡ ସଫଳତା ହାସଲ କରିବାରେ ସଫଳ ହୋକିହନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *