ଦେଖନ୍ତୁ Video : ଅନେକ ବର୍ଷ ପରେ ଦେଖିବାକୁ ମିଳିଲା ବିରଳ Golden Cobra, ଏହାର ଗର୍ଜନ ଆପଣଙ୍କ ହୋସ ଉଡାଇଦେବ

ଭାରତ କୁ ସୁନ୍ଦରତା ର ଦେଶ କୁହା ଯାଏ । କାରଣ ଏହି ଠାରେ ଅଙ୍କେ ପ୍ରକାର ସବୁଜିମା ସହ ଖୁବ ସୁନ୍ଦର ପ୍ରାକୃତିକ ଦ୍ରୁଶ୍ଯ ମାନ ଅଛି । ଆମେ ଭାରତ ର କଥା କହିଲେ ଏହି ଜାଗାରେ ବିରଳ ପ୍ରାଣୀ ସହ କିଛି ଏଭଳି ପ୍ରାଣୀ ମଧ୍ୟ ଅଛନ୍ତି ଯେଉଁ ମାନେ ଏହି ଜାଗାରେ ଖୁବ ସହଜରେ ନଜର ଆସି ଯାନ୍ତି । ଆଜି ଭି ଏହା ଏତେ ଆଗକୁ ଯିବା ପରେ ମଧ୍ୟ ଏହି ପ୍ରାଣୀ ମାନଙ୍କୁ ଦେଖିବା ଖୁବ ସହଜ ଏମାନେ ହେଉଛନ୍ତି ସା-ପ । ଘରେ ଥିବା ମୂଷା ପାଇଁ ହେଉ କିମ୍ବା ବର୍ଷା ଦଇବେ ହେଉଥିବା ବେଙ୍ଗ ମାନଙ୍କ ବୃଦ୍ଧି ପାଇ ଏମାନେ ସାମନାକୁ ଆସି ଯାଇ ଥାନ୍ତି ।

ଏମାନେ ଖାଇବା ପାଇ ଖୁବ ଆଗକୁ ଆସି ଯାଇ ଥାନ୍ତି କି ଏମାନଙ୍କୁ ଆମେ ଆମ ଘରେ କିମ୍ବା ଘର ଆଖ ପାଖରେ ଦେଖିବା ପାଇ ପାଇଥାଉ । ଏହା କୁ ଆମେ ସହରରେ କେତେ ବେଳେ କେମିତି ଦେଖିବା ପାଇ ଥାଉ କିନ୍ତୁ ଦେଖିବା ପାଇଁ ଗଲେ ଏମାନେ ଗାଁ ଜାଗାରେ ଅଧିକ ମାତ୍ରାରେ ଦେଖା ଯାନ୍ତି ।

ଏମାନେ ନିଜ ଅଣ୍ଡା ଦେବା ପାଇ ହେଉ କି ନିଜ ଜୀବନ ବଞ୍ଚାଇବା ପାଇ ହେଉ ଲୋକ ମାନଙ୍କ ଘରେ ପଶି ଯାଇ ଥାନ୍ତି । ଏହାଙ୍କୁ କିଛି ଲୋକ ମାନେ ଡରିକି ମା-ରି ଦେଇ ଥାନ୍ତି । କିନ୍ତୁ ଏମାନଙ୍କୁ ନ ଡ-ରି କିଛି ଲୋକମାନେ ଏମାଙ୍କୁ ଧରିକି ବନ ବିଭାଗକୁ ଦେଇ ଦିଅନ୍ତି । ଆଜି କଳାଇ ସା-ପ ହେଲେ ମଧ୍ୟ ଆମ ଦେଶରେ ଏହାର ପ୍ରଜାତି କମିବାରେ ଲାଗିଛି । ତେଣୁ କରି କେଉଁ ଭି ଯିବାର ପ୍ରା-ଣ ନେବା ଆଗରୁ ଏହାକୁ ବନ ବିଭାଗ କୁ ଦେଇ ଦେବା ଉଚିତ ଅଟେ । ସେମିତିରେ ଭି ଯଦି ଆମେ କେବେଭି ଅଜଣା ଜୀବ ମାନଙ୍କ ଭିତରକୁ ଗଲେ ଡରି ଯିବା ଏମାନେ ତ କିଛି ସାମାଜିକ ଜ୍ଞାନ ନଥିବା ଜୀବ ଅଟନ୍ତି ।

ତେବେ ଦେଖିବା ପାଇଁ ଗଲେ ଜଣା ପଡିବ କି ଏହି ସା-ପ କା-ମୁ-ଡି-ଲେ କିଛି ଲୋକ କୁହନ୍ତି କି ଲାଞ୍ଜ ଝ-ଡି ଯାଏ । କିନ୍ତୁ ଦେଖିବା ପାଇଁ ଗଲେ ଆପଣ ମଧ୍ୟ ଜାଣି ପାରିବେ କି ଏହା କେବଳ ନିଜକୁ ଆସୁ ଥିବା ବି-ପ-ଦ ରୁ ବଞ୍ଚାଇବା ପାଇଁ ଥାଏ । ଆପଣ ଏହି ଭଳି ଅ-ନ୍ଧ ବିସବାଶ ଠାରୁ ଦୂରେଇ ରହିବା ଭଲ । ଏହି ଭଳି ଆଉ ଏକ ଘରୁ ଭଦ୍ରକ ଜିଲାରୁ ଏହାକୁ ଉଧାର କରାଯାଇ ଥିଲା ।

ସା-ପଟି ଅନ୍ଧାର ରାତିରେ ନିଜକୁ ବର୍ଷା କବଳରୁ ବଞ୍ଚାଇବା ପାଇଁ ଏକ ଘର ମଧ୍ୟରେ ପଶି ଯାଇ ଥିଲା । ଭୟରେ ଥିବା ଲୋକମାନେ ଏକ ସା-ପ ଧ-ରା-ଳି କୁ ଡାକି କି ଏହାକୁ ଉଧାର କରିଥିଲେ । ଆପଣ ମଧ୍ୟ ସା-ପ ଦେଖିଲେ ଏହାକୁ ମା-ରି-ବା ଅପେକ୍ଷା ସା-ପ ଧରାଳି ମାନଙ୍କୁ ଏହାକୁ ଦେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *