ଅଲଗା ହେଲେ ଆଦି ଓ ଭକ୍ତି, ହେଲେ କାହିଁକି ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ଓଲିଉଡ ଟିଭି ଇଣ୍ଡଷ୍ଟ୍ରିର କଳାକାରମାନେ ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହୁଛନ୍ତି । ଏମାନେ ପ୍ରାୟତଃ ନିଜର ପର୍ସନାଲ ଜୀବନ କାରଣରୁ ନଚେତ ନିଜର କୌଣସି ଡାନ୍ସ ଭିଡିଓ ଓ ଫଟୋ କାରଣରୁ ଚର୍ଚାରେ ରହିଥାନ୍ତି । ଏମାନଙ୍କୁ ପସନ୍ଦ କରୁଥିବା ଫ୍ୟାନମାନେ ଏମାନଙ୍କର ଅଭିନୀତ ସିରିଏଲକୁ ପସନ୍ଦ କରିବା ସହିତ ଏହି କଳାକାରମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଯେଉଁ ସବୁ ଭିଡିଓ ଶେୟାର କରନ୍ତି ତାକୁ ବି ବହୁତ ପସନ୍ଦ ଓ ଲାଇକ କରନ୍ତି ।

ଏହି କାରଣରୁ ଏହି ସବୁ ଷ୍ଟାର ପ୍ରାୟତଃ ଚର୍ଚାରେ ରହିଥାନ୍ତି । ଅନ୍ୟ ପଟେ ଓଡିଆ ସିରିଏଲରେ ଅଭିନୟ କରୁଥିବା କଳାକାରମାନେ ନିଜର ପର୍ସନାଲ ଜୀବନ ସହ ଜଡିତ ସମସ୍ତ ସମୟର ଅପଡେଟ ନିଜର ଫ୍ୟାନମାନଙ୍କୁ ଦେଉଛନ୍ତି ।

ବର୍ତ୍ତମାନ ଓଲିଉଡ ଟିଭି ଇଣ୍ଡଷ୍ଟ୍ରିରୁ ଏକ ବହୁତ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ଓଲିଉଡର ଜବରଦସ୍ତ ଯୋଡି ଆଦି ଓ ଭକ୍ତି ପରସ୍ପର ଠାରୁ ଲଗା ହୋଇ ଯାଇଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ଦୁଇ ଜଣ ପରସ୍ପରକୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଦୁଇ ଜଣଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । କଣ ରହିଛି ଅଲଗା ହେବାର ଅସଲ କାରଣ ଚଲାନ୍ତୁ ଜାଣିବା । ‘ତୁ ମୋ ଜୀବନସାଥୀ’ ସିରିଏଲରେ ଆଦି ଓ ଭକ୍ତି ପାଖାପାଖି ୫ ବର୍ଷ ହେବ ଏକାଠି ଅଭିନୟ କରୁଛନ୍ତି ।

ଏହି ଯୋଡିକୁ ଦର୍ଶକମାନଙ୍କର ବହୁତ ଭଲ ପାଇବା ବି ମିଳୁ ଥିଲା । କିନ୍ତୁ ବର୍ତ୍ତମାନ ଏହି ସିରିଏଲଟି ବନ୍ଦ ହୋଇ ଯାଇଛି । ସିରିଏଲ ବନ୍ଦ ହେବା କାରଣରୁ ଆଦୀ ଓ ଭକ୍ତି ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଏହି ସୁନ୍ଦର ଯୋଡି ଅଲଗା ହେବା ପରେ ତାଙ୍କର ଫ୍ୟାନମାନେ ବହୁତ ଦୁଃଖିତ ଅଛନ୍ତି । ଏହି ସିରିଏଲ ବନ୍ଦ ହେବା ପରେ ଆଦି ବର୍ତ୍ତମାନ ଏକ ନୂଆ ସିରିଏଲରେ ନଜର ଆସିବେ । ଯାହାର ନାଁ ଝିଲ୍ଲୀ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭକ୍ତି କୌଣସି ସିରିଏଲରେ ନଜର ଆସି ନାହାନ୍ତି ।

ଏହିଭଳି ଭାବରେ ଦୁଇ ଜଣ ଦୁଇ ଜଣଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଆଦିଙ୍କ ଏହି ନୂଆ ସିରିଏଲ ଝିଲ୍ଲୀରେ ଆଦି ହିରୋଇନ ନିକିତାଙ୍କ ସହ ନଜର ଆସିବେ । ଯାହାର ଅଭିନୟ ଯେତିକି ସୁନ୍ଦର ସେ ବି ସେତିକି ସୁନ୍ଦର ଅଟନ୍ତି । ଏହି ସିରିଏଲର ପ୍ରୋମୋ ମଧ୍ୟ ରିଲିଜ ହୋଇ ସାରିଛି ଓ ଆଉ କିଛି ଦିନ ମଧ୍ୟରେ ଏହା ପ୍ରସାରିତ ହେବ । ବର୍ତ୍ତମାନ ସମୟରେ ଏହି ସିରିଏଲର ଶୁଟିଙ୍ଗ ବହୁତ ଜୋର ଶୋରରେ ଚାଲିଛି । ଅସଲ ଜୀବନରେ ଆଦି ଓ ଭକ୍ତି ଦୁଇ ଜଣ ବହୁତ ଭଲ ବନ୍ଧୁ ଅଟନ୍ତି ।

Leave a Reply

Your email address will not be published. Required fields are marked *