ଅନେକ ବର୍ଷ ପରେ ମିଳିଲା ଏତେ ବିଷଧର ଓ ଖତରନାକ ଚନ୍ଦ୍ର ନାଗ, ସେ ବି ରୋଷେଇଘରୁ…. ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ସ୍ଥାନରେ ସା-ପ ଦେଖିବାକୁ ମିଳିଥାଏ । ଆଜିର ଆମର ଏହି ଲେଖାରେ ଏମିତି ଏକ ଘଟଣା ରହିଛି ଯାହାକୁ ଅନେକ ବର୍ଷ ପରେ ଏମିତି ବି-ଷ-ଧ–ର ସା-ପ ଦେଖିବାକୁ ମିଳିଛି । ଏହି ଭି-ଡି-ଓ ରେ ଜଣଙ୍କ ଘରେ ରୋଷେଇ ଘରୁ ବି-ଷ-ଧ–ର ସା-ପକୁ ଉଦ୍ଧାର କରା ଯାଇଛି । ରୋଷେଇ ଘରେ ସା-ପ ଥିବାର ଜାଣିପାରି ସେହି ଘର ଲୋକେ ସା-ପ ଧରାଳିକୁ ଡ଼ାକିଥିଲେ । ଏହା ପରେ ସଫା ଧରାଳି ଜଣକ ଆସି ସେଠାରୁ ବହୁତ କୌଶଳର ସହ ସା-ପ କୁ ଧରିବାରେ ସଫଳ ହୋଇଛନ୍ତି ।

ସା-ପ କୁ ଧରିବା ସମୟରେ କୋବ୍ରା ସା-ପ ଏତେ ମାତ୍ରା ରେ ଫ-ଣା ଟେକୁଛି ଯେ ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । କୋ-ବ୍ରା ସା-ପ ଟି ଏତେ ଲୋକଙ୍କୁ ଦେଖିବା ପରେ ବହୁତ ରା-ଗି ଯାଇ ଫ-ଣା ଟେକୁଛି ଯାହାକୁ ଦେଖି ସେଠାରେ ଥିବା ଲୋକ ଏମାନେ ଭୟଭୀତ ହୋଇ ପଡିଛନ୍ତି ।

ସା-ପ କୁ କୌଶଳର ସହ ଧରିବା ପରେ ସା-ପ ଧରାଳି ଜଣକ ସା-ପ କୁ ବାହରକୁ ଆଣିଛନ୍ତି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ବାହାରକୁ ସା-ପ ଆସିବା ପରେ ଏତେ ବିଷ ଝାଡୁଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ସା-ପ ଧରାଳି ଜଣକ କହିଛନ୍ତି ଆମ ଦେଶରେ ବହୁତ କମ କୋବ୍ରା ସା-ପ ଯିଏ କି ଅଧିକ ବି-ଷ-ଧ–ର ହୋଇଥିବା ଦେଖିବାକୁ କମ ମିଳିଥାଏ ।

ଏହି ମୋନୋକୋଲ କୋବ୍ରା ସା-ପ ର ଉଚ୍ଚତା ବହୁତ ଅଧିକ ରହିଥାଏ ଯାହା ସେହି ସା-ପ ଧରାଳି କହିଛନ୍ତି । ଏହା ଛଡା ଏହାର ଶରୀରର ଗଠନ କୋବ୍ରା ସା-ପ ଠାରୁ ଅଲଗା ହୋଇଥାଏ । ଏହି ମୋନୋକୋଲ କୋବ୍ରା ଟିକେ ଶବ୍ଦ ହେବା ମାତ୍ରେ ମଣିଷ କୁ ଚୋଟ ମାରିଥାଏ । ଏହି ମୋନୋକୋଲ କୋବ୍ରା କୁ ଧରିବା ସମୟରେ ରୋଷେଇ ଘରେ ଗ୍ଯାସ ସିଲିଣ୍ଡର ପଛ ପଟେ ଲୁଚି ରହିଥିଲା ।

 

ପ୍ରାୟତ ଭଦ୍ରକ ରେ ମୋନୋକୋଲ କୋବ୍ରା ଦେଖିବାକୁ ମିଳିଥାଏ । ନ ହେଲେ ଆମ ଦେଶରେ କୋଚିତ ଏହି ଭଳି କୋବ୍ରା ଦେଖିବାକୁ ମିଳିଥାଏ । ଆଗରୁ ଲୋକ ମାନେ ଭୟରେ ସା-ପକୁ ଦେଖିବା ପରେ ମାରି ଦେଉଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ସକ୍ରିୟ ହୋଇ ଥିବାରୁ ସା-ପ କୁ ଦେଖିବା ପରେ ଲୋକ ମାନେ ତୁରନ୍ତ ସା-ପ ଧରାଳି କୁ ଡାକି ସା-ପ କୁ ଘରୁ ବାହାର କରି ଦେଉଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *