ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କହିବି ସେହି ମାମଲା ବିଷୟାରେ ଯାହା ୨୦୦୦୯ରେ ରାଜଧାନୀରେ ଅଞ୍ଜନା ଗଣଦୁଷ୍କର୍ମ ମାମଲା ଯାହା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ମାମଲାରେ ଆଜି ପୋଲିସକୁ ସଫଳତା ମିଳିଛି କି ଦୁଇ ଦିନ ତଳେ ଅଭିଯୁକ୍ତ ବାଜିଆକୁ ପୋଲିସ ଆରେଷ୍ଟ କରିଛି । ଜଣଙ୍କର ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଜେଲରୁ ସଜା କାଟି ଆସିଛନ୍ତି । ତେବେ ସେଦିନର ଘଟଣା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଅଞ୍ଜନାଙ୍କ ସ୍ଵାମୀ ରଘୁ ଘରୋଇ ସଂସ୍ଥାରେ ସିକ୍ଯୁରିଟିରେ କାମ କରନ୍ତି ଓ ସେମାନେ ଦୁହେଁ ଗୋଟେ ଜାଗାରେ ରହୁଥିଲେ । ରଘୁ ନ ଥିବା ଅବସ୍ଥାରେ ଅଞ୍ଜନା ସୋଇଥିବା ସମୟରେ ରାତି ୧୨ଟାରେ ବାଜିଆ, ରବି, ବାବୁଲ ଘରକୁ ଆସି ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏହି ବିଭଶ୍ଚ ଘଟଣା ୧୩ ବର୍ଷ ବିତିବା ପରେ ପୋଲି ବାଜିଆକୁ ଗିରଫ କରିଛି । ଏନେଇ ଅଞ୍ଜନା ଗଣମାଧ୍ୟମକୁ କହିଛନ୍ତି କି “ମୋତେ ୩ ଜଣ ଦୁର୍ବୁତ୍ତ ଟେକି ନେଇ ଗଣଦୁଷ୍କର୍ମ କରିଲେ ।
ମୁଁ ମନା କରିଲା ପରେ ବି ସେମାନେ ମୋତେ ବାଡାବାଡି କରିଛନ୍ତି । ସେଦିନର ବହୁତ କଷ୍ଟ ହୋଇଥିଲା କି ମୁଁ ବେହୋସ ହୋଇ ଯାଇଥିଲି ରକ୍ତ ବାନ୍ତି ମଧ୍ୟ ହୋଇଯାଇଥିଲା । ଘରଭଡା ମୋତେ ମିଳେ ନାହି କାରଣ ମୋତେ ଦୁର୍ବୁର୍ତ୍ତ ମାନେ ଦୁଷ୍କର୍ମ କରିଥିଲେ ବୋଲି ଲୋକେ କୁହନ୍ତି । ମୋ ଆଖିର ଲୁହ ଦୀର୍ଘ ୧୩ ବର୍ଷ ପରେ ଶୁଖିଛି କାରଣ ଆଜି ଦୋଷୀକୁ ଦଣ୍ଡ ମିଳୁଛି । ଭଗବାନ ଜାଣନ୍ତି ମୋ ଦୁଖ . ଦୁର୍ବୁର୍ତ୍ତଙ୍କ ମଧ୍ୟରୁ ଜଣେ ମରିଯାଇଛି ଆଉ ଜଣେ ଧରା ପଡିବ ବୋଲି ମୁଁ କେବେ ଭାବି ନ ଥିଲି ।
ସ୍ଵାମୀ ପୁରୀ ଯାଇଥିବା ବେଳେ ଅଞ୍ଜନାଙ୍କ ସହ ଏମିତି କରିଥିଲେ ୩ ଜଣ ଦୁର୍ବୁତ୍ତ । ଗାଁରେ ବହୁତ ଲୋକ ବହୁତ କଥା କହିଛନ୍ତି ମୁଁ ଜୀବନ ହାରି ଦେବୀ ବୋଲି ଭାବିଥିଲି । ଆଜି ମୁଁ ଯେଉଁ ଦୁଇ ଲୋକଙ୍କ ପାଇଁ ବଞ୍ଚିଛି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ସ୍ଵାମୀ ମୋତେ ଏ ଅବସ୍ଥାରେ ଦେଖିବା ପରେ ମୋତେ ସାହସ ଦେଲେ ଆଉ କହିଲେ ମରିଗଲେ କଣ ହେବ ବଞ୍ଚିଲେ ତ ଆଜି ନ ହେଲେ ବି କାଲି ନ୍ୟାୟ ପାଇବୁ । ମୋ ମନରୁ ୧୩ ବର୍ଷ ହେଲା ଆଖିରୁ ଲୁହ ସୁଖୁ ନ ଥିଲା ।
ମୁଁ ଭଗବାନଙ୍କୁ ଡାକୁଥିଲି ମୁଁ କଣ ଦୋଷ କରିଥିଲି କାହାର ଯାହା ପାଇଁ ମୁଁ ଏତେ ବଡ ଦଣ୍ଡା ପାଇଲି , ମୁଁ କେବେ କିଛି ଦୋଷ କରି ନାହି ମୁଁ ଦଣ୍ଡ କଣ ପାଇଁ ପାଇଲି । ସ୍ଵାମୀ ପହଞ୍ଚିବା ବେଳକୁ ଘରେ ମୁଁ ଥାନାରେ ଥିଲି । ମୁଁ ଖୁସି ତ ହୋଇପାରୁ ନାହି କାରଣ ମୋତେ ଏତେ କଷ୍ଟ ମିଳିଛି । ଖାଲି ଏତିକି କହିବି ଭଗବାନଙ୍କ ମୋ ଡାକ ଶୁଣିଛନ୍ତି । ସେମିତି ହୋଇଥିଲା ବି ବାଜିଆ ଆଜି ଯାଏଁ ଧରା ହୋଇପାରି ନ ଥିଲା କିନ୍ତୁ ଆଜି ଧରା ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।