Anubhab Mohantyଙ୍କୁ Jagrutiଙ୍କ ସହ ଦେଖି କିଛି ଏମିତି କହିଲେ Barsha, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ଅକରୁଥିବା କଳାକାର ମାନେ ଅନେକ ସମୟରେ ସୋ-ସି-ଆ-ଲ ମି-ଡି-ଆରେ ସକ୍ରିୟ ରହିଥାନ୍ତି । କିଛି କଳାକାର ମାନେ ନିଜର ଭଲ କାମ ପାଇଁ ଗଣ ମାଧ୍ୟମରେ ପ୍ରଶଂସା ପାଇଥାନ୍ତି । ଓଡିଆ ଜଗତର ଅନେକ କଳାକାର ମାନେ ପ୍ରେମ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ କିଛି କଳାକାର ମାନେ ବିବାହ ପରେ ପରସ୍ପର ଠାରୁ ଅଲଗା ହୋଇ ନିଜ ନିଜର ଲାଇଫରେ ବ୍ୟସ୍ତ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଗୃତିଙ୍କ ସହ ଦେଖି ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ କିଭଳି ପ୍ରତିକ୍ରିୟା ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ୨୦୧୪ ରେ ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଡିଆ କୁଇନ ବର୍ଷା ପ୍ରିୟାଦର୍ଶିନୀ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ମନାନ୍ତର ସୃଷ୍ଟି ହୋଇଥିଲା । ଯାହା ଫଳରେ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇ ବର୍ତ୍ତମାନ ଦୁହିଙ୍କର କେସ ବିଚାରଧୀନ ଅବସ୍ଥାରେ ରହିଛି । ତେବେ ବର୍ତ୍ତମାନ ସମୟରେ ଅନୁଭବଙ୍କୁ ଜାଗୃତି ଶୁକ୍ଲାଙ୍କ ସହ ଦିନର ବା ଲଞ୍ଚ କରିଆବର ଦେଖା ଯାଉଛି । ଯାହାକୁ ନେଇ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଚର୍ଚ୍ଚା ଚାଲିଛି ।

ଅନୁଭବ ଜାଗୃତିଙ୍କ ସହ କିଛି ଫୋଟୋ ତାଙ୍କର ସୋ-ସି-ଆ-ଲ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ବର୍ଷା ଦେଖିଛନ୍ତି ଓ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବର୍ଷା ଏହି ଫୋଟୋ ଦେଖି ନିଜର ମତ ଦେଇଛନ୍ତି ଯେ ଭଗବାନ ଅଛନ୍ତି କଉଟା ଠିକ ଓ କଣ ଭୁଲ ତାହା ଭଗବାନ ବିଚାର କରିବେ ।

ଏହି ଭଳି ପ୍ରତିକ୍ରିୟା ଦେଉଛନ୍ତି ବର୍ଷା ଅନୁଭବ ଓ ଜାଗୃତି ଶୁକ୍ଲାଙ୍କ ଫୋଟୋ ଦେଖି । ତେବେ ଅନୁଭବ ବର୍ଷାଙ୍କ ଠାରୁ ବର୍ତ୍ତମାନ ସମୟରେ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ବର୍ଷା ଅନୁଭବଙ୍କ ସହ ଏକାଠି ରହିବାକୁ ଇଚ୍ଛା କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ କଥା ଉଠୁଛି ଯେ ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବା ପରେ ଜାଗୃତି ଶୁକ୍ଲାଙ୍କ ସହ ବିବାହ କରିବେ ।

କିନ୍ତୁ ଏହି କଥାର ଖଣ୍ଡନ କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ନିଜ ରାଏରେ କହିଛନ୍ତି ଯେ ଜାଗୃତି ହେଉଛନ୍ତି ତାଙ୍କର ଭଲ ବନ୍ଧୁ । ସେ ଯେତେବେଳେ ଦିଲ୍ଲୀ ସାଂସଦ କାମରେ ଯାଇଥିଲେ ସେହି ସମୟରେ ଜାଗୃତିଙ୍କ ସହ ତାଙ୍କର ଭେଟ ହୋଇଥିଲା । ଜାଗୃତି କେବଳ ତାଙ୍କର ଭଲ ବନ୍ଧୁ ଓ ତାଙ୍କ ସହ ଆଗାମୀ ସମୟରେ ବିବାହ କରିବାର କୌଣସି ପ୍ଲାନିଂ ନାହି ବୋଲି ଅନୁଭବ ନିଜ ସୋ-ସି-ଆ-ଲ ଆକାଉଣ୍ଟରେ ଲେଖିଛନ୍ତି । ତେବେ ଏହି କଥାର କେତେ ସତ୍ୟତା ରହିଛି ତାହା ସମୟ ଆସିଲେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *