Anubhabଙ୍କ ଠାରୁ ଅଲଗା ରହି କିପରି ସାବିତ୍ରୀ ବ୍ରତ ପାଳିଲେ Barsha Priyadarshini

ଅଲିଉଡ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯାଇ ନିଜ କଳା ଓ ସୁନ୍ଦରତା ଦ୍ଵାରା ଅଭିନେତା ଓ ଅଭିନେତ୍ରୀ ମାନେ ପରିଶ ହୋଇଥାନ୍ତି ଓ ଦର୍ଶକ ମାନଙ୍କ ମନରେ ନିଜର ଗୋଟେ ଛାପ ଛାଡିଯାନ୍ତି । ଆପଣ ମାନେ ବର୍ଷା ଓ ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ଦୁହେଁ ଭଲ ପାଇ ବିବାହ କରିଥିଲେ ।

ତେବେ ପ୍ରେମ ଦୁନିଆର ବହୁତ ସୁନ୍ଦର ଅନୁଭୂତି, ଯାହା ଥରେ କାହାକୁ ହେଲେ ତା ଜୀବନ ବଦଳି ଯାଇଥାଏ କିନ୍ତୁ ଯଦି ଭୁଲ ବୁଝା ମଣା ହୋଇଥାଏ ତେବେ ନର୍କ ଠାରୁ ବି ଅଧିକ ଖରାପ ଲାଗିଥାଏ ଜୀବନ ଯେମିତିକି ଆପଣ ମାନେ ଜାଣିଛନ୍ତି ଦୀର୍ଘ କିଛି ଦିନ ହେବ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ କିଛି ଠିକ ଚାଲି ନାହିଁ, ଏବଂ ସୋସିଆଲ ମିଡିଆରେ ଏହା ବହୁତ ଚର୍ଚ୍ଚାର ବିଷୟ ମଧ୍ୟ । ତେବେ ପ୍ରତ୍ୟକ ଦିନ ଆମେ କିଛି ନା କିଛି ଖବର ପାଉଛୁ କି ଅନୁଭ ଓ ବର୍ଷା ଙ୍କ ଜୀବନରେ କଣ ଘଟୁଛି । ତେବେ ସେହିଭଳି ଆଜି ମଧ୍ୟ ଆମେ ଆପଣଙ୍କୁ କହିବୁ ଗତ କାଲି ସାବିତ୍ରୀରେ ବର୍ଷା ଅନୁଭବଙ୍କ ପାଇଁ ବ୍ରତ ରଖିଛଣିତ କି ନାହିଁ ।

ଏତେ ସବୁ ଭୁଲ ବୁଝାମଣା ପରେ ବି ଏମାନଙ୍କ ମଧ୍ୟରେ ଏବେ ବି ପ୍ରେମ ଅଛି ନା ନାହିଁ । ତେବେ ଆପଣ ମାନେ ଜାଣି ଖୁସି ହେବେ ଯେ ଏଭଳି ପରିସ୍ଥିତିରେ ମଧ୍ୟ ବର୍ଷା ଅନୁଭବଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆପଣ ମାନେ ତ ଜାଣିଛନ୍ତି ଅନୁଭବ ଓ ବର୍ଷା ମଧ୍ୟରେ ଏବେ ମନାନ୍ତର ଚାଲିଛି । ଏମିତି କି ସେମାନକ ସମ୍ପର୍କ ବିଚ୍ଛିନ୍ନ ହେବା ଉପରେ । କିନ୍ତୁ ବର୍ଷା ଅନୁଭବଙ୍କୁ ଛାଡିବାକୁ ଚାହାନ୍ତି ନାହିଁ, ହେଲେ ଅନୁଭବ ବର୍ଷାଙ୍କ ରହିବାକୁ ଚାହୁଁ ନାହାନ୍ତି ।

ତଥାପି ଏହାଳି ପରିସ୍ଥିତିରେ ବର୍ଷା ଅନୁଭବଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଥିବାର ନଜର ଆସିଛନ୍ତି । ଯେମିତି କି ଗୋଟେ ଓଡିଆ ଘରର ନାରୀ ନିଜ ସ୍ବାମୀର ଦୀର୍ଘାୟୁ କାମନା କରି ଏହ ଇବରତ ପାଳନ କରନ୍ତି ଠିକ ସେମିତି ବର୍ଷା ମଧ୍ୟ ଅନୁଭବଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ତେବେ ଆମେ ମଧ୍ୟ ଭଗବାନଙ୍କ ନିକଟରେ ପାର୍ଥନା କରୁଛୁ କି ଏହି ଯୋଡି ପୁଣି ଏକାଠି ହୋଇଯାନ୍ତୁ । ବର୍ଷାଙ୍କ ଏହି ବ୍ରତ ତାଙ୍କ ଜୀବନରେ ପୁଣି ପରିବର୍ତ୍ତନ ଆଣୁ । ସେମାନେ ପୁଣି ଖୁସି ଖୁସି ଏକାଠି ରୁହନ୍ତୁ ।

ତେବେ ଆପଣ ମାନେ କଣ ଚାହାନ୍ତି ଅନୁଭବ ଓ ବର୍ଷା ଏକାଠି ହୋଇଯାନ୍ତୁ ନା ଅଲଗା ହୋଇଯାନ୍ତୁ, ନିଶ୍ଚୟ କମେଣ୍ଟ କରି ଜଣାଇବେ ।

Leave a Reply

Your email address will not be published. Required fields are marked *