Special Report: ଅନାଥ ଭାଇ ଭଉଣୀଙ୍କ ପାଇଁ ଏହି ଯବାନ ଜଣଙ୍କ ଯାହା କଲେ, ଏବେ ସାରା ଦୁନିଆ କରୁଛି ପ୍ରଶଂସା

ଆମେ ଜାଣିଛେ କି ଯବାନ ମାନେ ଦେଶ ପାଇଁ ଲଢେଇ କରୁଛନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ଆମେ ଜାଣିଛେ କି ଆମେ କବଳ ସେମାନଙ୍କୁ କଠୋର ରୂପରେ ଦେଖିଚେ କିନ୍ତୁ ଏହାର ପରିଭାଷା ବଦଳାଇ ଦେଇଛନ୍ତି ଜଣେ ଯବାନ ସେ ଦୁଇ ଭାଇ ଭଉଣୀ ଙ୍କୁ ଆଶ୍ରୟ ଦେଇଛନ୍ତି ଓ କହିଛନ୍ତି କି ସେ ସେମାନଙ୍କ ପାଇଁ ଯାହା ସମ୍ଭବ ହେବ ସେୟା କରିବେ । କୋରାପୁଟ ଜିଲ୍ଲା ଦଶମନ୍ତ ପୁର ବ୍ଲକ କଂସାରି ସାହିରେ ରହୁଛନ୍ତି ଦୁଇ ଭାଇ ଭଉଣୀ 4 ବର୍ଷ ତଳେ ସେମାନଙ୍କ ଜୀବନରେ ଥିବା ହସ ଖୁଶିର ମାହୋଲ ।

କିନ୍ତୁ ମାତା ତା ପରେ ପିତା ଓ ପରେ ବଡ ଭାଇଆର ମୃ-ତ୍ୟୁ ପରେ ଉଭୟ ପାଠ ପଢିବା ତ ଦୂରର କଥା ଗଣ୍ଡେ ଖାଇବା ପାଇଁ ମଧ୍ୟ ପାଇ ନଥିଲେ । ଝିଅ ୯ ଶ୍ରେଣୀରେ ପଢୁଥିବା ବେଳେ ଭାଇ ଭଉଣୀ କୁ ପଢାଇଆବ ଓ ଘର ସମ୍ଭାଳିବା ପାଇଁ ବ୍ୟସ୍ତ ହୋଇ ପଡିଥିଲେ । ଗତ ଶନି ବାର ଦିନ ଏହି ଅସହାୟ ଭାଇ ଭଉଣୀ ଙ୍କ କାହାଣୀ ଆସିଥିଲା ଦୁନିଆ ଆଗକୁ । ଏହା ପରେ ଏକ ଯବାନ ଆଗେଇ ଆସିଥିଲେ ସାହାଜ୍ଯ ନେଇକି ।

ସେ କହିଛନ୍ତି କି ଚଳେଇବା ପାଇଁ କିଛି କିଛି ଦାନ କରିବେ କେବଳ ସେତିକି ନୁହେଁ ସେ କହିଛନ୍ତି କି ଯେତେବେଳେ ସେ ନିଜର ଉଚ ମାଧ୍ଯମିକ ପରୀକ୍ଷା ଦେବ ତା ପାଇଁ ମଧ୍ୟ ସେ ପଇସା ଖର୍ଚ କରିବେ ବୋଲି କହିଛନ୍ତି । ସତରେ ଏହି ଯବାନ ଙ୍କ ଏକ ବିଶାଳ ହୃଦୟ ଅଟେ । ଦୁଇ ଭାଇ ଭଉଣୀ ମଧ୍ୟ ଏହା ପାଇଁ ଆପତି କରି ନାହାନ୍ତି । ଏହି ଯବାନ ଙ୍କ ନାମ ହେଉଛି ଜୟରାମ ପୂଜାରୀ । ସେ କୋରାପୁଟ ଜିଲ୍ଲାରେ OFS ଭାବ ଏକାମ କରୁଛନ୍ତି । ସେ ଏହି ଖବର ପାଇବା ପରେ ୧୦୦୦୦ ଟଙ୍କା ଆର୍ଥିକ ସାହାଜ୍ଯ ଦେବା ପରେ ମଧ୍ୟ ସୁବିଧା ଅସୁବିଧା କଥା ବୁଝା ବୁଝି କରିବେ ବୋଲି କହିଛନ୍ତି ।

କେବଳ ସେତିକି ନୁହେଁ ସେ କିଛି ଭି ଅସୁବିଧା ରେ ଥିଲେ ସେ ତାଙ୍କୁ ଫୋନ କରିବେ ବୋଲି କହିଥିଲେ । ଏବେ ସ୍ଥାନୀୟ ଲୋକ ମାନେ ଏହାଙ୍କୁ ଦେବ ଦୁତ ବୋଲି କହୁଛନ୍ତି ଓ ସବୁ ଲୋକ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି । ତାଙ୍କ ଏହି ଭଳି କାମ ପାଇ ସାରା ଦେଶ ଆଜି ଗର୍ବିତ ତାଙ୍କ ପାଇଁ । ବାପା ନଥିଲେ କଣ ହେଲା ଏକ ବଡ ଭାଇ ତ ପାଇଲେ ଯିଏ ସବୁ ଦୁଃଖ ଓ ସୁଖର ଅସାଥୀ ହେବ ।

Leave a Reply

Your email address will not be published. Required fields are marked *