ଏତେ ଧନୀ ଅଟନ୍ତି ସୁଶାନ୍ତଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ, ସମ୍ପତ୍ତି ଜାଣି ଉଡିଯିବ ହୋସ

ସୁଶାନ୍ତ ସିଂହ ରାଜପୁତ ବଲୀଉଡ ଜଗତ ଏତେ ବଡ ନା ଯିଏ ନିଜ ପରିଶ୍ରମ ଓ ଅଭିନୟ ଦ୍ଵାରା ଏତେ ବଡ ସ୍ଥାନ ପ୍ରାପ୍ତ କରିଥିଲେ, ସେ ବଲୀଉଡର ପ୍ରଥମ ଅଭିନେତା ଥିଲେ ଯିଏ ଚନ୍ଦ୍ରରେ ଜାଗା କିଣିଥିଲେ । ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଲୋକଙ୍କ ପାଇଁ ବହୁତ ବଡ ରହସ୍ୟ ହୋଇଯାଇଛି ଲୋକଙ୍କ କହିବା ଅନୁଯାଇ ତାଙ୍କ ପାଖରେ ସବୁ କିଛି ଥିଲା ପରିବାର ଧନ ସମ୍ପତ୍ତି ସଫଳତା କିନ୍ତୁ ଏମିତି କଣ ହେଲା ଯାହା ଦ୍ଵାରା ତାଙ୍କୁ ଏତେ ବଡ ନିଷ୍ପତ୍ତି ନବାକୁ ପଡିଲା, କଣ ହେଲା ଯାହା ପରେ ସେ ନିଜ ପାଖରେ କଣ ଅଛି ତାହା ନଦେଖି ଏତେ ବଡ ନିଷ୍ପତ୍ତି କଲେ ।

Image Courtesy: Google

ସୁଶାନ୍ତ ସିଂହ କେବଳ ୩୪ ବର୍ଷ ବୟସରେ ୬୦ କୋଟି ଟଙ୍କାର ମାଲିକ ଥିଲେ ତାଙ୍କ ଅଭିନୟ ଓ ପରିଶ୍ରମ ଦ୍ଵାରା ସେ ଏହି ଟଙ୍କା ହାସଲ କରିଥିଲେ । ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ମଧ୍ୟ ଟଙ୍କା ମାମଲାରେ ସୁଶାନ୍ତଙ୍କ ଠାରୁ କମ ନୁହନ୍ତି, ଅଙ୍କିତାଙ୍କ ପାଖରେ ୨୨ କୋଟି ଟଙ୍କା ଅଚଳ ସମ୍ପତ୍ତି ଅଟେ । ଅଙ୍କିତା ନିଜ ସିରିଏଲ ପବିତ୍ର ରିସତା ଦ୍ଵାରା ବହୁତ ଭଲ ଟଙ୍କା ରୋଜଗାର କରିଛନ୍ତି ଏହା ଛଡା ଖବର ଅନୁଯାଇ ସୁଶାନ୍ତ ମଧ୍ୟ ସିରିଏଲ କଲା ବେଳେ ସବୁଠାରୁ ଅଧିକ ଚାର୍ଜ କରୁଥିଲେ ।

Image Courtesy: Google

ସୁଶାନ୍ତ ଚଳଚିତ୍ରରେ ଆସିଲା ପରେ ଗୋଟେ ଫିଲ୍ମ ପାଇଁ ୨ – ୩ କୋଟି ଟଙ୍କା ଚାର୍ଜ କରୁଥିଲେ । ଅଙ୍କିତାଙ୍କ କହିବା ଅନୁଯାଇ ସୁଶାନ୍ତଙ୍କ ପାଖରେ ତାଙ୍କ ଜାଣିବା ଅନୁଯାଇ ସବୁ କିଛି ଥିଲା ଓ ସେ ଏମିତି ଲୋକ ନଥିଲେ ଯିଏ ଏତେ ଶୀଘ୍ର ହାରି ଯିବ । ଅଙ୍କିତାଙ୍କ କହିବା ଅନୁଯାଇ ଯେତେ ବର୍ଷ ସେ ଦୁହେଁ ଏକାଠି ଥିଲେ ତାହା ବହୁତ ସୁନ୍ଦର ଥିଲା କିନ୍ତୁ ତାଙ୍କ ମଧ୍ୟ କିଛି ସମସ୍ଯା ପାଇଁ ସେ ଦୁହେଁ ଅଲଗା ହୋଇଥିଲେ ।

Image Courtesy: Google

କିନ୍ତୁ ସେ କେବେ ଭାବି ନଥିଲେ ଯେ ସୁଶାନ୍ତକୁ ଛାଡିଲା ପରେ ସେ ଏତେ ବଡ ନିଷ୍ପତ୍ତି କରିଯିବେ । ସୁଶାନ୍ତଙ୍କ ମନରେ କଣ ଥିଲା କଣ ହେଲା ଏହି ରହସ୍ୟ ସୁଶାନ୍ତଙ୍କ ସହ ପଳେଇଲା ସମସ୍ତେ ଏହାର କାରଣ ଜାଣିବାକୁ ଚାହନ୍ତି କିନ୍ତୁ ଉତ୍ତର କାହା ପାଖରେ ବି ନାହିଁ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *