ହିରୋଇନ Anu Choudhuriଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମ ଓଡିଆ କଳାକାର ମାନେ କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଖୁବ ପରିଚିତ ହେବା ସହ ଚର୍ଚ୍ଚା ରେ ରହିଛନ୍ତି । ତେବେ ସୋସିଆଲ ମିଡିଆ ଜରିଆରେ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଅନେକ କଥା ସେୟାର କରିବାର ନଜର ଆସୁଛନ୍ତି । କାରଣ ସୋସିଆଲ ମିଡିଆ ଏମିତି ଏଲ ପ୍ଲାଟଫର୍ମ ଯେଉଁଠି ସବୁ କିଛି କହିହେବ ବା ଦେଖାଇ ହେବ ।

ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଡ୍ୟାନ୍ସ ବିଶୁଆରେ କିଛି ଖାସ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅଭିନୟ ଏତେ ଜବରଦସ୍ତ ଯେ ତାଙ୍କର ଫ୍ୟାନ୍ସ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି ।

ତେବେ ସେ ଓଲିଉଡ ଜାଗାରେ ଅନେକ ସାରା ଓଡିଆ ଫିଲ୍ମ ରେ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜି ବି ଦର୍ଶକ ମାନେ ତାଙ୍କର ଫିଲ୍ମ ଦେଖିବାକୁ ଖୁବ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ ସେ ସୋସିଆଲ ମିଡିଆରେ ଅନେକ କଥା ସେୟାର କରିଥାନ୍ତି । ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ଏକ ନୂଆ ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓ ରେ ଅଭିନେତ୍ରୀ ଅନୁ ଚୌଧୁରୀ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ଯାହା ଆପଣ ମାନେ ଆଗରୁ କେବେ ବି ଦେଖି ନ ଥିବେ । ସେ ଭିନ୍ନ ଭିନ୍ନ ଗୀତ ରେ ଅଲଗା ଅଲଗା ସ୍ଟେପ କରି ଖୁବ ସୁନ୍ଦର ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ତାଙ୍କର ଏହି ଡ୍ୟାନ୍ସ କୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିବା ସହ ଅନେକ ସାରା ଲାଇକ ମଧ୍ୟ କରିଛନ୍ତି । ତାଙ୍କ ସହ ଅନ୍ୟ ଜଣେ ଯୁବତୀ ମଧ୍ୟ ଡ୍ୟାନ୍ସ କରୁଛନ୍ତି । ତେବେ ଅନୁ ଚୌଧୁରୀ ଗୀତ ର ତଳେ ତାଳେ ଏତେ ସୁନ୍ଦର ସ୍ଟେପ କରୁଛନ୍ତି ଯାହା ଖୁବ ମନୋଲୋଭା ହୋଇଛି ।

 

ନାଲି ଶାଢୀ ପିନ୍ଧି ଅନୁ ଚୌଧୁରୀ ଏତେ ଦମଦାର ଡ୍ୟାନ୍ସ କରୁଛନ୍ତି ଯାହା ଦେଖିବାକୁ ବହୁତ ଭଲ ଲାଗୁଛି । ତେବେ ସେ ଅନେକ ପ୍ରକାରର ଗୀତ ରେ ଭିନ୍ନ ଭିନ୍ନ ସ୍ଟେପ ରେ ଡ୍ୟାନ୍ସ କରୁଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ଆକର୍ଷଣ କରୁଛି । ତାଙ୍କର ଡ୍ୟାନ୍ସ ଏତେ କ୍ଳିନ ଆଉ ଆକର୍ଷକ ହୋଇଛି ଯେ ଯାହା ଠାରୁ ଆଖି ହଟିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *