ଆନ୍ଧ୍ର ଭାରିଆଣ୍ଟ- ୧୫ ଗୁଣ ଅଧିକ ସଂକ୍ରାମକ!

ରୂପ ବଦଳାଉଛି ଶ-କ୍ତି-ଶା-ଳୀ ହେଉଛି ବ୍ରିଟେନ ଭୂ-ତା-ଣୁ, ଭାରତରେ କ-ରୋ-ନା ତୃତୀୟ ଲହର ଆରମ୍ଭ ବେଳେ ଚିନ୍ତା ବଢାଇଛି ଆ-ନ୍ଧ୍ର ରେ ବ୍ୟା-ପୀ-ଥିବା ବ୍ରିଟେନ ଭୂ-ତା-ଣୁ, ଏହା ବର୍ତମାନ ସମୟରେ ୧୫ ଗୁଣ ଅଧିକ ମାତ୍ରାରେ ସଂ-କ୍ର-ମ-ଣ ବଢାଉଛି । ତେବେ ମହାରାଷ୍ଟ୍ର ଓ ବ୍ରିଟେନ ଭୂ-ତା-ଣୁ ଆଗ ଅପେକ୍ଷା ଅଧିକ ଶ-କ୍ତି-ଶା-ଳୀ ଆଉ ଅଧିକ ମାତ୍ରାରେ ସଂ-କ୍ର-ମ-ଣ ବଢାଇବା ଦ୍ଵାରା ବିଶେଷଜ୍ଞ ମାନଙ୍କ ଚିନ୍ତା ମଧ୍ୟ ବଢିବାକୁ ଲାଗୁଛି ।

ଏହି ଚିନ୍ତା ଭିତରେ ଭାରତରେ ଚିହ୍ନଟ ହେଲା ଡବଲ ମ୍ଯୁ-ଟା-ନ୍ଟ ଯାହା ସମସ୍ତଙ୍କ ପାଇଁ ବହୁତ ବଡ ଚିନ୍ତାର ବିଷୟ ପାଲଟି ଯାଇଛି । ଆଗ ଅପେକ୍ଷା ଏହା ବହୁତ ଅଧିକ ଶ-କ୍ତି-ଶା-ଳୀ ହବାରୁ ତୃତୀୟ ସଂ-କ୍ର-ମ-ଣ ର ବହୁତ ବଡ କାରଣ ହେବ ବୋଲି କୁହା ଯାଉଛି । ତେବେ ଭୂ-ତା-ଣୁ, ଆଉ ଅନ୍ୟ ସଂକ୍ରମଣ ଠାରୁ ୧୫ ଗୁଣ ଅଧିକ ଶ-କ୍ତି-ଶା-ଳୀ ଆ-ନ୍ଧ୍ର ଭାରିଆଣ୍ଟ ତେବେ ଏହା କଣ ଆସନ୍ତୁ ଜାଣିବା ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କ-ରୋ-ନା ଏହି ନୂଆ ପ୍ରଜାତି ଖୁବ କମ ସମୟ ମଧ୍ୟରେ ଶରୀରରେ ଭୂ-ତା-ଣୁର ମାତ୍ରା ବଢାଇବ, ଏହା ଅନ୍ୟ ଭୂ-ତା-ଣୁ ମାନଙ୍କ ଅପେକ୍ଷା ୧୫ ଗୁଣ ଅଧିକ ଶ-କ୍ତି-ଶା-ଳୀ ଅର୍ଥାତ ଅଧିକ ମାତ୍ରାରେ ସଂ-କ୍ର-ମ-ଣ କରିବ । କ-ରୋ-ନା ର ଏହି ଭୂ-ତା-ଣୁକୁ ଚିହ୍ନଟ କରିଛନ୍ତି ସେଁଟର ଫର ସେଲୁଲାର ଆଣ୍ଡ ମଲିକୁଲା ବାଉଲଜି, ଏହି ଷ୍ଟ୍ରେନର ବୈଜ୍ଞାନିକ ନା ହେଉଛି ଏନ୪୪୦କେ ଯାହା ଏହି ବୈଜ୍ଞାନିକ ମାନଙ୍କ ଦ୍ଵାରା ଦିଆ ଯାଇଛି ।

ତେବେ ଭାରତରେ କ-ରୋ-ନା ର ଅଲଗା ଅଲଗା ପ୍ରଜାତି ଥିଲା ଯେମିତିକି ଡବଲ ମ୍ଯୁ-ଟା-ନ୍ଟ, ଟ୍ରିପଲ ମ୍ଯୁ-ଟା-ନ୍ଟ କିନ୍ତୁ ଏହି ଭୂ-ତା-ଣୁ ସେମାନଙ୍କ ଠାରୁ ବି ବହୁତ ଅଧିକ ଶ-କ୍ତି-ଶା-ଳୀ ଅଟେ ଆଉ ବହୁତ ଶୀଘ୍ର ବ୍ୟାପିଥାଏ । ଗତ ବର୍ଷ ଶେଷ ମାସରେ ଏହି ଭୂ-ତା-ଣୁ ସାଉଥରେ ଦେଖିବାକୁ ମିଳିଥିଲା ଯାହା ପରେ ଏହା ଦିନକୁ ଦିନ ବଢିବାକୁ ଲାଗିଛି ଆଉ ଏହାର କିଛି ସୀମା ନାହିଁ । ବୈଜ୍ଞାନିକ ମାନେ ଏହା ଆଶଙ୍କା କରୁଛନ୍ତି ଯେ ଖୁବ ଶୀଘ୍ର ମ୍ୟୁ-ଟା-ନ୍ଟ,ଓ ଟ୍ରିପଲ ମ୍ୟୁ-ଟା-ଣ୍ଟ ଜାଗା ନେଇ ଜୀବ ଆ-ନ୍ଧ୍ର ଭୂ-ତା-ଣୁ ।

ଦକ୍ଷିଣ ଭାରତ ଉପରେ ଏହାର ସଂ-କ୍ର-ମ-ଣ ପ୍ରଭାବ ଦେଖା ଯିବା ଆରମ୍ଭ ହୋଇଯାଇଛି । କୁହା ଯାଉଛି ଯେ ଦିଲ୍ଲୀ ମ୍ସାମାଳା ଏବେ ପୁରା ଦେଶରେ ହବାର ଆଶଙ୍କା ଅଛି, ତେବେ ଏହି ଭୂ-ତା-ଣୁକୁ ଦୁର୍ବଳ କରିବା ପାଇଁ ବୈଜ୍ଞାନିକ ମାନଙ୍କ ପାଖରେ କିଛି ଉପାୟ ନାହିଁ ଆଉ ଯାହାକୁ ଖୋଜିବାରେ ଜୀବନ ଲଗାଇଛନ୍ତି ବୈଜ୍ଞାନିକ ମାନେ । ଖବର ଅନୁଯାଇ ଆ-ନ୍ଧ୍ର ଭୂ-ତା-ଣୁ ଫୁସ ଫୁସକୁ ବହୁତ ମାତ୍ରାରେ ପ୍ରଭାବିତ କରୁଛି ଯାହା ରୋ-ଗୀ ପାଇଁ ଅସମ୍ଭାଳ ହେଇଯାଉଛି ।

Leave a Reply

Your email address will not be published. Required fields are marked *