ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗୁଛି ଯାହାର ଜ୍ଵଳନ୍ତ ଉଦାହରଣ ଆପଣ ମାନେ ନ୍ଯୁଜ ଦ୍ଵାରା ଦେଖିବାକୁ ପାଉଥିବେ । ବିଶେଷ କରି ଆଜିକାଲି ଚୋରୀ ଡକାୟତ ଆମ ଦେଶରେ ଅଧିକ ମାତ୍ରା ରେ ବଢିବାରେ ଲାଗିଛି । ଚୋର ମାନେ ଏତେ ଚାଲାକ ହୋଇ ଗଲେଣି କି ଦେଖୁ ଦେଖୁ ଲୋକଙ୍କର ଟଙ୍କା ପଇସା ସହ ଅନେକ ଦାମୀ ଜିନିଷ ଚୋରୀ କରି ନେଇ ଯାଉଛନ୍ତି । ଆଜିର ଅମାର ବିଷୟ ବସ୍ତୁ ଏହାକୁ ଆଧାର କରି ରହିଛି ।
ସୂଚନା ଅନୁସାରେ ଆଖି ପିଛୁଳାକେ ଗାଡିର ଡିକି ତାଡି ଡକାୟତ ମାନେ ଲକ୍ଷେ କୋଡିଏ ହଜାର ଟଙ୍କା ଲୁ-ଟି ନେଇ ଚାଲିଗଲେ । କିଛି ସମୟ ମଧ୍ୟ ରେ ଚୋର ମାନେ ଡିକି ଖାଲି କରି ଟଙ୍କା ନେଇ ପଳାୟନ ହେବାରେ ସଫଳ ହୋଇଛନ୍ତି । ଦିନ ଦ୍ଵିପହର ରେ ଜନ ଗହଳି ସହର ମଧ୍ୟରୁ ବାଇକ ଡିକି ଭା-ଙ୍ଗି ଟଙ୍କା ଲୁ-ଟ ଘଟଣା ସାମନାକୁ ଆସିଛି । ଏହି ଘଟଣାର ଶିକାର ହୋଇଛନ୍ତି ବାସୁଦେବପୁର ଥା-ନା ଅନ୍ତର୍ଗତ ବ୍ରାମହାନି ଗାଁ ଅଞ୍ଚଳର ହରିଶଚନ୍ଦ୍ର ରାଏ ।
ସୂଚନା ଯୋଡି ଯେ ଗତ କାଲି ହରିଶ୍ଚନ୍ଦ୍ର ଦିନ ସମୟରେ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ୨୦ହଜାର ଟଙ୍କା ଉଠାଇ ବାଇକ ଡିକି ରେ ରଖିଥିଲେ । ଏହା ପରେ ସେ ବାଇକ ରଖି ବଜାରରୁ କିଛି ଜରୁରୀ ଜିନିଷ କ୍ରୟ କରୁଥିଲେ । ଯେତେବେଳେ ବାଇକ ପାଖକୁ ଆସି ଦେଖିଲେ ସେତେବେଳକୁ କିଛି ଦୁ-ର୍ବୁ-ତ୍ତ ମାନେ ତାଙ୍କ ବାଇକ ଡିକି ଭା-ଙ୍ଗି ଟଙ୍କା ଲୁ-ଟ କରି ନେଇ ସାରିଥିଲେ । ହରିଶଚନ୍ଦ୍ର ନିଜ ରାଏ ରେ କହିଛନ୍ତି ଯେ ତାଙ୍କ ଝିଅର ବିବାହ ପାଇଁ ସେ ବ୍ଯାଙ୍କରୁ ଟଙ୍କା ଉଠାଇବାକୁ ଆସିଥିଲେ ।
କିନ୍ତୁ ସେ ଜିନିଷ କିଣିବା ସମୟରେ ମାତ୍ର ୩ ମିନିଟ ବ୍ଯବଧାନରେ ଚୋର ମାନେ ତାଙ୍କ ବ୍ଯାଗରେ ଥିବା ୧ଲକ୍ଷ ୨୦ହଜାର ଟଙ୍କା ନେଇ ଚାଲି ଯାଇଥିଲେ । ବର୍ତ୍ତମାନ ସେ ପୋ-ଲି-ସରେ ଅ-ଭି-ଯୋ-ଗ କରିବା ସହ ବ୍ଯାଙ୍କରେ ମଧ୍ୟ ଲିଖିତ ଆକାରରେ ଏହାର ଅ-ଭି-ଯୋ-ଗ କରିବେ । ସେ କିଛି ସମୟ ଯାଏଁ ଲୁ-ଟେରା ମାନଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ ।
ଏହା ପରେ ସେ ବାସୁଦେବପୁର ଥା-ନାର ଦ୍ଵାରସ୍ଥ ହୋଇଥିଲେ । ମାମଲା ରୁଜୁ ହେବା ପରେ ପୋ-ଲି-ସ ଏହି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏ ଯାଏଁ କୌଣସି ସୁରାଗ ମିଳି ନାହି । ତେବେ ପୋ-ଲି-ସ ଏହି ମାମଲାର ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରଖିଛି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଅମାକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।