ଅନ୍ଧ ମାକୁ ଜଙ୍ଗଲରେ ଛାଡି ଦେଇ ଚାଲି ଯାଉଥିଲେ ଦୁଇ ପୁଅ, ତା ପରେ ହେଲା କିଛି ଏମିତି… ଦେଖନ୍ତୁ ଭାଇରାଲ Video

କଳିଯୁଗରେ ଆପଣଙ୍କୁ ମାର ମମତା ଦେଖିବାକୁ ମିଳବ ତ ଅନ୍ୟ ପଟେ ପୁଅର କ୍ରୁରତା ବି ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ ପ୍ରତ୍ୟକ ମା ନିଜର ସନ୍ତାନକୁ ବଡ କରିବା ପାଇଁ ଓ ତାଙ୍କୁ ସମସ୍ତ ଖୁସି ଦେବା ପାଇଁ ସବୁ କିଛି କରୁଛନ୍ତି । କିନ୍ତୁ ଯେତେବେଳେ ପୁଅର ସମୟ ଆସେ ମାର ସେବା କରିବା ପାଇଁ ତେବେ ସେହି ସମୟରେ ପୁଅ ମା କୁ ଭୁଲି ଯାଉଛି ।

ମାମଲା ଆପଣ ବହୁତ ଦେଖିଥିବେ କିମ୍ବା ଶୁଣିଥିବେ । ଆଜିକାଲିର ସନ୍ତାନମାନେ ବୟସ୍କ ମାତା ପିତାଙ୍କୁ ବୋଝ ମାନି ନେଇଛନ୍ତି । ଯେଉଁ କାରଣରୁ କି ସେମାନଙ୍କୁ ଏକୁଟିଆ ଛଡାଇ ଚାଲି ଯାଉଛନ୍ତି ତ ଅନ୍ୟ କେତେକ ଲୋକମାନେ ତାଙ୍କୁ ବୁଦ୍ଧ ଆଶ୍ରମରେ ଛାଡି ଦେଉଛନ୍ତି । ଯାହାକି ଏକ ନିନ୍ଦନୀୟ କାମ ଅଟେ ।

ଯେମିତି ମାତା ପିତା ସନ୍ତାନ ଛୋଟ ଥିବା ସମୟରେ ତାଙ୍କର ସମସ୍ତ କଥା ବୁଝିଥାନ୍ତି ଠିକ ସେହିଭଳି ସନ୍ତାନମାନଙ୍କର ବି ଦାୟିତ୍ଵ ଅଟେ କି ସେମାନେ ବୁଦ୍ଧ ଅବସ୍ଥାରେ ନିଜ ମାଙ୍କ ସମସ୍ତ କଥା ବୁଝିବେ । କିନ୍ତୁ ଆଜିକାଲି ଯୁଗରେ ନିସ୍ଵାର୍ଥ ପୂର୍ଣ ସେବା ବହୁତ କମ ଦେଖିବାକୁ ମିଳୁଛି ।

ଆଜିକାଲିର ସନ୍ତାନମାନେ ବୟସ୍କ ମାତା ପିତାଙ୍କୁ ବୋଝ ବୋଲି ଭାବୁଛନ୍ତି । ବର୍ତ୍ତମାନ କିଛି ଦିନ ତଳେ ଭଞ୍ଜନଗରରୁ ଗୋଟିଏ ମାମଲା ସାମ୍ନାକୁ ଆସୁଛି । ଯେଉଁଠି ଗୋଟିଏ ଗାଁରେ ଦୁଇ ପୁଅ ଓ ତାଙ୍କର ଜଣେ ଅନ୍ଧ ମା ଥିଲେ ।

ଅତ୍ୟଧିକ ବୟସ ଓ ଅନ୍ଧ ହୋଇ ଯିବା କାରଣରୁ ମା କୌଣସି ବି କାମ କରି ପାରୁ ନ ଥିଲେ । ଏହି ଦୁଇ ପୁଅ ନିଜ ମାକୁ ବୋଝ ବୋଲି ମନେ କରି ନିଜର ଜନ୍ମକଲା ମାକୁ ଜଙ୍ଗଲରେ ଛାଡି ଦେଇ ଆସିଲେ । କିନ୍ତୁ ଏହି ସମୟରେ ଭଗବାନଙ୍କ ଭଳି ସେହି ଅନ୍ଧ ମାକୁ ରକ୍ଷା କରିବା ପାଇଁ ପୋଲିସ ଆସି ସେହି ସ୍ଥାନରେ ପହଞ୍ଚିଗଲେ ।

ବୋଧ ହୁଏ ଏହି ଦୁଇ ପୁଅଙ୍କ ବିଷୟରେ ପୋଲିସକୁ କେହି ସୂଚନା ଦେଇଥିଲେ । ସେଥିପାଇଁ ପୋଲିସ ସଠିକ ସମୟରେ ସଠିକ ସ୍ଥାନରେ ପହଞ୍ଚି ସେହି ଅନ୍ଧ ମାକୁ ବଞ୍ଚାଇ ଦେଲା । ପୋଲିସ ସେହି ଦୁଇ ପୁଅକୁ ଧରି ରାସ୍ତା ମଝିରେ ପ୍ରବଳ ପିଟିଲେ । ଏହିଭଳି କାମ ପୁଣି ଥରେ ନ କରିବା ପାଇଁ ୱାରିଙ୍ଗ ମଧ୍ୟ ଦେଇ ଯାଇଛନ୍ତି ।

ପୋଲିସ ସେହି ମାକୁ ଉଦ୍ଧାର କରିଛନ୍ତି ଓ ସେହି ଦୁଇ ପୁଅକୁ ଗିରଫ ମଧ୍ୟ କରିଛନ୍ତି । ଭଞ୍ଜନଗରରୁ ଏହି ହୃଦୟ ଶୂନ୍ୟ ମାମଲା ଦେଖିବାକୁ ମିଳିଛି । ଘଟଣା ପୁଣି ଥରେ ସମାଜକୁ ପ୍ରଶ୍ନ କରୁଛୁ କି କଣ ମାକୁ ଦେଖା ନ ଗଲେ କିମ୍ବା ବୟସ ହୋଇଗଲେ ତାକୁ ଘରୁ ବାହାର କରି ଦେବା ଠିକ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *