ଆଖି ଥାଇ ଅନ୍ଧ, ଗୋଡ ଥାଇ ଛୋଟୀ, ମୁହଁ ଥାଇ ମୌନ, ତେବେ କୁହ ମୁଁ କିଏ ? ଏହା ସହ ଆହୁରି 20+ Gk Quiz

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ ଯାହା କି ଆପଣଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସହାୟ ହେବ । ଆପଣଙ୍କ ପିଲାମାନଙ୍କ ଜ୍ଞାନକୁ ଆପଣମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଏମିତି କେଉଁ ଜିନିଷ ଅଛି ଯାହାକୁ ହାତରେ ତିଆରି କରି ଆମେ ପବନରେ ଉଡାଇ ଥାଉ ? ଉତ୍ତର: ଗୁଡି 2- ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇବା ପୂର୍ବରୁ ଦେଖି ହୁଏ ନାହିଁ ? ଉତ୍ତର: ଠୋକର 3- କେଉଁ ଜିନିଷ ଏମିତି ରହିଛି ଯାହାକୁ ଲଗାଇବା ଫଳରେ ବୋହୁଥିବା ରକ୍ତ ମଧ୍ୟ ବନ୍ଦ ହୋଇଯାଏ ? ଉତ୍ତର: ଫ୍ଲେରିକ କ୍ଳୋରାଇଡ । 4: ଏମିତି କଣ ରହିଛି ଯାହାକୁ ଆମେ କାଟିଲେ ମଧ୍ୟ କଟିନଥାଏ ? ଉତ୍ତର: ସମୟ ।

5- ଏମିତି କେଉଁ ଜିନିଷ ରହିଛି ଯାହାକୁ ପୁଅମାନେ ପିନ୍ଧିଥାନ୍ତି ଏବଂ ଖାଇଥାନ୍ତି ମଧ୍ୟ ? ଉତ୍ତର: ଜୋତା,ଚପଲ 6- ତାହା କଣ ଅଟେ ଯାହା ରିଙ୍ଗ ତ ଅଟେ କିନ୍ତୁ ପିନ୍ଧି ହୁଏ ନାହିଁ ? ଉତ୍ତର: ଟେଲିଫୋନ କିମ୍ବା ମୋବାଇଲ । 7- ଧଳା ମୁର୍ଗୀ କିନ୍ତୁ ପଙ୍ଖ ସବୁଜ ତେବେ କୁହ ତାହା କଣ ? ଉତ୍ତର: ମୂଳା । 8-  ଏଭଳି ଏକ ପ୍ରଶ୍ନ ଯାହାର ଉତ୍ତର କେହି ମଧ୍ୟ ହଁରେ ଦେଇପାରିବେ ନାହିଁ ? ଉତ୍ତର: ଏହାର ଉତ୍ତର ହେଉଛି କଣ ଆପଣ ମରିସାରିଛନ୍ତି ।

9- ନିଜେ କେବେ ଖାଇ ନହଁ କିନ୍ତୁ ଅନ୍ୟକୁ ଖୁବ ଖୁଆଇଛନ୍ତି ? ଉତ୍ତର: ଚାମଚ । 10- ଚନ୍ଦ୍ର ଉପରେ ଲଗାଯାଇଥିବା ପ୍ରଥମ ଗଛ କଣ ଥିଲା ? ଉତ୍ତର: କପା ଗଛ । 11- ପବନ ମହଲ କେଉଁ ସହରରେ ଉପସ୍ଥିତ ? ଉତ୍ତର: ଜୟପୁର । 12- ଗୌତମ ବୁଦ୍ଧଙ୍କ ପିଲାବେଳ ନାମ କଣ ଥିଲା ? ଉତ୍ତର: ସିଦ୍ଧାର୍ଥ ।

13- ଗୋଆର ରାଜଧାନୀ ନାମ କଣ ? ଉତ୍ତର: ପଣଜି । 14- ଭାରତର ସ୍ଵର୍ଗ କାହାକୁ କୁହାଯାଏ ? ଉତ୍ତର: କାଶ୍ମୀର 15-ନ ଦୁନିଆରେ ସବୁଠାରୁ ଅଧିକ କ୍ସିଜେନ ଦେଉଥିବା ଗଛର ନାମ କଣ ଅଟେ ? ଉତ୍ତର: ଓସ୍ତ ଗଛ । 16- ଭାରତରେ ସର୍ବମୋଟ କେତୋଟି ରାଜ୍ୟ ଅଟେ ? ଉତ୍ତର: 28 । 17- ଭାରତର କେଉଁ ନଦୀରେ ସୋନା ବହିଥାଏ ? ଉତ୍ତର: ସ୍ଵର୍ଣନଦୀ । 18- ଭାରତର ରାଷ୍ଟ୍ରୀୟ ଗୀତ କଣ ଅଟେ ? ଉତ୍ତର: ବନ୍ଦେ ମାତାରାମ ।

19- ଗୌତମ ବୁଦ୍ଧଙ୍କୁ କେଉଁ ଗଛ ମୂଳରେ ଜ୍ଞାନ ପ୍ରାପ୍ତି ହୋଇଥିଲା ? ଉତ୍ତର: ଓସ୍ତ ଗଛ ତଳେ । 20- ଭାରତର ସବୁଠାରୁ ଗରିବ ରାଜ୍ୟ କଣ ଅଟେ ? ଉତ୍ତର: ଛତିଶଗଡ । 21- ଆଖି ଥାଇ ଅନ୍ଧ, ଗୋଡ ଥାଇ ଛୋଟ, ମୁହଁ ଥାଇ ମଉନ ତେବେ କୁହ ମୁଁ କିଏ ? ଉତ୍ତର: କଣ୍ଢେଇ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *