ACF ଡେଥ ମିଷ୍ଟ୍ରି: ପାରଳା ପ୍ୟାଲେସ ପରି ଅଟିକି ଯାଇ ପାରେ ସୌମ୍ୟଙ୍କ ମାମଲା, ଦେଖନ୍ତୁ Video କଣ କହିଲେ ବିଧାୟକ

ଆପଣ ସମସ୍ତେ ପାରଳା ଗଣ ଆ-ତ୍ମ-ହ-ତ୍ୟା ମାମଲା ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଯାହାକୁ ୫ ବର୍ଷ ପୂରି ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୁହାଯାଉଛି କି ଏହି ମାମଲାର ତ-ଦ-ନ୍ତ ଚାଲିଛି । ଏମିତିରେ କିଛି ଲୋକମାନେ କହୁଛନ୍ତି କି ପାରଳା ମାମଲା ଭଳି ସୌମ୍ୟଙ୍କ ମା-ମ-ଲା-ରେ ବି ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିବ ନାହିଁ ।

କାରଣ ଏହା ଏଥିପାଇଁ କୁହାଯାଉଛି କି ପାରଳା ମାମଲାକୁ ୫ ବର୍ଷ ପୂରି ଗଲାଣି ତଥାପି ତାଙ୍କ ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ । ଠିକ ସେହିଭଳି ଏସିଏଫ ସୌମ୍ୟଙ୍କ ମାମଲାରେ ଆଉ ୫ ଦିନ ପରେ ମାସେ ପୂରି ଯିବ ଓ ଏହି ମାମଲାରେ ବି ବର୍ତ୍ତମାନ ପର୍ଯ୍ୟନ୍ତ ସତ୍ୟତା କଣ ସାମ୍ନାକୁ ଆସି ନାହିଁ । ଅଥବା ଏହି ମାମଲା ଆହୁରି ଦିନକୁ ଦିନ ରହସ୍ୟ ମଧ୍ୟରେ ଚାଲି ଯାଉଛି ।

ଅନ୍ୟ ପଟେ ସୌମ୍ୟଙ୍କ ମାମଲାରେ ପାରଳାଖେମୁଣ୍ଡିର ବିଧାୟକ କହିଛନ୍ତି କି ପାରଳା କେସ ଭଳି ସୌମ୍ୟଙ୍କ ମାମଲା ବି ତ-ଦ-ନ୍ତରେ ହିଁ ଅଟକିଯିବ ନାହିଁ ତ । ସେ ଆଗକୁ କହିଲେ କି ସୌମ୍ୟଙ୍କ ମୃ-ତ୍ୟୁ ଗଜପତିରେ ହୋଇଛି । କିନ୍ତୁ ପୋ-ଲି-ସ ବାଲେଶ୍ଵର, ମୟୂରଭଞ୍ଜ, ବଲାଙ୍ଗୀରରେ ତ-ଦ-ନ୍ତ କରୁଛି । ସେ ଆଗକୁ କହିଲେ କି ଏହି ମାମଲାରେ ମୁଖ୍ୟ ଅଭିଯୋଗ DFOଙ୍କ ବଦଳି କରାଯାଉ ନଚେତ ତାଙ୍କୁ ସସ୍ପେନ୍ଡ କରାଯାଉ ।

ଯେ ପର୍ଯ୍ୟନ୍ତ ଏହିଭଳି କିଛି ପଦକ୍ଷେପ ନିଆ ଯାଇ ନାହିଁ ସେ ପର୍ଯ୍ୟନ୍ତ ନିରପେକ୍ଷ ତ-ଦ-ନ୍ତ ହୋଇ ପାରିବ ନାହିଁ । କହିବାକୁ ଗଲେ ଏହିଭଳି କରିବା ଦ୍ଵାରା ସେହି ସ୍ଥାନରେ କାମ କରୁଥିବା ଅନ୍ୟ କିଛି କର୍ମଚାରୀମାନେ ଏହି ମାମଲା ସମ୍ବନ୍ଧିତ କିଛି ନା କିଛି ତଥ୍ୟ ଦେଇପାରନ୍ତି । କିନ୍ତୁ ଏହିଭଳି କୌଣସି ପଦକ୍ଷେପ ନ ନେଇ କେବଳ କହୁଛନ୍ତି କି ତ-ଦ-ନ୍ତ ସାରିଲା ପରେ ହିଁ ଏହି ମାମଲାରେ ଅସଲ ଅ-ପ-ରା-ଧୀ କିଏ ଜଣାଯିବ । କିନ୍ତୁ ଏହି ତ-ଦ-ନ୍ତ ସରିବ ତ । କହିଦେଉଛୁ କି ଏସିଏଫ ସୌମ୍ୟଙ୍କ ମୃ-ତ୍ୟୁକୁ ୨୫ ଦିନ ପୁରିଗଲାଣି ।

ତଥାପି ତାଙ୍କ ମାମଲାରେ କୌଣସି ବି ପ୍ରକାରର ନୂତନ ଅପଡେଟ ଆସି ନାହିଁ । ଯଦି ପାରଳା ଗାଁ ଆ-ତ୍ମ-ହ-ତ୍ୟା ବିଷୟରେ କହିବା ତେବେ ୫ ବର୍ଷ ତଳେ ଏହି ମାମଲା ପୁରା ଓଡିଶାରେ ଚର୍ଚାର ବିଷୟ ଥିଲା ଓ ଆଜି ପର୍ଯ୍ୟନ୍ତ ଏହି ମାମଲାର ତ-ଦ-ନ୍ତ ତ-ଦ-ନ୍ତରେ ହିଁ ଅଟକି ଯାଇଛି । କହିବାକୁ ଗଲେ ୨୦୧୬ ଅଗଷ୍ଟ ୨୧ ତାରିଖ ଦିନ ଅନଙ୍ଗମଞ୍ଜରି ଘରେ ୪ ଭାଇ ଭଉଣୀଙ୍କ ମୃ-ତ ଦେହ ମିଳିଥିଲା । ଏମିତିରେ ଏହି ମାମଲାର ତ-ଦ-ନ୍ତ ପାଇଁ ସରକାର କ୍ରାଇମବ୍ରାଞ୍ଚକୁ ବି ନିର୍ଦେଶ ଦେଇ ଥିଲେ ।

ଏହା ମଧ୍ୟରେ ୫ ବର୍ଷ ବିତି ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତ-ଦ-ନ୍ତରେ କୌଣସି ବି ପ୍ରକାରର ନୂତନ ଅପଡେଟ ଆସି ନାହିଁ । ଏମିତିରେ ମୃ-ତ ଅନଙ୍ଗମଞ୍ଜରିଙ୍କ ଭାଇଙ୍କ କହିବା ଅଟେ କି ଆମ ପରିବାର ଭଳି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ନ୍ୟାୟ ମିଳିବ ନାହିଁ । ପୋ-ଲି-ସ କିମ୍ବା କ୍ରାଇମ ବ୍ରାଞ୍ଚ ତରଫରୁ କୌଣସି ବି ପ୍ରକାରର ନ୍ୟାୟ ମିଳିବ ନାହିଁ । ଏମିତିରେ ପୋ-ଲି-ସ ସୌମ୍ୟଙ୍କ ମାମଲାରେ କଣ ପଦକ୍ଷେପ ନେଉଛି ଏହା ଉପରେ ସମସ୍ତଙ୍କ ନଜର ଅଛି ।

Leave a Reply

Your email address will not be published. Required fields are marked *