ଦିନରେ ଥରେ ଖାଆନ୍ତୁ, ବାତ ରୋଗ, Joint Pain, କ୍ୟାଲସିୟମର ଅଭାବ, Weakness ଜୀବନସାରା ରହିବ ନାହିଁ- Acharya Balkrishna

ବନ୍ଧୁଗଣ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । ଯଦି ଆମ ଶରୀର ଠିକ ରହିବ ତେବେ ନୀତିଦିନ ଜୀବନରେ ଆମେ ବହୁତ ଆନନ୍ଦର ସହିତ ଜୀବନ ଅତିବାହିତ କରିଥାଉ । ମାତ୍ର ଯଦି ଆମର କୌଣସି ରୋଗ ଏବଂ ପୀଡା ଜଡିତ ଶରୀରରେ କିଛି ଅସୁବିଧା ହୁଏ କିମ୍ବା ଆମ ଶରୀରର କୌଣସି ଅଙ୍ଗରେ ପୀଡା ଅନୁଭବ ହୁଏ ତେବେ ଆମେ ଚିନ୍ତିତ ହୋଇଥାଉ । ଆମର କୌଣସି କାମରେ ମନ ଲାଗିନଥାଏ । ସମସ୍ତ ରୋଗ ମଧ୍ୟରୁ ବାତ ରୋଗ ଅନ୍ୟତମ ବନ୍ଧୁଗଣ ଯଦି କ୍ୟାଲସିୟମର ଅଭାବ ହୁଏ ତେବେ ତାହାକୁ ଭରପୁର କରିହେବ ।

ମାତ୍ର ଯଦି ବାତ ରୋଗ ଥାଏ ତେବେ ତାହା କେତେବେଳେ ଯେ ଆମକୁ ହଇରାଣରେ ପକାଇବ ତାହା କହି ହୁଏନି । ଆସନ୍ତୁ ଜାଣିବା ବାତ ରୋଗ ଏବଂ କ୍ୟାଲସିୟମର ଅଭାବକୁ କେଉଁ ଉପାୟ ଦ୍ଵାରା ପୂରଣ କରିବେ । ବନ୍ଧୁଗଣ ଆମ ନୀତିଦିନ ଜୀବନ ସମୟରେ ଆମେ ବହୁତ ଗୁଡିଏ ଖାଦ୍ଯ ପଦାର୍ଥର ସେବନ ସହିତ ଅନ୍ଯାନ୍ଯ କାର୍ଯ୍ୟରେ ତାହାର ବ୍ୟବହାର ମଧ୍ୟ କରିଥାଉ । ସେହି ପଦାର୍ଥ ଗୁଡିକ ମଧ୍ୟରୁ ଅଦା ହେଉଛି ଅନ୍ୟତମ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଦାର ଉପକାରିତା ବିଷୟରେ ତ ଜାଣିଛନ୍ତି ।

ଆଜି ସେହି ଅଦାକୁ ନେଇ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କିଭଳି ଏହାର ବ୍ୟବହାର ଦ୍ଵାରା ବାତ ରୋଗକୁ ନିୟନ୍ତ୍ରଣ କରିହେବ । ବନ୍ଧୁଗଣ ଆପଣଙ୍କୁ ଗୋଟିଏ ବଡ ଅଦାକୁ ନେଇ ତାହାର ଚୋପା ଛଡାଇ ଛୋଟ ଛୋଟ କରି କାଟିନିଅନ୍ତୁ । ବନ୍ଧୁଗଣ ଅଦାରେ ଅନେକ ପ୍ରକାରାର ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ । ଯାହା ଆମ ଶରୀର ପାଇଁ ଅଧିକରୁ ଅଧିକ ଲାଭ ଦାୟକ ହୋଇଥାଏ । ଅଦା ଆମ ଇୟୁମିନିଟି ସିଷ୍ଟମକୁ ମଜବୁତ କରିବାରେ ବହୁତ ସାହାଜ୍ଯ କରିଥାଏ ।

ବନ୍ଧୁଗଣ ଅଦାରେ ଆଣ୍ଟି-ବ୍ୟାକ୍ଟେରିୟାଲ ଏବଂ ଆଣ୍ଟି-ଓକ୍ସିଜେନ ଗୁଣ ଦେଖାଯାଇଥାଏ । ଏହା ଆମ ଶରୀରକୁ ସମସ୍ତ ରୋଗକୁ ଦୂରରେ ରଖିଥାଏ । ବନ୍ଧୁଗଣ ଅଦାରେ ଭରପୁର ଭିଟାମିନ ମିଳିଥାଏ । ଏହା ଆମ ଶରୀରକୁ ଊର୍ଜା ଅଥବା ଶକ୍ତି ପ୍ରଦାନ କରିଥାଏ । ଅଦାରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ଥିବାରୁ ତାହା ଶରୀରକୁ ଏଲେର୍ଜି ଏବଂ ଇନଫେକସନରୁ ବଞ୍ଚାଇ ଥାୟେ । ଅଦା ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଅଦାର ବ୍ୟବହାର ଦ୍ଵାରା ଥଣ୍ଡା କାସକୁ ନିୟନ୍ତ୍ରଣ କରାଯାଏ ।

ଥଣ୍ଡାକାଶ ହେଲେ ଅଦାର ଚାହା କିମ୍ବା କାଢା ପିଇବା ଦ୍ଵାରା ସେଥିରୁ ଆପଣଙ୍କୁ ବହୁତ ଆରମ ମିଳିଥାଏ । ବନ୍ଧୁଗଣ ଅଦାକୁ ଛୋଟ ଛୋଟ କରି କାଟି ସାରିବା ପରେ ଗୋଟିଏ ଲେମ୍ବୁକୁ ନେଇ ତାହାକୁ କାଟି ତାହା ଭିତରର ମଞ୍ଜିକୁ କାଢି ଦିଅନ୍ତୁ । ଏହା ପରେ ଲେମ୍ବୁ ରସଟିକୁ ଅଦାରେ ଚିପୁଡି ଦିଅନ୍ତୁ । ଏହା ପରେ ଦେଖିବେ ଯେ ଅଦାର ରଙ୍ଗ ମେରୁନ ହୋଇଯିବ । ବନ୍ଧୁଗଣ ଆପଣ ଭଲରେ ଅଦାକୁ ଲେମ୍ବୁରସ ସହିତ ମିଶାଇ ତାହାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖୀ ଦିଅନ୍ତୁ ।

ଆପଣ କ୍ରମଶ ଦେଖିବାକୁ ପାଇବେ ଯେ ଅଦାର ରଙ୍ଗ ମେରୁନରୁ ଲାଲ ହେଇସାରିଛି । ଏହା ପରେ ଆପଣ ଏଥିରେ ଗୋଟେ ଚାମଚ ଲୁଣ ମିଶାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏହା ପରେ ଗୋଟିଏ ପାତ୍ରରେ ଏହାକୁ ରଖି ଆପଣ ୧ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଭାତ ଅଥବା ରୋଟିରେ ଖାଇପାରିବେ । ଏହାର ନୀତିଦିନ ସେବନ କାରଣରୁ ଆପଣଙ୍କର ବହୁତ ଲାଭ ହେବ । ଆପଣଙ୍କ ଆଁଠୁ ଗଣ୍ଠିର ପୀଡା ଅଥବା ବାତ ରୋଗ ଏବଂ କ୍ୟାଲସିୟମର ସମସ୍ୟାକୁ ଦୂର କରିପାରିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *