ଆଖି ତଳର Dark Circle ଗାୟବ କରିଦେବ ଏହି ଜବରଦସ୍ତ ନୁସ୍କା- Swami Ramdev

ଆଜିର ସମୟରେ ଆଖିତଳର କଳା ଦାଗ ବହୁତ ଗମ୍ଭୀର ସମସ୍ୟା ଅଟେ । ଏହାର ବହୁତ ସାରା କାରଣ ହୋଇପାରେ । ଆମ ଶରୀରରେ ଖାଇବା ପିଇବାର କମି ହେଲେ, ବେସୀ ଟିଭି, ମୋବାଇଲ ଦେଖିବା  ଏମିତି ବହୁତ ସାରା କାରଣ ହୋଇପାରେ ।

ଆଜି ଆମେ ଆକ୍ୟୁ ପ୍ରେସର ଏମିତି ପଏଣ୍ଟ କହିବୁ ଏହାର ସାହାର୍ଯ୍ୟ ଦ୍ଵାରା ଆଖିର ତଳେ ଆସୁଥିବା କଳା ଦାଗକୁ ଠିକ କରିପାରିବେ । ଆକ୍ୟୁ ପ୍ରେସରର ପଏଣ୍ଟ ଆଖି ପାଖରେହିଁ ରହିଥାଏ ଯାହାକୁ ଦବେଇବା ଦ୍ଵାରା କଳାଦାଗ  ଠିକ ହୋଇପାରିବ ।

ଆସନ୍ତୁ ଜାଣିବା ଡାର୍କ ସର୍କଲର ମୁଖ୍ୟ କାରଣ କଣ ହୋଇପାରେ । ଯଦି ଆପଣ କାରଣ ଜାଣିଥିବେ ପ୍ରଥମେ ତାକୁ ଠିକ କରିବେ ତା ପରେ ଆକ୍ୟୁ ପ୍ରେସର ପଏଣ୍ଟ ଦବେଇଲେ ଫରକ ପଡିବ । ଯଦି ଆପଣ ଟିଭି, ଲ୍ୟାପଟୋପ, କି କମ ଲାଇଟରେ ଫୋନ ବା ଏହୁ ସବୁର ବ୍ୟବହାର କରୁଛନ୍ତି ତାହେଲେ ବନ୍ଦ କରିଦିଅନ୍ତୁ । ଆଖିତଳେ ଡାର୍କ ସର୍କଲ ଆସିବାର ଆଉ ଗୋଟିଏ କାରଣ ହୋଇପାରେ ଆପଣଙ୍କ କିଡନୀ କି ଲିଭର ଠିକସେ କାମ କରୁନି । ସେଥିପାଇଁ କଳା ଦାଗ ଆସିଥାଏ ।

ଯଦି ଆପଣଙ୍କ କିଡନି ଠିକ କାମ କରୁନି ଇମ୍ପ୍ୟୁରିଟୀ ଆପଣକ ବ୍ଲଡ଼ ଭିତରକୁ ଯାଉଛି ସେଥିପାଇଁ ଦେଖିଥିବେ କେବେ କେବେ ଆଖିତଳ ଫୁଲି ଥାଏ । ଏହାର କାରଣ କିଡନୀ ଠିକସେ କାମ ନ କରିବାବି ହୋଇପାରେ । ଯଦି ଆପଣ ରାତିରେ ଠିକସେ ସୋଉ ନାହାନ୍ତି ସେବି କାରଣ ହୋଇପାରେ । ରାତିରେ ପ୍ରାୟ ୬ରୁ ୭ଘଣ୍ଟା ସୁଅନ୍ତୁ । ଯଦି ଶୋଇବା ପରେବୀ ଦାଗ ଯାଉନି ତାହେଲେ ଆକ୍ୟୁ ପ୍ରେସର ପଏଣ୍ଟ କହିବୁ ଏହାକୁ  ଦିନରେ ଗୋଟେ ମିନିଟ କି ଦୁଇମିନିଟ ଦବାନ୍ତୁ ଠିକ ହୋଇଯିବ ।

ଆପଣ ଆଖିର କଣରୁ ନେଇ ଆଇବ୍ରୋର ଶେଷ ପର୍ଯ୍ୟନ୍ତ ସର୍କୁଲାର ମୋଶନ ୬ ଟି ପଏଣ୍ଟ ଉପରେ ୧୫ ସେକେଣ୍ଡ ଲେଖା ୩ ଥର ସର୍କୁଲାର ମୋଶନରେ କରିବେ । ଆମ ଶରୀର ଭିତରେ ମିଲେନିୟମ  ଥାଏ  ଏହାର ମାତ୍ରା କମ କି ବେସୀ ହେଲେ ବ୍ଲଡ଼ ସରକୁଲେସନ ସହିତ କଲର ପ୍ରଭାବ ପଡିଥାଏ । ଯେବେ ରକ୍ତ ସଂଚାଳନ ଠିକସେ ହୁଏନି ସେଥିଲାଗି ଆଖି ତଳେ କଳା ଦାଗ ପଡିଥାଏ । କେବେ କେବେ ଶରୀରରେ ଡାର୍କ ପ୍ୟାଚ ମଧ୍ୟ ହୋଇଯାଏ କାରଣ ଏହାହୁଏ କି ଯଦି ରକ୍ତ ସଂଚାଳନ ଠିକସେ ହୁଏନି ଓ ଲିଭର ଠିକସେ କାମ କରେନି । ଆକ୍ୟୁ ପ୍ରେସର ୬ ପଏଣ୍ଟକୁ ଠିକ ସେ ଦବାନ୍ତୁ ଠିକ ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *